ଫେରିବେ ମନ୍ଦାକିନି

ମୁମ୍ବାଇ: ୧୯୮୫ରେ ଆସିଥିବା ବଲିଉଡ ମୁଭି ‘ରାମ ତୈରି ଗଙ୍ଗା ମୈଲି’ରେ ସମସ୍ତଙ୍କ ଦିଲକ ଧଡ଼କନକୁ ଆହୁରି ବଢାଇ ଦେଇଥିବା ନାୟିକା ମନ୍ଦାକିନି ବେଶ କିଛି ବର୍ଷ ହେବ ବଡ ପରଦାରୁ ଦୂରେଇ ରହିବା ପରେ ଏବେ ପୁଣିଥରେ ଫେରୁଛନ୍ତି ବୋଲି ଶୁଣିବାକୁ ମିଳୁଛି । ଗୋବିନ୍ଦା ଆଦତ୍ୟ, ପାଞ୍ଚୋଲ ଓ ମିଲାନ କୋଠାରୀଙ୍କ ସହ ଗୋଟିଏ ମୁଭିରେ ଶେଷଥର ପାଇଁ ନଜର ଆସିଥିଲେ ମନ୍ଦାକିନି । ଏହା ପରେ ପରେ ସେ ବଡ ପରଦାରୁ କୁଆଡେ ଉଭାନ୍ ହୋଇଯାଇଥିଲେ । ଏବେ ପୁଣିଥରେ ଦୀର୍ଘ ପ୍ରାୟ ୨୬ ବର୍ଷ ପରେ ସେ ନଜର ଆସିବେ ବୋଲି ଶୁଣିବାକୁ ମିଳିଛି । ସେ ତାଙ୍କ ଝିଅ ରାବିଲ ଠାକୁରଙ୍କ ଭିଡିଓରେ ମାଆ ଭୂମିକାରେ ନଜର ଆସିବେ । ଗୀତର ନାଁ ରହିଛି ’ମା ଓ ମାଆ’ । ଏହାକୁ ସାଜନ ଅଗ୍ରୱାଲ ଲେଖିଛନ୍ତି ଓ ନିର୍ଦ୍ଦେଶନା ବି ଦେଇଛନ୍ତି । ଗୀତକୁ ନେଇ ମନ୍ଦାକିନି କହିଛନ୍ତି ଏହା ବହୁତ ସୁନ୍ଦର ଗୀତ । ଏହି ଗୀତ ସମ୍ପର୍କରେ ଶୁଣିବା ପରେ ସେ ସଙ୍ଗେ ସଙ୍ଗେ ହଁ ମାରି ଦେଇଥିଲେ । ସବୁଠାରୁ ବଡ କଥା ହେଲା ଏଥିରେ ମନ୍ଦାକିନିଙ୍କ ପୁଅ ମୁଖ୍ୟ ଚରିତ୍ରରେ ଅଛନ୍ତି । ଚଳିତ ମାସ ଶେଷ ଆଡକୁ ଏହାର ଶୁଟିଂ ଆରମ୍ଭ କରାଯିବ । ନିର୍ଦ୍ଦେଶକ କହିଛନ୍ତି ଏହି ଗୀତରେ ନିର୍ଦ୍ଦେଶନା ଦେବା ମୋ ପାଇଁ ସ୍ୱପ୍ନଠାରୁ କିଛି କମ୍ ନୁହେଁ । ନିର୍ଦ୍ଦେଶକ କହିଛନ୍ତି ମନ୍ଦାକିନି ତାଙ୍କ ହୋମ ଟାଉନରେ ରହୁଛନ୍ତି । ଏହାସହ ମନ୍ଦାକିନିଙ୍କ ପୁଅ ଏଥିରେ ଡେବ୍ୟୁ କରୁଥିବା ସେ ଖୁବ୍ ଖୁସି ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ ଆଗକୁ ଏକ ସର୍ଟ ଫିଲ୍ମ କରିବାର ଯୋଜନା ରଖିଥିବା ବେଳେ ଏଥିରେ ସେ ମନ୍ଦାକିନିଙ୍କୁ କାଷ୍ଟ କରିବେ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ‘ମେଜର’ର ରିଲିଜ୍‌ ତାରିଖ ଘୋଷଣା

ମୁମ୍ବାଇ: ଫିଲ୍ମ ମେଜର ମେ ୨୭ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବା ନେଇ ଘୋଷଣା ହୋଇଛି। ଆସନ୍ତା ଫେବୃଆରୀ ୧୧ରେ ଏହି ଫିଲ୍ମଟି ବଡ ପରଦାରେ ଆସିବାର...

ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଲେ କରୀନା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବୁଧବାର ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଇଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି। କରୀନା ସ୍ବାମୀ ସୈଫ୍‌ ଏବଂ ପୁଅ...

ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ...

ଦୃଶ୍ୟମର ନିର୍ଦ୍ଦେଶକଙ୍କ ନିଧନ ମିଥ୍ୟା: ମିଲାପ ଜାଭେରି

ହାଇଦ୍ରାବାଦ,୧୭।୮: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ କଳା ବର୍ଷ ରୂପେ ପରିଲକ୍ଷିତ ହେବାରେ ଲାଗିଛି। ଗତ କିଛି ମାସ ହେଲା ବଲିଉଡ୍‌ର କେତେକ ଜଣାଶୁଣା...

ଝିଅର ଝଲକ ଦେଖାଇଲେ ବିପାଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂ ଗ୍ରୋଭର ଏକ କ୍ୟୁଟ କନ୍ୟା ସନ୍ତାନର ମମି-ପାପା ହୋଇ ସାରିଛନ୍ତି । ସମୟ...

ନୋରାଙ୍କୁ ଡେଟ୍‌ କରୁଛନ୍ତି ଆର୍ଯ୍ୟନ୍‌ ଖାନ୍‌!

ମୁମ୍ବାଇ: ବଲିଉଡ୍‌ରେ ବେଶ୍‌ କିଛିଦିନ ହେବ ବ୍ରେକ୍‌ଅପ-ପ୍ୟାଚ୍‌ଅପ୍‌କୁ ନେଇ ଖବର ଶୁଣିବାକୁ ମିଳୁଛି। ସେଲିବ୍ରିଟିମାନଙ୍କୁ ଏକାଠି ଦେଖିବା ପରେ ସେମାନଙ୍କ ସମ୍ପକକୁ ନେଇ ପ୍ରାୟତଃ ଗୁଜବ...

ଏକାଠି ହେଲେ କଟ୍ରିନା-ଆଲିଆ; ଟ୍ରୋଲ ହେଉଛନ୍ତି ପ୍ରେମିକ ରଣବିର କପୁର

ବମ୍ବେ: ଗୋଟିଏ ଫିଲ୍ମରେ ତିନି ନାୟିକା। ଚୁଲବୁଲି ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଜି ଲେ ଜରା’ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ...

ଶୁଟିଂ ସେଟ୍‌ରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର...

Advertisement
Archives

Model This Week