କେଜିଏଫ୍‌ ପ୍ରେମରେ କିଲି

ହାଇଦ୍ରାବାଦ: ରିଲିଜ ପରେ ପ୍ରଶଂସକଙ୍କ ହୃଦୟ ଜିତୁଛି ‘କେଜିଏଫ୍‌ ଚାପ୍ଟର ୨’। ଦର୍ଶକଙ୍କ କ୍ରେଜ୍‌ ଏତେ ଯେ ପ୍ରଥମ ଦିନରେ ହିଁ ବ୍ୟବସାୟରେ ରେକର୍ଡ କରିଛି ଫିଲ୍ମ। ଏସବୁ ମଧ୍ୟରେ କେଜିଏଫ୍‌ର ସଂଳାପ, ଗୀତ ସହ କିଛି ଡାଏଲଗ୍‌ର ରିଲ୍ସ ଏବେ ଖୁବ୍‌ ଭାଇରାଲ ହେଉଛି। ସେଥିରୁ ବର୍ତ୍ତି ନାହାନ୍ତି ତାଞ୍ଜାନିଆର ଇଣ୍ଟରନେଟ୍‌ ସେନ୍‌ସେଶନ୍‌ କିଲି ପୌଲ।

ଭାରତୀୟ ଗୀତରେ ନୃତ୍ୟ ଏବଂ ଲିପ୍‌-ସିଙ୍କ ଦେଇ ଚର୍ଚ୍ଚାକୁ ଆସିଥିଲେ କିଲି। ସେବେଠାରୁ ସେ ସଫଳତାର ଗୋଟିଏ ଗୋଟିଏ ପାହାଚ ଚଢ଼ୁଛନ୍ତି। ବିଶେଷକରି ଭାରତୀୟଙ୍କଠାରୁ ଭଲପାଇବା ମିଳୁଥିବାରୁ ସେ ଅଧିକ ଭିଡିଓ ଅପ୍‌ଲୋଡ କରୁଛନ୍ତି। ଏହି କ୍ରମରେ ଏବେ ସେ କେଜିଏଫ୍‌ର ଏକ ଦୃଶ୍ୟର ଭିଡିଓ କରିଛନ୍ତି। ଏଥିରେ କିଲି ଦମ୍‌ଦାର ଡାଏଲଗ୍‌ କହିବା ସହ ଦୃଢ଼ ଅଭିନୟ କରୁଥିବା ଦେଖାଯାଇଛି। ଏହା ଅନେକଙ୍କୁ ଚକିତ କରିଛି।

ଆପଣ ବି ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର ଦେଲେ କ୍ୟାଟ୍ରିନା

ମୁମ୍ବାଇ: ବଲିଉଡ ନାୟିକା କ୍ୟାଟ୍ରିନା କୈଫ ଦେଇଛନ୍ତି ଖୁସି ଖବର । ନିଜର ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଥିବା ଏହି ନାୟିକା କେବଳ ବଲିଉଡ...

ତଖ୍‌ତର ଶୁଟିଂ ପୂର୍ବରୁ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର ସିଂଙ୍କୁ ଧର୍ମା ପ୍ରଡକଶନ୍‌ ହାଉସ୍‌ ବାହାରେ ଦେଖିବା ପରେ ଏବେ ଏମାନଙ୍କ ଅଭିନୀତ ଫିଲ୍ମ ‘ତଖ୍‌ତ’କୁ...

ଚୁମ୍ବନକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ସର୍ବଦା କୁହନ୍ତି ମୁଁ ଅବିବାହିତା

ବଲିଉଡ୍‌ ଅଭିନେତା ଅଭିନେତ୍ରୀ ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...

ବିରାଟ କୋହଲିଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଅନୁଷ୍କା

ସମସ୍ତେ ଜାଣିଛନ୍ତି କି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି। କିନ୍ତୁ କୋହଲିଙ୍କୁ ବିବାହ କରିବାକୁ ଚାହୁଁ...

ୟୁକ୍ରେନରେ ପହଞ୍ଚିଲେ ଆଞ୍ଜେଲିନା

ରୁଷିଆର ଆକ୍ରମଣ ପରେ ୟୁକ୍ରେନର ସବୁ ସ୍ଥାନରେ ବିନାଶର ଦୃଶ୍ୟ ଦେଖିବାକୁ ମିଳୁଛି। ଏହି ସମୟରେ ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ୟୁକ୍ରେନରେ ପହଞ୍ଚି ସମସ୍ତଙ୍କୁ...

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି-ଥରେ ମନେପକାନ୍ତୁ ନା ଅତୀତର ଏହି ଲୋକପ୍ରିୟ ଗୀତକୁ। ପ୍ରଶାନ୍ତ ନନ୍ଦ ଏବଂ ମହାଶ୍ୱେତା ରାୟଙ୍କ ଉପରେ...

ଏମ୍‌ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌ରେ ଅକ୍ଷୟ

ମୁମ୍ବାଇ:୨୦୧୯ ଡିସେମ୍ବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ସୁପରହିଟ ହେବା ପରେ ଖିଲାଡି ବୟ ଅକ୍ଷୟ କୁମାର ନିଜର ଆଗାମୀ ପ୍ରୋଜେକ୍ଟ ‘ସୂର୍ଯ୍ୟବଂଶୀ’ ପାଇଁ...

ଲଗଜରୀ ଲାଇଫ୍ ମେଣ୍ଟେନ କରନ୍ତି ମହେଶ ବାବୁ, ଗୋଟିଏ ଫିଲ୍ମ ପାଇଁ ନିଅନ୍ତି କୋଟି କୋଟି ଟଙ୍କା ପାରିଶ୍ରମିକ

ଚେନ୍ନାଇ: ସାଉଥ୍ ଅଭିନେତା ମହେଶ ବାବୁ ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୯ରେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି । ଆଜିକୁ ଠିକ୍ ୪୮ ବର୍ଷ ପୂର୍ବେ...

Advertisement
Archives

Model This Week