Home Left

ପାକିସ୍ତାନ ଉପରେ ଭାରତର ବଡ଼ ବିଜୟ

ନୂଆଦିଲ୍ଲୀ,୧୭।୧୨: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୩-୧ ଗୋଲରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ଦେଇଛି। ଏହି ବିଜୟ ସହ ଚଳିତ ଇଭେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ଟିମ୍‌ ଇଣ୍ଡିଆ।…

ଖରସ୍ରୋତାରେ ଭାସିଗଲେ ଯୁବକ

ସିଂହପୁର,୧୭ା୧୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ ଚନ୍ଦନପୁର ଗ୍ରାମର ରବିନ୍ଦ୍ର ସାମଲଙ୍କ ପୁଅ ସୌମେନ୍ଦ୍ର (୨୬) ଶୁକ୍ରବାର ସକାଳେ ନଦୀରେ ଗାଧୋଉଥିବା ବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ…

କଇଁଛକୁ ବଞ୍ଚାଇବା ପାଇଁ ଏମିତି କଲା ମଇଁଷି, ଭିଡିଓ ଦେଖିଲେ…

ପିଲାଦିନରୁ ଆମ ସମସ୍ତଙ୍କୁ ଶିକ୍ଷା ଦିଆଯାଇଛି ଯେ, ସବୁବେଳେ ସାହାଯ୍ୟ କରିବା ମନୋଭାବ ରଖିବା ଉଚିତ୍‌। ଅସୁବିଧା ଦେଖି ଜଣେ ଚାଲିଯିବା ଠିକ୍‌ ନୁହେଁ ବରଂ ନିକଟକୁ ଯାଇ ସାହାଯ୍ୟ କରିବା ଦରକାର। ଏବେ ସେମିତି ଏକ ଶିକ୍ଷଣୀୟ ଭିଡିଓ ସୋସିଆଲ…

୬ ବର୍ଷର ସମ୍ପର୍କ ଭାଙ୍ଗିଯାଇଥିଲା; ଏବେ ଜାନୁୟାରୀରେ…

ବମ୍ବେ: ହାତକୁ ଦୁଇ ହାତ ହେବେ କୁଣ୍ଡଲୀ ଭାଗ୍ୟର ଆଉଜଣେ ଅଭିନେତ୍ରୀ। ଶ୍ରଦ୍ଧା ଆର଼୍ୟାଙ୍କ ପରେ ଏବେ ମାନସୀ ଶ୍ରୀବାସ୍ତବ ବିବାହ କରିବେ। ପ୍ରେମିକ ତଥା ଫୁଡ୍‌ ଆଣ୍ଡ ଟ୍ରାଭେଲ୍‌ ଫଟୋଗ୍ରାଫର କପିଲ ତେଜଓ୍ବାନୀଙ୍କ ହାତ ଧରିବେ ସେ। ଆସନ୍ତା ୨୦୨୨…

କରୋନାକୁ ହରାଇବାକୁ ଭାରତରେ ସବୁଠାରୁ ଅଧିକ ବେଗରେ ଟିକାକରଣ,୧୧ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌, ଏପର୍ଯ୍ୟନ୍ତ ୧୦୧ ସଂକ୍ରମିତ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରୱାଲ ଶୁକ୍ରବାର ଏକ ପ୍ରେସ୍ ବାର୍ତ୍ତାରେ ଦେଶରେ କରୋନା ମହାମାରୀର ସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଗତ ୨୦ ଦିନ ମଧ୍ୟରେ ନୂଆ ସଂକ୍ରମଣ ପ୍ରତିଦନର…

ଭିକ୍କିଙ୍କ ଘରେ କଟ୍ରିନା ରାନ୍ଧିଲେ ଏହି ଖାସ୍‌ ବ୍ୟଞ୍ଜନ, ଲୋକେ କହୁଛନ୍ତି…

ବମ୍ବେ: ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ୍‌ର ଲୋକପ୍ରିୟ ଅଭିନେତ୍ରୀ କଟ୍ରିନା କୈଫ। ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଅଭିନେତା ଭିକ୍କି କୌଶଲଙ୍କ ହାତ ଧରିଛନ୍ତି ସେ। ରାଜସ୍ଥାନର ମାଧୋପୁରରେ ଉଭୟଙ୍କ ଭବ୍ୟ ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା। ବିବାହ ପରେ କଟ୍ରିନା…

କନ୍ୟାଙ୍କ ବିବାହ ବୟସ ବୃଦ୍ଧି ପ୍ରସ୍ତାବ ଆସନ୍ତା ସପ୍ତାହରେ ଲୋକ ସଭାରେ ହେବ ଉପସ୍ଥାପନ

ନୂଆଦିଲ୍ଲୀ,୧୭ ।୧୨: କେନ୍ଦ୍ର ସରକାର କନ୍ୟାଙ୍କ ବିବାହର ନ୍ୟୁନତମ ଆଇନଗତ ବିବାହ ବୟସ ପୁରୁଷଙ୍କ ସହ ସମାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାର ଅର୍ଥ ହେଉଛି ପ୍ରଥମେ କନ୍ୟାଙ୍କ ବିବାହ ବୟସ ୧୮ ଥିବା ବେଳେ ଏବେ ଏହାକୁ ବୃଦ୍ଧି…

ମା’ଙ୍କ ଫଟୋ ହାତରେ ଧରି ବିବାହ ମଣ୍ଡପକୁ ଗଲେ କନ୍ୟା, ଭିଡିଓରେ ଦେଖିଲେ ଆଖିରେ ରହିବନି ଲୁହ

ଇସଲାମାବାଦ,୧୭ା୧୨: ଜଣେ କନ୍ୟା ବିବାହ ମଣ୍ଡପକୁ ପ୍ରବେଶ କରିବା ସମୟରେ ଏକ ସ୍ପର୍ଶକାତର ଦୃଶ୍ୟ ଦେଖିବାକୁ ମିଳିଛି। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ହଜାର ହଜାର ଦର୍ଶକଙ୍କୁ ଭାବପ୍ରବଣ କରିଦେଇଛି। ଭିଡିଓରେ କନ୍ୟା ଜଣକ…

୧୧ ଦିନ ପାଇଁ ଏଠି ହସିବା ମନା

ପ୍ୟୋଙ୍ଗୟାଙ୍ଗ,୧୭।୧୨: ଡେମୋକ୍ରାଟିକ ପିପୁଲ୍ସ ରିପବ୍ଲିକ ଅଫ କୋରିଆ, ଉତ୍ତର କୋରିଆ ନାମରେ ମଧ୍ୟ ଜଣାଶୁଣା। ତେବେ ସେଠାକାର ପୂର୍ବତନ ନେତା କିମ୍‌ ଜଙ୍ଗ-ଇଲଙ୍କ ଶୁକ୍ରବାର ଦଶମ ବାର୍ଷିକୀ। ସେଥିପାଇଁ ୧୧ ଦିନ ପାଇଁ ନାଗରିକମାନଙ୍କୁ ହସିବା, ଶପିଂ କରିବା ଏବଂ ମଦ…

ଅଙ୍କିତା-ଭିକିଙ୍କ ରିସେପଶନ ସ୍ଥଗିତ

ମୁମ୍ବାଇ: ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଡିସେମ୍ବର ୧୪ରେ ବ୍ୟବସାୟୀ ଭିକି ଜୈନଙ୍କୁ ବିବାହ କରିଛନ୍ତି। ଉଭୟଙ୍କ ବିବାହ ବେଶ୍‌ ଧୂମଧାମରେ ହୋଇଥିଲା। ଭିକି ରାୟପୁରର ହୋଇଥିବାରୁ ରିସେପଶନ ରାୟପୁରରେ ହିଁ ରଖାଯାଇଥିଲା। କିନ୍ତୁ ଏହା ଏବେ ବାତିଲ…

ସଲମାନଙ୍କୁ ସମସ୍ତଙ୍କ ଆଗରେ ଚାପୁଡା ମାରିଥିଲେ ଜଣେ ଯୁବତୀ

ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସଲମାନଙ୍କ ନାଁ ଅନେକ ବିବାଦ ଯୋଡାଯାଏ। ସେ ହିଟ ଏବଂ ରନ କେସ ଏବଂ…

ବିଦ୍ୟାଳୟର ଶୌଚାଳୟ କାନ୍ଥ ଭୁଶୁଡି ୩ ଛାତ୍ର ମୃତ

ତାମିଲନାଡୁ,୧୭।୧୨: ତାମିଲନାଡୁର ଥିରୁନେଲଭେଲି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ବିଦ୍ୟାଳୟରେ ଶୌଚାଳୟର କାନ୍ଥ ଭୁଶୁଡ଼ିବା ଯୋଗୁ ୩ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ପୋଲିସ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri