Home Left

କିଡ୍‌ନୀରୁ ବାହାରିଲା ୧୫୬ ଷ୍ଟୋନ୍‌

ହାଇଦ୍ରାବାଦ,୧୭ା୧୨: ହାଇଦ୍ରାବାଦର ଏକ ପ୍ରତିଷ୍ଠିତ ଡାକ୍ତରଖାନାର ଡାକ୍ତରମାନେ ଜଣେ ରୋଗୀଙ୍କ କିଡ୍‌ନୀରୁ ଏକାବେଳକେ ୧୫୬ ଷ୍ଟୋନ୍‌ ବାହାର କରିଛନ୍ତି। ୫୦ ବର୍ଷର ରୋଗୀଙ୍କ କିଡ୍‌ନୀରୁ ଏହି ଷ୍ଟୋନ୍‌ ବାହାରିଛି। ସବୁଠୁ ବଡ଼ କଥା ହେଲା ଅସ୍ତ୍ରୋପଚାର କରା ନ ଯାଇ ଲାପ୍ରୋସ୍କୋପି…

ସିଦ୍ଧୁଙ୍କ ଜିଦ୍‌ ରହିଲା

ଚଣ୍ଡିଗଡ,୧୭।୧୨: ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପୁଣି ଥରେ ଚନ୍ନି ସରକାର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ସିଦ୍ଧୁଙ୍କ ଚାପରେ ସରକାର ବିଳମ୍ବିତ ରାତିରେ ଏକ ବଡ ପରିବର୍ତ୍ତନ କରିଛନ୍ତି। ଡିଜିପି ଇକବାଲ ପ୍ରୀତ ସହୋତାଙ୍କୁ ପଦରୁ ହଟାଇ…

ରାଜଧାନୀରେ ଗୋଟିଏ ଦିନରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ଦୁଇଗୁଣ

ନୂଆଦିଲ୍ଲୀ,୧୭।୧୨: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇଛନ୍ତି। ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶୁକ୍ରବାର ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଓମିକ୍ରନ ଭାରିଆଣ୍ଟ ବିଷୟରେ ବୁଲେଟିନ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି…

ଶେଷ ଯାତ୍ରାରେ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂ

ଭୋପାଳ,୧୭।୧୨: ତାମିଲନାଡୁରେ ସିଡିଏସ ଜେନେରାଲ ବିପିନ ରାୱତଙ୍କ ସହ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ଗ୍ରୁପ କ୍ୟାପଟେନ ବରୁଣ ସିଂ ଶେଷରେ ଆଖି ବୁଜିଥିଲେ। ଶୁକ୍ରବାର ବରୁଣ ସିଂ ଶେଷ ଯାତ୍ରା ଭୋପାଳର ବୈରାଗଢର ବିଶ୍ରାମ ଘାଟରେ ପହଞ୍ଚିଛି। ଫୁଲରେ ସଜାଯାଇଥିବା…

ମିସ୍‌ ୱାର୍ଲଡ -୨୦୨୧ ପ୍ରତିଯୋଗିତା ସ୍ଥଗିତ

ନୂଆଦିଲ୍ଲୀ,୧୭।୧୨: କୋଭିଡ୍‌ ପାଇଁ ମିସ୍‌- ୱାର୍ଲଡ ୨୦୨୧ ପ୍ରତିଯୋଗିତାକୁ ସ୍ଥଗିତ ରଖାଯାଇଛି। ଏହି ପ୍ରତିଯୋଗିତାର ଫାଇନାଲ ପୁଏର୍ତ୍ତୋ ରିକୋରେ ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏଥିରେ ଭାଗ ନେଇଥିବା ଏକାଧିକ ପ୍ରତିଯୋଗୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିବାରୁ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି।…

ଇନ୍‌ଷ୍ଟାଗ୍ରାମରେ ଲାଇଭ୍‌ କରି ଆତ୍ମହତ୍ୟା କରୁଥିଲେ ମହିଳା: ଆଉ ତା’ପରେ

ନୂଆଦିଲ୍ଲୀ,୧୭।୧୨: ଦିଲ୍ଲୀରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ ଲାଇଭ୍‌ କରି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି। କିନ୍ତୁ ପୋଲିସ ତତ୍ପରତା ଦେଖାଇ ମାତ୍ର ୮ ମିନିଟ ମଧ୍ୟରେ ମହିଳାଙ୍କୁ ଉଦ୍ଧାର କରିଥିଲା। ସମ୍ପୃକ୍ତ ଯୁବତୀଙ୍କ ବୟସ ୨୫ ବର୍ଷ…

ଜଙ୍ଗଲରେ ବନ୍ଦୀ ୩୦ ହଜାର ଗ୍ରାମବାସୀ

ଢେଙ୍କାନାଳ ଅଫିସ୍‌/ଗଁଦିଆ, ୧୭ା୧୨: ଅଭୟାରଣ୍ୟ ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ଦ୍ୱାହି ଦେଇ ବନ ବିଭାଗ ବନ୍ଦ କରିଦେଇଛି ସବୁଦିନିଆ ଜଙ୍ଗଲ ରାସ୍ତା। ଫଳରେ ଜଙ୍ଗଲ ତଳି ଅଞ୍ଚଳରେ ବାସ କରୁଥିବା ୩୦ ଗ୍ରାମର ୨୫ ହଜାର ବାସିନ୍ଦା ଏକପ୍ରକାର ବନ୍ଦୀ ହୋଇପଡ଼ିଛନ୍ତି।…

ପ୍ରୋଫାଇଲ ଫଟୋ ବଦଳାଇଲେ କ୍ୟାଟ୍ରିନା

ମୁମ୍ବାଇ: ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନରେ ହୋଇସାରିବା ପରେ ଦୁହେଁ ମୁମ୍ବାଇ ଫେରି ଆସିଛନ୍ତି। ଉଭୟ ମିଡିଆ ସାମ୍ନାରେ ପ୍ରଥମ ଥର ପାଇଁ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଥିଲା। ତେବେ ନିକଟରେ କ୍ୟାଟ୍ରିନା ଇନଷ୍ଟାଗ୍ରାମ୍‌ରେ ନିଜ…

ସ୍ପାଇଡର୍‌ମ୍ୟାନ୍‌ କ୍ୟାଚ୍‌: ଦେଖନ୍ତୁ ଭିଡିଓ

ଆଡିଲେଡ,୧୭।୧୨: ଆଡିଲେଡ ଓଭାଲରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଆଶେସ ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟା ର ପ୍ରଥମ ଦିନରେ ଜୋସ ବଟଲର ଏକ ଚମତ୍କାର କ୍ୟାଚ ନେଇଛନ୍ତି। ଏବେ ଏହି କ୍ୟାଚ୍‌ର ଭିଡିଓ ଭାଇରାଲ ହେବାରେ ଲାଗିଛି। ବଟଲର୍‌…

ମୋଦିଙ୍କୁ ନେପାଳର ସର୍ବୋଚ୍ଚ ନାଗରିକ ସମ୍ମାନ

ନୂଆଦିଲ୍ଲୀ,୧୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଆଉ ଏକ ସଫଳତା ଯୋଡି ହୋଇଛି। ତାଙ୍କୁ ଖୁବ ଶୀଘ୍ର ଅନ୍ୟ ଏକ ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରାଯିବ। ଭୁଟାନର ସର୍ବୋଚ୍ଚ ନାଗରିକ ସମ୍ମାନ ନଗଡାଗ ପେଲ ଖୋରଲୋରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବାକୁ…

ଶାହରୁଖଙ୍କ ପ୍ରଥମ ଦରମା କେତେ ଥିଲା ଜାଣନ୍ତି

ବଲିଉଡ୍‌ ବାଦ୍‌ଶାହା ଶାହରୁଖ୍‌ ଖାନ୍‌ କୋଟି କୋଟି ଟଙ୍କା ସମ୍ପତ୍ତି ମାଲିକ। ସେ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କିନ୍ତୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ସୃଷ୍ଟି କରିବାୁ ପାଇଁ ତାଙ୍କ ଅନେକ ସଂଘର୍ଷ…

ରାସ୍ତା ଜାମରେ ଫସିଲା ଜନନୀ ଏକ୍ସପ୍ରେସ

କେନ୍ଦୁଝର, ୧୭ା୧୨(ସ୍ବ.ପ୍ର.):  କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଟଣ ପଞ୍ଚାୟତ ତଳଗୁଣ୍ଡୁଳା ଗ୍ରାମର ଜଣେ ପ୍ରସୂତି ଗୁରୁତର ଅବସ୍ଥାରେ ଜନନୀ ଏକ୍ସପ୍ରେସ ଆମ୍ବୁଲାନ୍ସରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ଆସୁଥିବାବେଳେ ଗୁରୁବାର ପୂର୍ବାହ୍ନରେ ଢାଙ୍ଗରପଡା ନିକଟ ଏନ୍‌ଏଚ୍‌ ୪୯ରେ ଅଟକିଯାଇଥିଲା। ସୁଷମା ମିଞ୍ଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri