ପୁରୁଣା କୁଲର ବ୍ୟବହାର କରୁଥିଲେ…

ପ୍ରବଳ ଗରମ ସଭିଙ୍କୁ କରୁଛି ଅସ୍ତବ୍ୟସ୍ତ। ଏମିତିରେ ଟିକେ ବାହାରକୁ ବୁଲି ଆସିଲେ ସଙ୍ଗେ ସଙ୍ଗେ ଦରକାର ପଡୁଛି ଏସି କିମ୍ବା କୁଲର, ଯେଉଁଥିପାଇଁ ଖରାଦିନେ ଏହିସବୁ ସାମଗ୍ରୀର ଦାମ୍‌ ହୋଇଯାଏ ଆକାଶଛୁଆଁ। ଏମିତିରେ ଘରେ ଥିବା ପୁରୁଣା କୁଲରକୁ ସଜାଡ଼ି ପୁଣିଥରେ ବ୍ୟବହାର କରିପାରିବେ। ହେଲେ ଏହାର ବେଷ୍ଟ ରେଜଲ୍ଟ ପାଇବାକୁ ଚାହୁଁଥିଲେ ଜାଣିରଖନ୍ତୁ କେତୋଟି ଟିପ୍ସ…

କୁଲର ନୂଆ ହେଉକି ପୁରୁଣା ଏହାକୁ ସବୁବେଳେ ଖୋଲା ସ୍ଥାନରେ ଅର୍ଥାତ୍‌ ରୁମ୍‌ର ଭେଣ୍ଟିଲେଶନ ଠିକ୍‌ ଭାବରେ ହେଉଥିବା ସ୍ଥାନରେ ରଖନ୍ତୁ। ନଚେତ୍‌ ଥଣ୍ଡା ପବନ ପରିବର୍ତ୍ତେ ଗରମ ପବନ ଆସିବ।
କୁଲର ଯେପରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ନ ଆସେ ସେଥିପ୍ରତି ଧ୍ୟାନଦିଅନ୍ତୁ। କାରଣ ଖରା ପଡ଼ିଲେ ଏହାର ଓ୍ବିଣ୍ଡ ଫ୍ଲୋ ଓ କୁଲିଂ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ଅଧିକ ସମୟ କୁଲର ବ୍ୟବହାର ହେଉଥିବାରୁ ଏହାର ଜାଲିରେ ଧୂଳି ଜମିଯାଏ। ଏହାଯୋଗୁ ପବନ ଯିବା ଆସିବାର ବାଟ ବନ୍ଦ ହୋଇଯାଏ। ତେଣୁ ପ୍ରତି ଦୁଇ ସପ୍ତାହରେ ଥରେ କୁଲରର ଫିଲ୍ଟର ଜାଲିକୁ ସଫା ରଖନ୍ତୁ। ମଝିରେ ମଝିରେ ଏହାକୁ ସର୍ଭିସିଂ ପାଇଁ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସୁନିଦ୍ରା ଅନ୍ତରାଳେ…

ନିଜକୁ ସୁସ୍ଥ ରଖିବା ପଛରେ ନିଦ୍ରାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥିରେ ଅସନ୍ତୁଳନ ଦେଖାଦେଲେ ତାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ତେଣୁ ଭଲ...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ ତୁଳସୀ କ୍ଷୀର

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି।...

ଅଧାକପ୍‌ ତେଜପତ୍ର ପାଣି ରଖେ ବହୁ ରୋଗରୁ ଦୂରେଇ…

ତେଜପତ୍ର ପାଣି ପିଇଲେ ଅନେକ ଉପକାର ମିଳିଥାଏ। ରାତିରୁ ପାଣିରେ ଭିଜା ଯାଇଥିବା ତେଜପତ୍ର ପାଣିରୁ ସକାଳେ ଅଧାକପ୍‌ ପିଇଲେ ପେଟରେ ଥିବା ଚର୍ବି କମିବାକୁ...

ସଂକ୍ରମଣ ମାତ୍ରା କମାଏ ଭିଟାମିନ୍‌ ଡି

ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍‌ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍‌ ଇନ୍‌ଷ୍ଟିଚ୍ୟୁଟ୍‌...

ସମସ୍ତଙ୍କ ପାଇଁ ଶୁଭ ନୁହେଁ ତୁଳସୀ? ଘରେ ଥିଲେ ଏସବୁ ଜିନିଷ ପ୍ରତି ନିଶ୍ଚିତ ଭାବେ ଦିଅନ୍ତୁ ଧ୍ୟାନ…

ଅଧିକାଂଶ ହିନ୍ଦୁ ଧର୍ମାବଲମ୍ବୀଙ୍କ ଘରେ ତୁଳସୀ ରହିଥାଏ। ତୁଳସୀକୁ ଭଗବାନ କୃଷ୍ଣ ଅଧିକ ପସନ୍ଦ କରନ୍ତି। କିଛି ଲୋକ ସନ୍ଧ୍ୟାରେ ତୁଳସୀ ମୂଳରେ ଦୀପ ଜଳାନ୍ତି।...

ଏପରି ଭୁଲ୍‌ କରୁଛନ୍ତି କି? ବଢ଼ିପାରେ ସୁଗାରର ମାତ୍ରା

ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ ଶରୀରରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ତେବେ ଏଥିରୁ ମୁକ୍ତି ଲାଗି...

ଡେନ୍‌ମାର୍କ: ଦ କ୍ଲିନେଷ୍ଟ କଣ୍ଟ୍ରି

୨୦୨୧ ମସିହାରେ ‘ଏନ୍‌ଭାଇରନ୍‌୍‌ମେଣ୍ଟାଲ୍‌ ପର୍‌ଫର୍‌ମାନ୍ସ ଇଣ୍ଡେକ୍ସ’ ତରଫରୁ ହୋଇଥିବା ସର୍ବେକ୍ଷଣରୁ ଡେନ୍‌ମାର୍କ ପୃଥିବୀର ସବୁଠୁ କ୍ଲିନେଷ୍ଟ ସିଟି ଭାବେ ଘୋଷିତ ହୋଇଛି। କୋପେନ୍‌ହାଗେନ୍‌ ଏହାର ରାଜଧାନୀ,...

ସ୍ବାସ୍ଥ୍ୟ ଉପକାରୀ କିସ୍‌ମିସ୍‌: ଏହିସବୁ ରୋଗରୁ ଦିଏ ମୁକ୍ତି

କିସ୍‌ମିସ୍‌ ସ୍ବାସ୍ଥ୍ୟ ଉପକାରୀ । ଏହାକୁ ପ୍ରତିଦିନ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଓଜନ୍‌ କମ୍‌ କରିବା ପାଇଁ ମଧ୍ୟ...

Advertisement
Archives

Model This Week