Posted inଜାତୀୟ

ସଚିନ ପାଇଲଟଙ୍କୁ ମିଳିପାରେ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୪: ୨୦୨୩ରେ ରାଜସ୍ଥାନ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ କଂଗ୍ରେସ ନେତା ସଚିନ ପାଇଲଟ ଗୁରୁବାର ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ବିଭିନ୍ନ ରାଜ୍ୟରେ କଂଗ୍ରେସ ପରାଜିତ ହେଉଥିବାରୁ ଏହି ଧାରାକୁ ଭାଙ୍ଗି କିପରି ରାଜସ୍ଥାନରେ ପୁନର୍ବାର ଦଳ କ୍ଷମତାକୁ ଆସିବ ସେ ନେଇ ଆଲୋଚନା ହୋଇଥିବା ସଚିନ କହିଛନ୍ତି।

ଦଳରେ ସଚିନଙ୍କ ଭବିଷ୍ୟତ ଭୂମିକା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ପୂର୍ବରୁ ସେ ରାଜସ୍ଥାନ କଂଗ୍ରେସ ସଭାପତି ଏବଂ ଉପମୁଖ୍ୟମନ୍ତ୍ରୀ ଥିଲେ। ୨୦୨୦ରେ ଦଳରେ ବିଦ୍ରୋହ ପାଇଁ ତାଙ୍କୁ ଉଭୟ ପଦବୀ ହରାଇବାକୁ ପଡ଼ିଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ପଦ ବଦଳରେ ଜାତୀୟ ସ୍ତରରେ କୌଣସି ଦାୟିତ୍ୱ ଦିଆଗଲେ ଗ୍ରହଣ କରିବେ କି ବୋଲି ପ୍ରଶ୍ନରେ ସେ କହିଛନ୍ତି, ନିଜ ରାଜ୍ୟକୁ ସେ ନିଶ୍ଚୟ ଗୁରୁତ୍ୱ ଦେବେ। ତେବେ ଯେକୌଣସି ଦାୟିତ୍ୱ ଦିଆଗଲେ ସେ ତାହା ତୁଲାଇବେ ବୋଲି ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତା ନାବାଳିକାଙ୍କୁ ହରିୟାଣାରେ ବିକ୍ରି ପରେ ବଳାତ୍କାର: ୭ ଗିରଫ

କୋର୍ବା(ଛତିଶଗଡ଼),୨୨।୧୨: ଛତିଶଗଡ଼ରୁ ଜଣେ ନାବାଳିକାଙ୍କୁ ଅପହରଣ କରି ହରିୟାଣାର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରାଯାଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି।...

କୋର୍ଟରେ ପରିବେଶ ସହ ଜଡିତ ୧.୩୬ ଲକ୍ଷ ବିଚାରାଧୀନ ମାମଲା,ଅପରାଧ ବୃଦ୍ଧି ହାର ୪ ପ୍ରତିଶତ…

ନୂଆଦିଲ୍ଲୀ,୨୬।୩ : ଦେଶର ସମସ୍ତ ଅଦାଲତରେ ଶୁଣାଣି ପାଇଁ ୧.୩୬ ଲକ୍ଷ ପରିବେଶ ଅପରାଧ ମାମଲା ରହିଛି। କୋର୍ଟ ଦୈନିକ ୧୩୦ ଟି ମାମଲା ଶୁଣାଣି...

ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି ବିଲେଇ: ଲୋକେ ଆତଙ୍କିତ

ଜବଲପୁର,୨୧।୧୧: ମଧ୍ୟପ୍ରଦେଶ ଜବଲପୁରର ସମ୍ଭାଗସ୍ଥିତ ଲେଡ଼ି ଏଲଗିନ୍‌ ହସ୍ପିଟାଲରେ ଏବେ ଆତଙ୍କ ଦେଖାଦେଇଛି। ଏଠାରେ ଗୋଟିଏ ବିଲେଇ ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି। ଗତ...

କଙ୍ଗନାଙ୍କୁ ଧମକ: ଅଗଷ୍ଟ ୫ ରେ କୋର୍ଟରେ ହାଜର ହେବେ ଜାଭେଦ ଅଖତର…

ମୁମ୍ବାଇ,୨୭।୭ : ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଧମକ ଦେଇ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା ରୁଜୁ କରିବାର ଯଥେଷ୍ଟ କାରଣ ରହିଛି ବୋଲି ମୁମ୍ବାଇର...

୫୮ ଆସନ ପାଇଁ ମତଦାନ ଆରମ୍ଭ…

ଲକ୍ଷ୍ନୌ ୧୦।୨ : ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ମତଦାନ ଆରମ୍ଭ ହୋଇଛି। ରାଜ୍ୟର ୧୧ଟି ଜିଲାର ୫୮ଟି ବିଧାନପସଭା ଆସନରେ...

ମମତାଙ୍କ ଚିଠିର ଉତ୍ତର ଦେଲେ ସୀତାରମନ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅକ୍ସିଜେନ ଏବଂ କୋଭିଡ୍‌ ଔଷଧ ଉପରୁ ଜିଏସ୍‌ଟି ଛାଡ଼ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ। ଅର୍ଥମନ୍ତ୍ରୀ ନିର୍ମଳା...

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ,୧୬।୧୦: ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଆଭିଏସନ ଟର୍ବାଇନ ଇନ୍ଧନ ଏବଂ ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଅତିରିକ୍ତ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି...

ଶାହାଙ୍କ ସହ କଥା ହେଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୫ା୨(ବ୍ୟୁରୋ): ୟୁକ୍ରେନରେ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର  ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।...

Advertisement
Archives

Model This Week