Home Left

ସଲମାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କ୍ୟାଟ୍ରିନା କହିଲେ…

ଦବଙ୍ଗ ଷ୍ଟାର୍‌ ସଲମାନ ଖାନ ଆଜି ୫୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପ୍ରଶଂସକଙ୍କ ସହ ସେଲିବ୍ରିଟିମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ପ୍ରଶଂସକମାନେ ତାଙ୍କ ପୂର୍ବତନ ପ୍ରେମିକା ତଥା ନିକଟରେ ବିବାହ ବନ୍ଧନରେ ଆବଦ୍ଧ…

ଏବେ ରାଜ୍ୟରେ ନାଇଟ୍‌ କର୍ଫ୍ୟୁର ଆବଶ୍ୟକତା ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ନାଇଟ୍‌ କର୍ଫ୍ୟୁକୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ମତ ରଖିଛନ୍ତି। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଏବେ ଓଡ଼ିଶାର ସ୍ଥିତି ଭଲ ଅଛି । ତେଣୁ ନାଇଟ୍‌ କର୍ଫ୍ୟୁ କି ଲକଡାଉନର ଆବଶ୍ୟକତା ନାହିଁ ବୋଲି ସେ…

ଶ୍ରୀଶ୍ରୀ ବାବାଇଦା ହେଲେ ସତ୍‌ସଙ୍ଗର ଆଚାର୍ଯ୍ୟଦେବ

ଦେଓଘର/ଭୁବନେଶ୍ୱର,୨୭ା୧୨: ଆଚାର୍ଯ୍ୟଦେବ ପରମ ପୂଜ୍ୟପାଦ ଶ୍ରୀଶ୍ରୀଦାଦାଙ୍କ ମହାପ୍ରୟାଣ ପରେ ‘ସତ୍‌ସଙ୍ଗ’ର ନୂତନ ଆଚାର୍ଯ୍ୟଦେବ ଭାବେ ସ୍ଥଳାଭିଷିକ୍ତ ହୋଇଛନ୍ତି ଶ୍ରୀଶ୍ରୀ ବାବାଇଦା (ଶ୍ରୀ ଅର୍କଦ୍ୟୁତି ଚକ୍ରବର୍ତ୍ତୀ)। ରବିବାର ଶ୍ରୀଶ୍ରୀ ଦାଦାଙ୍କ ଏକାଦଶ ଦିବସରେ ‘ସତ୍‌ସଙ୍ଗ’ର ସଭାପତି ଡ. ଅଲୋକ ଚକ୍ରବର୍ତ୍ତୀ (ପୂଜ୍ୟପାଦ ମେଜଦା)ଙ୍କ…

ଘରୁ ଯାଇ ଆଉ ଫେରିଲେନି ଯୁବକ, ସକାଳୁ ବାଇକ୍‌ ନିକଟରେ ପଡ଼ିଥିଲା ମୃତଦେହ

ବାଲେଶ୍ୱର ଅଫିସ,୨୭।୧୨: ବାଲେଶ୍ବର ଜିଲା କମର୍ଦ୍ଦା ଥାନା ହଳଦୀ ମାଳ ଗ୍ରାମରେ ଥିବା ରାସ୍ତା କଡ଼ରୁ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ସେ ହେଲେ ଉକ୍ତ ଗ୍ରାମର…

୭ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ଏମ୍‌ପିଙ୍କ ପରଲୋକ

ନୂଆଦିଲ୍ଲୀ,୨୭।୧୨: ଜନତା ଦଳ ୟୁନାଇଟେଡ ରାଜ୍ୟସଭା ଏମ୍‌ପି ତଥା ଶିଳ୍ପପତି ମହେନ୍ଦ୍ର ପ୍ରସାଦଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ଅସୁସ୍ଥତା କାରଣରୁ ତାଙ୍କର ଦେହାନ୍ତ ହୋଇଛି । ମହେନ୍ଦ୍ର ପ୍ରସାଦ…

ରହସ୍ୟମୟ ମନ୍ଦିର, ସନ୍ଧ୍ୟା ହେବା ମାତ୍ରେ ଆପଣାଛାଏଁ ପଡ଼େ କବାଟ

ଭାରତକୁ ସାଧୁ ସନ୍ଥଙ୍କ ଦେଶ ବୋଲି କୁହାଯାଏ। ଏହା ସହିତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ଉଠାଇବାରେ କେହି ସକ୍ଷମ ହୋଇନାହାନ୍ତି। ଆଜି ସେମିତି ଏକ ରହସ୍ୟମୟ ସ୍ଥାନ ବିଷୟରେ କହିବୁ…

ଶୁଟିଂ ବେଳେ ଗାୟିକାଙ୍କୁ କାମୁଡିଲା ସାପ: ଦେଖନ୍ତୁ ଭୟଙ୍କର ଭିଡିଓ

ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କ ପରେ ଏବେ ହଲିଉଡ ସିଙ୍ଗର ମେଟା ମଧ୍ୟ ସର୍ପାଘାତର ଶିକାର ହୋଇଛନ୍ତି। ନିକଟରେ ସେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ ତାଙ୍କୁ ସାପ କାମୁଡୁଥିବାର ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଛି।…

ମରି ପଡ଼ିଥିଲେ ମହିଳା, କୁନିଝିଅ କହିବା ପରେ ଜଣାପଡ଼ିଲା ପୂରା ଘଟଣା

ବଲାଙ୍ଗୀର ଅଫିସ,୨୭ା୧୨: ବଲାଙ୍ଗୀର ସହର ସାଗରପଡ଼ାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସାଗରପଡ଼ା ଶିବ ମନ୍ଦିର ନିକଟ ଘର ଭିତରୁ ଜଣେ ବିଧବା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ହେଲେ କୁନି ନାଏକ।…

ଭାଜପା, କଂଗ୍ରେସକୁ ପଛରେ ପକାଇଲା ଏଏପି

ଚଣ୍ଡିଗଡ,୨୭।୧୨: ଚଣ୍ଡିଗଡ଼ ମ୍ୟୁନିସିପାଲିଟି କର୍ପୋରେସନ ନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ମ୍ୟୁନିସିପାଲିଟି ନିର୍ବାଚନ ଫଳାଫଳ ପ୍ରଭାବ ରହିବ ବୋଲି କୁହାଯାଉଛି। ୨୪ ଡିସେମ୍ବରରେ ମ୍ୟୁନିସିପାଲିଟି କର୍ପୋରେସନର ୩୫ଟି ସିଟ ପାଇଁ ଭୋଟ ଗ୍ରହଣ…

ମନ୍ତ୍ରୀଙ୍କ ଚେତାବନୀ ପରେ ବଦଳିବ ‘ମଧୁବନ’ ଗୀତ

ଭୋପାଲ,୨୭।୧୨: ବଲିଉଡ୍‌ ଅଭନେତ୍ରୀ ସନ୍ନି ଲିଓନଙ୍କ ଗୀତ ‘ମଧୁବନ’ ବିବାଦ ଘେରକୁ ଆସିବା ପରେ ଏହାକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଗୀତର ମ୍ୟୁଜିକ ଭିଡିଓ ବଦଳାଇବେ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି । ଏହି ଗୀତକୁ ନେଇ…

ଆଜି ସୁମିତ-ତପସ୍ବିନୀଙ୍କୁ ରାୟ ଶୁଣାଇବେ କୋର୍ଟ

ବ୍ରହ୍ମପୁର ଅଫିସ,୨୭ା୧୨: ବ୍ରହ୍ମପୁର ବ୍ରହ୍ମାନଗରର ବହୁ ଚର୍ଚ୍ଚିତ ତପସ୍ବିନୀ ଏବଂ ସୁମିତଙ୍କ ପାରିବାରିକ ବିବାଦ ମାମଲାର ସୋମବାର ରାୟ ଶୁଣାଇବେ କୋର୍ଟ । ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ସାମାଧାନର ବାଟ ବାହାରି ପାରୁନାହିଁ। ତେବେ ଆଜିର କୋର୍ଟ…

ଟୁରିଷ୍ଟ ବସ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୫ ଜୀବନ

ଅମ୍ବାଲା,୨୭।୧୨: ହରିୟାଣାର ଅମ୍ବାଲା-ଦିଲ୍ଲୀ ରାଜପଥରେ ଥିବା ହେଲିଙ୍ଗ ଟଚ ହସ୍ପିଟାଲ ନିକଟରେ ସୋମବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ସକାଳ ପ୍ରାୟ ୩ ଟା ବେଳେ କାଟ୍ରା ଠାରୁ ଦିଲ୍ଲୀ ଯାଉଥିବା ତିନୋଟି ଟୁରିଷ୍ଟ ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri