Home Left

ଦୁଇ ଯୁବକଙ୍କୁ ନିର୍ଧୂମ୍‌ ଛେଚିଲେ

ସଜନାଗଡ଼,୧୯।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳରେ ଦୁଇ ବ୍ୟାଟେରି ଚୋରଙ୍କୁ ଧରି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ, ରବିବାର ଭୋରରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ ଆସିଥିଲେ।…

ଜୀବନରେ ସ୍ତ୍ରୀ ଏବଂ ପ୍ରେମିକା ଚାପ ଦିଅନ୍ତି: ଗାଙ୍ଗୁଲି

ନୂଆଦିଲ୍ଲୀ,୧୯।୧୨: ବିରାଟ କୋହଲିଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଭାରତ ଦିନିକିଆ ଦଳର ଅଧିନାୟକ କରାଯିବା ପରଠାରୁ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲିଙ୍କୁ ନେଇ ଚର୍ଚ୍ଚା ଲାଗି ରହିଛି। ଏପର୍ଯ୍ୟନ୍ତ ବିବାଦ ସୃଷ୍ଟି କରିବା ଭଳି ସେଭଳି କିଛି କହି ନ ଥିଲେ…

୬-୦ରେ ଜିତିଲା ଭାରତ

ଢାକା,୧୯।୧୨: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଅପରାଜେୟ ଧାରା ଜାରି ରଖିଛି। ରବିବାର ଖେଳାଯାଇଥିବା ରାଉଣ୍ଡ ରବିନ ମ୍ୟାଚ୍‌ରେ ପ୍ରତିପକ୍ଷ ଜାପାନକୁ ୬-୦ ଗୋଲରେ ହରାଇ ଦେଇଛି ଟିମ୍‌ ଇଣ୍ଡିଆ। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା…

ବକ୍ସ ଅଫିସରେ ଧମାଲ କରୁଛି ‘ପୁଷ୍ପା’

ମୁମ୍ବାଇ,୧୯।୧୨: ବକ୍ସ ଅଫିସରେ ଧମାଲ ମଚାଉଛି ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’। ଶୁକ୍ରବାର ୫ଟି ଭାଷାରେ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା: ଦ ରାଇଜ’ ୨ଦିନ ମଧ୍ୟରେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଟ୍ରେଡ ଆନାଲିଷ୍ଟ ରମେଶ…

ଖୁବ୍‌ ଶୀଘ୍ର ପଞ୍ଚାୟତ ନିର୍ବାଚନ ପାଇଁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ଅବାଧ ଓ ନିରପେକ୍ଷ ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଭାରତୀୟ ସମ୍ବିଧାନର ୨୪୩-କେ ନିର୍ବାଚନ ଆଚରଣ ବିଧି ପ୍ରସ୍ତୁତ କରାଯାଉଛି। ଏହା ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ନିର୍ବାଚନର ଫଳାଫଳ ଘୋଷଣା ହେବା ଯାଏ…

ରୁଟ୍‌ଙ୍କ ଉଇକେଟ ଇଂଲଣ୍ଡକୁ ପରାଜୟ ଦ୍ୱାରକୁ ଠେଲି ଦେଲା

ଆଡିଲେଡ୍‌,୧୯।୧୨: ଆଶେସ ସିରିଜ୍‌ର ଦ୍ୱିତୀୟ ତଥା ଦିବା-ରାତ୍ର ଟଷ୍ଟରେ ୪ର୍ଥ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ବିଜୟ ନିଶ୍ଚିତ କରିଛି। ଅନ୍ତିମ ଦିନ ମ୍ୟାଚ୍‌ ଜିତିବା ପାଇଁ ଘରୋଇ ବୋଲରଙ୍କୁ ଇଂଲଣ୍ଡର ୬ ଉଇକେଟ ଦରକାର। ବର୍ତ୍ତମାନ ୪୬୯ ରନ୍‌ର ବିଶାଳ…

ରାଜ୍ୟର ୪ ଜିଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ସେବାର ଶୁଭାରମ୍ଭ କରିବେ । ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଆରମ୍ଭ ହେବ ।…

‘ଯୋଗୀଙ୍କ ଆଉଟ ସୁଇଙ୍ଗ୍‌ରେ କଂଗ୍ରେସ ହେବ ଆଉଟ’

ଝାନ୍‌ସୀ,୧୯।୧୨: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ଭାରତୀୟ ଜନତା ପାର୍ଟିର ଜନ ବିଶ୍ୱ ଯାତ୍ରା ଆରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ ହୋଇଥିବା ସାଧାରଣ ସଭାରେ ରାଜନାଥ ସିଂ କହିଛନ୍ତି,ଭାରତୀୟ ଜନତା ପାର୍ଟି ଲୋକଙ୍କ ଆଖିରେ ଧୂଳି ପକାଇ ନୁହେଁ…

ଜଗା ଦର୍ଶନରେ ବାହାରିଥିଲେ, ରାସ୍ତାରେ ଘଟିଲା ଦୁର୍ଘଟଣା

ପାଟଣା,୧୯।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଦେଇ ଯାଇଥିବା ୨୨୦ ନଂ. ଜାତୀୟ ରାଜପଥର ଖୁଞ୍ଚିବେଡା ନିକଟରେ ରବିବାର ସକାଳୁ ଭାରସାମ୍ୟ ହରାଇ ଏକ ସ୍କର୍ପିଓ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସ୍କର୍ପିଓଟି ଜାମ୍‌ସବେଦପୁରର ଭୁଆଁଡି ଗାଁରୁ ପୁରୀ ଅଭିମୁଖେ ଜଗନ୍ନାଥ ଦର୍ଶନ ପାଇଁ…

ରାଜ୍ୟ ସଭାପତିଙ୍କ ଗସ୍ତ ପୂର୍ବରୁ ଭାଜପାକୁ ଶକ୍ତ ଧକ୍କା

ଭଞ୍ଜନଗର,୧୯।୧୨(ଡି.ଏନ.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭଞ୍ଜନଗର ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, କଂଗ୍ରେସ ଓ ଭାଜପା ଦଳକୁ ଅଧିକ ସୁଦୃଢ଼ କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏପରିକି ନେତାମାନେ ଦଳବଦଳ ଆରମ୍ଭ କରିଦେଇଛନ୍ତି ।…

ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ନ ଦେଇ ରାକ୍ଷୀଙ୍କୁ ବିବାହ କରିଛନ୍ତି ରିତେଶ, ପୁଣି ଚର୍ଚ୍ଚାରେ…

ବମ୍ବେ: ପୁଣି ଚର୍ଚ୍ଚାରେ ରାକ୍ଷୀ ସାଓ୍ବନ୍ତ। ବିଗ୍‌ ବସ୍‌ ୧୫ ଘରେ ସ୍ବାମୀ ରିତେଶ ସିଂହଙ୍କ ସହ ଏଣ୍ଟ୍ରି ନେଇଥିଲେ ସେ। ସେବେଯାଏ ସେ ସମସ୍ତଙ୍କଠାରୁ ରିତେଶଙ୍କ ପରିଚୟ ଲୁଚାଇ ରଖିଥିଲେ। ଏବେ କିନ୍ତୁ ରିତେଶଙ୍କ ସହ ତାଙ୍କର ସମ୍ପର୍କ ସତ…

ପାରିକରଙ୍କୁ ମନେ ପକାଇଲେ ମୋଦି

ପାଣାଜୀ,୧୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଗୋଆରେ ପହଞ୍ଚିଛନ୍ତି। ଗୋଆ ମୁକ୍ତି ଦିବସ ଅବସରରେ ସେ ନବୀକରଣ ହୋଇଥିବା ଫୋର୍ଟ ଆଗୁଆଡା ଜେଲ ସଂଗ୍ରହାଳୟ, ଗୋଆ ମେଡିକାଲ କଲେଜରେ ସୁପର ସ୍ପେସିଆଲିଟି ବ୍ଲକ, ନ୍ୟୁ ସାଉଥ୍‌ ଗୋଆ ଜିଲା ହସ୍ପିଟାଲ, ମୋପା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri