Posted inଖେଳ

‘ୟେ ବନ୍ଧନ ତୋ ପ୍ୟାର୍‌ କା…’; ସିଏସ୍‌କେ-ଏମ୍‌ଆଇ ମ୍ୟାଚ୍‌କୁ ନେଇ…

ମୁମ୍ବାଇ,୨୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ର ୩୩ତମ ମୁକାବିଲା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଅଙ୍କ ତାଲିକାର ନିମ୍ନ ଭାଗରେ ଥିବାରୁ ଉଭୟ ଟିମ୍‌ ପାଇଁ ଏହା କର ଅବା ମର ସ୍ଥିତି ଭଳି। ତେବେ ଗୁରୁବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍‌କୁ ନେଇ ମଜାଳିଆ ଟୁଇଟ୍‌ କରି ଚର୍ଚ୍ଚାରେ ଓ୍ବାସିମ ଜାଫର। ସେ ବଲିଉଡ୍‌ ଚଳଚ୍ଚିତ୍ର ‘କରନ୍‌ ଅର୍ଜୁନ’ର ଗୀତ ‘ୟେ ବନ୍ଧନ ତୋ ପ୍ୟାର୍‌ କା ବନ୍ଧନ ହୈ’ଶେୟାର କରି କ୍ୟାପସନରେ ‘ଏମ୍‌ଆଇ, ସିଏସ୍‌କେ ଏବଂ ଷ୍ଟାର ସ୍ପୋଟ୍ସ ଆଜି ରାତିରେ ଏଭଳି ନଜର ଆସିବେ’ ବୋଲି ଲେଖିଛନ୍ତି।

ଟୁଇଟ୍‌:

କହିରଖୁଛୁ, ଆଇପିଏଲ୍‌ ଇତିହାସ ଦେଖିଲେ ମୁମ୍ବାଇ ଏବଂ ଚେନ୍ନାଇ ଟୁର୍ନାମେଣ୍ଟର ଦୁଇ ସଫଳ ଟିମ୍‌। ଉଭୟଙ୍କ ମଧ୍ୟରେ ଏଯାବତ ୩୨ ମୁକାବିଲା ଖେଳାଯାଇଛି। ସେଥିରୁ ଚେନ୍ନାଇକୁ ମୁମ୍ବାଇ ୧୯ଥର ପରାଜିତ କରିଛି। ସିଏସ୍‌କେ ୧୩ ମ୍ୟାଚ୍‌ ଜିତିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜ୍ୟ ସିନିୟର ମହିଳା ହକି ଚାମ୍ପିୟନଶିପ ଉଦ୍‌ଯାପିତ:ଖୋର୍ଦ୍ଧା-ପାନପୋଷ କ୍ରୀଡ଼ା ଛାତ୍ରାବାସ ଯୁଗ୍ମ ଚାମ୍ପିୟନ

ରାଉରକେଲା ଅଫିସ,୧୩।୮- ରାଉରକେଲା ପାନପୋଷ କ୍ରୀଡ଼ା ଛାତ୍ରାବାସ ଷ୍ଟାଡିୟମରେ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ସିନିୟର ମହିଳା ହକି ଚାମ୍ପିୟନଶିପ ସୋମବାର ଉଦ୍‌ଯାପିତ ହୋଇଛି।...

ଟି୨୦ କ୍ରିକେଟ: ଇଂଲଣ୍ଡକୁ ହରାଇଲା ପାକିସ୍ତାନ

ନଟିଂହାମ୍‌, ୧୮ା୭ (ଏପି)-ବାବର ଆଜାମ ଓ ମହମ୍ମଦ ରିଜଓ୍ବାନ ପ୍ରଥମ ଉଇକେଟରେ ୧୫ ଓଭରରେ ୧୫୦ ରନ ଯୋଗ କରିବାରୁ ସ୍ଥାନୀୟ ଟେଣ୍ଟବ୍ରିଜ୍‌ଠାରେ ଅନୁଷ୍ଠିତ ପ୍ରଥମ...

ଜୁଲାଇ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ସସ୍‌ପେଣ୍ଡ କଲା ବିଡବ୍ଲ୍ୟୁଏଫ୍‌

ନୂଆଦିଲ୍ଲୀ, ୭ା୪ (ପି.ଟି.)-କୋଭିଡ୍‌-୧୯ ମହାମାରୀ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ଆସନ୍ତା ମେ ମାସରୁ ଜୁଲାଇ ପର୍ଯ୍ୟନ୍ତ ଏହାର ସମସ୍ତ ଟୁର୍ନାମେଣ୍ଟକୁ ସସ୍‌ପେଣ୍ଡ କରିଛି।...

ସୁରକ୍ଷା ପ୍ରତିଶ୍ରୁତି ନ ମିଳିଲେ ଦେଶକୁ ଫେରିବେ ନାହିଁ ଚେସ୍‌ ରେଫରି

ଚେନ୍ନାଇ,୧୮।୧- ଚଳିତ ବିଶ୍ୱ ମହିଳା ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର ଚାଇନିଜ ଗ୍ରାଣ୍ଡମାଷ୍ଟର ଜୁ ଓ୍ବେନ୍‌ଜୁନ ଓ ରୁଷିଆର ଆଲେକସାଣ୍ଡ୍ରା ଗୋରିଚକିନାଙ୍କ ମଧ୍ୟରେ ଅନୁଷ୍ଠିତ ମୁକାବିଲା ପୂରା...

ଆଥିୟା ସେଟ୍ଟୀଙ୍କ ବୋଲ୍ଡ ଫଟୋରେ ଏମିତି କମେଣ୍ଟ ଦେଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟର କେଲ୍‌ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ସେଟ୍ଟୀଙ୍କ ମଧ୍ୟ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଚାଲିଛି। ଦୁହେଁ ଏନେଇ କୌଣସି ମନ୍ତବ୍ୟ...

୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବେ ଇଂଲଣ୍ଡ ଖେଳାଳି

କରାଚୀ,୧୬ା୯: ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଦଳ। ଜୋସ ବଟଲରଙ୍କ ନେତୃତ୍ୱାଧୀନ ଦଳ କରାଚୀ ବିମାନ...

ଶ୍ରୀଲଙ୍କା ବିପକ୍ଷ ସିିରିଜ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୨।୨: ଫେବୃୟାରୀ ୨୪ରୁ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୩ ଟି-୨୦ ଏବଂ ୨ ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ଭାରତୀୟ...

ସର୍ଫରାଜଙ୍କୁ କ୍ଷମା ପ୍ରାର୍ଥନା କଲେ ପ୍ରଶଂସକ

ଲଣ୍ଡନ,୨୪।୬: ପାକିସ୍ତାନ ଅଧିନାୟକ ସର୍ଫରାଜ ଅହମ୍ମଦଙ୍କ ଜୀବନ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ବଦଳି ଯାଇଛି। ଗତ ସପ୍ତାହରେ ଭାରତଠାରୁ ପରାସ୍ତ ହେବା ପରେ...

Advertisement
Archives

Model This Week