Home Left

ପୁଅ ବାହାଘରରେ ଭାରତୀୟ ଡିଜାଇନର ଲେହେଙ୍ଗା ପିନ୍ଧିଲେ ମରିୟମ

ଇସଲାମାବାଦ,୧୮ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ତଥା ପିଏଲ୍‌ଏମ୍‌-ଏନ୍‌ର ଉପାଧ୍ୟକ୍ଷା ମରିୟମ ନୱାଜଙ୍କ ପୁଅ ଜୁନୈଦ ସଫଦରଙ୍କର ଆୟଶା ସୈଫ ଖାଁଙ୍କ ସହ ବିବାହ ହୋଇ ଯାଇଛି । ଏହି ବିବାହ ଏବେ ପାକିସ୍ତାନରେ ଚର୍ଚ୍ଚାର ବିଷୟ…

ଏକତା ହିଁ ସର୍ବୋପରି

ଦେଶର ବିକାଶରେ ପ୍ରତିଟି ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥାଏ। ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ଏବଂ ଭାଇଚାରା ଦ୍ୱାରା ଦେଶର ଏକତା ବୃଦ୍ଧି ହୋଇଥାଏ। ଏହାକୁ ଦୃଷ୍ଟିରେ ପ୍ରତିବର୍ଷ ଡିସେମ୍ବର ୧୮ରେ ସଂଖ୍ୟାଲଘୁ ଅଧିକାର ଦିବସ ପାଳନ କରାଯାଇଥାଏ। ବିଶ୍ୱସ୍ତରରେ ବିଭିନ୍ନ…

ବିକଶିତ ଅର୍ଥନୀତିରେ ପ୍ରବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ

ପ୍ରବାସୀ ଶ୍ରମିକ ଏବଂ ସେମାନଙ୍କ ପରିବାରର ସଦସ୍ୟଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ୧୮ ଡିସେମ୍ବର ୧୯୯୦ରେ ଜାତିିସଂଘର ସାଧାରଣ ସଭାରେ ଏକ ସଂକଳ୍ପ ଗ୍ରହଣ କରାଯାଇଥିଲା।ଜାତିସଂଘର ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର ମାଇଗ୍ରେସନ (ଆଇଓଏମ୍‌) ଏଜେନ୍ସି ମାଧ୍ୟମରେ ଆନ୍ତର୍ଜାତୀୟ ସ୍ଥାନାନ୍ତରଣ ଦିବସ ମାଧ୍ୟମରେ…

କୋଭୋଭାକ୍ସକୁ ମିଳିଲା ଡବ୍ଲୁଏଚ୍‌ଓର ମଞ୍ଜୁରୀ

ନୂଆଦିଲ୍ଲୀ,୧୮ ।୧୨: କରୋନାର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସିରମ ଇନଷ୍ଟିଚ୍ୟୁଟର ଭ୍ୟାକ୍ସିନ କେଭୋଭାକ୍ସକୁ ଜରୁରୀ କାଳୀନ ସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ପ୍ରଦାନ କରିଛି । ଆର ପୁନାୱାଲା ଟୁଇଟ୍ କରି ଏହି ସୂଚନା…

ପଡ଼ିଶା ଘର ଆଗରେ ପରିସ୍ରା କରିବାରୁ ଗଲା ଜୀବନ

ଜଗତ୍‌ସିଂହପୁର,୧୮।୧୨: ଘର ଆଗରେ ପରିସ୍ରା କରିବାରୁ ପଡ଼ୋଶୀଙ୍କୁ ହତ୍ୟା କରିଛନ୍ତି ଜଣେ ୩୫ ବର୍ଷୀୟ ଯୁବକ। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁରର ନିମାପଡ଼ା ଗାଁରେ। ମୃତକ ହେଲେ ୪୦ ବର୍ଷୀୟ ଅଭୟ କୁମାର ନାୟକ। ପେଶାରେ ସେ ଜଣେ ଅଟୋ ଡ୍ରାଇଭର।…

ପୁଣି ଶାଶୁଘର ଆଗରେ ବସିଲେ ତପସ୍ବିନୀ

ବ୍ରହ୍ମପୁର ଅଫିସ,୧୭।୧୨: ବହୁଚର୍ଚ୍ଚିତ ଡା. ସୁମିିତ ସାହୁ- ତପସ୍ବିନୀ ଦାଶ ପାରିବାରିକ ମାମଲା ତୁଟିବା ନାଁ ଧରୁନି। ଦିନକୁ ଦିନ ଏହା ଜଟିଳ ହେବାରେ ଲାଗିଛି। ଶୁକ୍ରବାର ତପସ୍ବିନୀ କୋର୍ଟରୁ ନ୍ୟାୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ଶୁଣାଣି ଘୁଞ୍ଚିବାରୁ…

ଓଲଟିଲା ମାଲବାହୀ ଟ୍ରେନ ବଗି

କୋରାପୁଟ/ଜୟପୁର,୧୭ା୧୨(ନି.ପ୍ର.): କେ-କେ ଲାଇନରେ ଶୁକ୍ରବାର ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ଓଲଟି ପଡିଛି। ଫଳରେ କିରଣ୍ଡୁଲ-କୋରାପୁଟ ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏପରିକି ଏହି ଲାଇନରେ ଯାଉଥିବା ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ରେଳ ବିଭାଗ ବାତିଲ କରିଛି।…

ବିଷାକ୍ତ ମଦ ପିଇ ଗଲା ୨୨ ଜୀବନ

ଆଙ୍କାରା,୧୭।୧୨: ତୁର୍କୀର ଇସ୍ତାନବୁଲ୍‌ରେ ବିଷାକ୍ତ ମଦ ପିଇ ୨୨ ଜଣଙ୍କ ଜୀବନ ଯାଇଛି । ଅନ୍ୟ ୧୬ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସ୍ଥାନୀୟ ଗଭର୍ନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ୧୧ ଜଣ…

କଂଗ୍ରେସ ବିଧାୟକଙ୍କୁ ନିନ୍ଦା କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୭।୧୨: କର୍ନାଟକର କଂଗ୍ରେସ ବିଧାୟକ କେ ଆର ରମେଶ କୁମାରଙ୍କ ‘ବଳାତ୍କାରର ମଜା ନିଅ’ ମନ୍ତବ୍ୟକୁ ନେଇ ନିନ୍ଦା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା। କଂଗ୍ରେସ ନେତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, କେ ଆର ରମେଶ କୁମାରଙ୍କ ମନ୍ତବ୍ୟକୁ ମୁଁ ସମ୍ପୂର୍ଣ୍ଣ…

ବିଲ୍ଡିଂରେ ନିଆଁ ନେଲା ୨୭ ଜୀବନ

ଓସାକା,୧୭।୧୨: ପଶ୍ଚିମ ଜାପାନର ଓସାକାରେ ଶୁକ୍ରବାର ଏକ ବିଲ୍ଡିଂରେ ନିଆଁ ଲାଗି ୨୭ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ପୋଲିସ ତଦନ୍ତ ଚଳାଇଛି। ଓସାକାର ମୁଖ୍ୟ ବ୍ୟବସାୟ କେନ୍ଦ୍ର କିଟାଶିନ୍‌ଚିଠାରେ ଥିବା ଏକ ୮ ମହଲା କୋଠାର ଚତୁର୍ଥ ମହଲାରେ…

ହସିବା, ପିଇବା ଉପରେ ବ୍ୟାନ

ପିୟଙ୍ଗୟାଙ୍ଗ,୧୭।୧୨: ଉତ୍ତର କୋରିଆ ଭାବେ ଜଣାଯାଉଥିବା ଡେମୋକ୍ରାଟିକ୍‌ ପିପୁଲ୍ସ ରିପବ୍ଲିକ ଅଫ୍‌ କୋରିଆର ନାଗରିକଙ୍କ ହସିବା, ପିଇବା ଓ ଶପିଂ ଉପରେ ବ୍ୟାନ ଲଗାଯାଇଛି। ଶୁକ୍ରବାର ଠାରୁ ଆଗାମୀ ୧୧ ଦିନ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ପୂର୍ବତନ ରାଷ୍ଟ୍ର…

ଟିକା ନେବା ପରେ ଗଲା ୨ ଜୀବନ

କୁଳିଅଣା,୧୭ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅଧୀନ କେଶରପୁର ବିଦ୍ୟାଳୟ ଟିକାକରଣ କେନ୍ଦ୍ରରେ ଗୁରୁବାର ପ୍ରଥମ ଡୋଜ୍‌ କୋଭିସିଲ୍ଡ ଟିକା ନେବାର କିଛି ସମୟ ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବିପିନ ମହାନ୍ତ। ଟିକା ନେଇ ଘରକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri