Home Left

ଅବୁ ସଲେମ ମାମଲା: କେନ୍ଦ୍ରର ଜବାବରେ ଅସନ୍ତୁଷ୍ଟ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧ ।୪: ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ଆବେଦନକୁ ନେଇ କେନ୍ଦ୍ର ଦେଇଥିବା ଉତ୍ତରରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ମେ’ ୫ରେ ମାମଲାର ଶୁଣାଣି ବିସ୍ତାର ଭାବେ ହେବ । ସଲେମଙ୍କୁ ୨ଟି ମାମଲାରେ ମିଳିଥିବା ଆଜୀବନ…

ଟାଇଗର୍‌ଙ୍କୁ ଫଲୋ କରୁଛନ୍ତି ଅମିତାଭ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ସବୁବେଳେ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଏଥର ଅମିତାଭ ବଚ୍ଚନ ଏମିତି କିଛି କରିବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦେଖି ତାଙ୍କ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଯାଛନ୍ତି। ୭୯ ବର୍ଷୀୟ ଅମିତାଭ ଏବେ ୩୨…

‘ମୋତେ ଦଳରୁ ବାହାର କରିଦିଅ’

ଲକ୍ଷ୍ନୌ,୨୧।୪: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ମୁଖ୍ୟ ଶିବପାଲ ସିଂ ଯାଦବଙ୍କ ମଧ୍ୟରେ ତିକ୍ତତା ଥମିବାର ନାଁ ନେଉନାହିଁ। ଗୁରୁବାର ଦାଦା ଶିବପାଲ ପୁତୁରା ଅଖିଳେଶଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତ, ଯଦି ସେ…

ହାଇକୋର୍ଟରେ ଶ୍ରୀମନ୍ଦିର ପ୍ରକଳ୍ପ ମାମଲା: ମେ’ ୧୬ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୨୧।୪: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ୧୦୦ ମିଟର ପରିଧି ମଧ୍ୟରେ ହେଉଥିବା ପ୍ରକଳ୍ପ ପାଇଁ ହୋଇଥିବା ମାମଲା ଆଧାରରେ ରାଜ୍ୟ ସରକାର ଓ ଏଏସ୍‌ଆଇକୁ ହାଇକୋର୍ଟ ଜବାବ ମାଗିଥିଲେ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ କ’ଣ ନିର୍ମାଣ ହେଉଛି? ନିର୍ମାଣ…

ପୁନମଙ୍କ ହୃଦୟ ଭାଙ୍ଗିଲା

ମୁମ୍ବାଇ: ଆଜିକାଲି କଙ୍ଗନା ରାଣାଓ୍ବତଙ୍କ ରିୟାଲିଟି ଶୋ’ ଲକ୍‌ ଅପ୍‌’ରେ ଅନେକ କିଛି ଦେଖିବାକୁ ମିଳୁଛି। ପ୍ରତିଯୋଗୀଙ୍କ ହାସ୍ୟରସ୍ୟ ଲୋକଙ୍କୁ ବେଶ୍‌ ମନୋରଞ୍ଜନର ଖୋରାକ ଯୋଗାଇବା ସହ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅନେକ ଝଗଡ଼ା ଦେଖିବାକୁ ମିଳିଛି। ଶେଷ ସପ୍ତାହରେ ଏକ ସ୍ଥାନ…

ଝଡବର୍ଷା ନେଇ ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଉତ୍ତରପୂର୍ବ ମଧ୍ୟବର୍ତ୍ତୀ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟର କିଛି ଜିଲାରେ ମଧ୍ୟମ ଧରଣର ଝଡବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୨ଟି…

ଭୁଶୁଡିଲା କୋଇଲା ଖଣି: ୧୨ ଶ୍ରମିକ ପୋତି ହୋଇଯାଇଥିବା ଆଶଙ୍କା

ରାଞ୍ଚି,୨୧।୪:ଝାଡ଼ଖଣ୍ଡର ଧାନବାଦର ଡୁମାରଜୋଡ ଅଞ୍ଚଳରେ ବେଆଇନ କୋଇଲା ଖନନ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରମିକମାନେ କାମ କରୁଥିବା ସମୟରେ ହଠାତ୍‌ କୋଇଲା ଖସି ଭୁଶୁଡି ପଡିବାରୁ ୧୨ରୁ ଅଧିକ ଶ୍ରମିକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ସୂଚନା ଅନୁଯାୟୀ,…

ସିଦ୍ଧାନ୍ତଙ୍କୁ ଡେଟ୍‌ କରୁଛନ୍ତି ବିଗ୍‌ ବି’ଙ୍କ ନାତୁଣୀ!

ବଲିଉଡର ମେଗାଷ୍ଟାର ତଥା ବିଗ୍‌ ବି’ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲୀ ନନ୍ଦା ଏବେ ଚର୍ଚ୍ଚାରେ। ବଲିଉଡ ଇଣ୍ଡଷ୍ଟ୍ରିରେ ନ ଥିଲେ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିକଟରେ ନବ୍ୟା ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ…

ଫେରିବେ ମନ୍ଦାକିନି

ମୁମ୍ବାଇ: ୧୯୮୫ରେ ଆସିଥିବା ବଲିଉଡ ମୁଭି ‘ରାମ ତୈରି ଗଙ୍ଗା ମୈଲି’ରେ ସମସ୍ତଙ୍କ ଦିଲକ ଧଡ଼କନକୁ ଆହୁରି ବଢାଇ ଦେଇଥିବା ନାୟିକା ମନ୍ଦାକିନି ବେଶ କିଛି ବର୍ଷ ହେବ ବଡ ପରଦାରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ଫେରୁଛନ୍ତି ବୋଲି…

‘ମୁଁ ଭଗବାନଙ୍କ ପ୍ରିୟ ସନ୍ତାନ’

ମୁମ୍ବାଇ: ଗାୟିକା ନେହା କକ୍କରଙ୍କ ଖୁସି ଏବେ କହିଲେ ନ ସରେ। ଖୁସିର କାରଣ ହେଲା ନେହାଙ୍କର ଫଲୋଅର୍ସଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଛି। ସୋସିଆଲ ମିଡିଆରେ ତାଙ୍କର ୭ କୋଟି ଫଲୋଅର୍ସ ହୋଇସାରିଲେଣି। ଇନ୍‌ଷ୍ଟାଗ୍ରାମରେ ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ସେ…

ଜଳ ଛତ୍ରରେ ଦୁର୍ବୃତ୍ତ ମିସାଇଲେ ବିଷ: ପାଣି ପିଇ ୩ ଗୁରୁତର

ମାଲକାନଗିରି,୨୧।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଏମ୍ପିଭି ୪୯ ଗ୍ରାମରେ ଜଳ ଛତ୍ରରେ ଗୁରୁବାର ଦୁର୍ବୃତ୍ତ ବିଷ ମିସାଇଦେଇଛନ୍ତି । ବିଷ ପାଣି ପିଇ ୩ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, ମାଲକାନଗିରି ଜିଲା ଅନ୍ତର୍ଗତ ଏମ୍ପିଭି ୪୯ ଗ୍ରାମରେ ପ୍ରଚଣ୍ଡ ଖରାକୁ ଦୃଷ୍ଟିରେ ରଖି…

ମସଜିଦ୍‌ରେ ବିସ୍ଫୋରଣ: ୧୮ ମୃତ

କାବୁଲ,୨୧।୪: ଆଫଗାନିସ୍ତାନର ଏକ ମସଜିଦ୍‌ରେ ଗୁରୁବାର ଏକ ବଡ଼ ବିସ୍ଫୋରଣ ହୋଇଛି। ମଜାର-ଇ-ସରିଫ ମସଜିଦରେ ୪ଟି ବିସ୍ଫୋରଣ ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ କାବୁଲ, ନଙ୍ଗରହାର ଏବଂ କୁନ୍ଦୁଜରେ ମଧ୍ୟ ବିସ୍ଫୋରଣ ଘଟିଛି। ଏଥିରେ ଅନେକ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?