ଲଜ୍ଜାଜନକ ରେକର୍ଡ ହାସଲ କଲା ଇଂଲଣ୍ଡ: ୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି
ମେଲବୋର୍ନ,୨୮।୧୨: ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନ୍ରେ ପରାସ୍ତ କରିଛି । ଜୋ ରୁଟଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟ ଭୋଗିଛି।…
ପଇସାବାଲା ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେବ ଦଳ
ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବାସୀଙ୍କ ମତକୁ ନିଜ ସପକ୍ଷରେ ନେବା ସକାଶେ ବିଜେଡି ଓ ଭାଜପା ସବୁ ପ୍ରକାର ଉଦ୍ୟମ ଆରମ୍ଭ କରିଦେଲେଣି। ଏହି କ୍ରମରେ ଭାଜପାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦଳର ରାଜ୍ୟ କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ…
ହୃଦୟ ଜିତିଲେ ରାସ୍ତା କଡ଼ରେ ବସି ପିଜ୍ଜା ଖାଉଥିବା ଗରିବ ବ୍ୟକ୍ତି
ଦୁନିଆରେ ଏମିତି ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପାଖରେ ଟଙ୍କା, ପୋଷାକ କିମ୍ବା ଘର ନ ଥାଏ ସତ, କିନ୍ତୁ ବଡ଼ ହୃଦୟ ଥାଏ। ଆଜିର ସମୟରେ ଆମେ ସବୁକିଛିର ଉଦାହରଣ ସୋସିଆଲ ମିଡିଆ ମାଧ୍ୟମରେ ଦେଖିବାକୁ ପାଇଥାଉ। ନିକଟରେ ସେମିତି…
୧୦ରୁ କଟକରେ ବୁଷ୍ଟର ଡୋଜ
କଟକ ଅଫିସ,୨୮।୧୨: ଜାନୁୟାରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଦିଆଯିବ। ଏ ନେଇ ସିଏମ୍ସି ଡେପୁଟି କମିଶନର ଅବିନାଶ ରାଉତ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟ କର୍ମୀ, ୬୦ ବର୍ଷରୁ ଉର୍ଦ୍ଧ୍ୱ ବହୁବିଧ ରୋଗରେ ପୀଡିତଙ୍କୁ ଏହି ଟିକା ମିଳିବ। ତେବେ କେଉଁ…
ମଣିଷ ପରି ଛୁଆ ଜନ୍ମ ଦେଲା ଛେଳି: ଦେଖିବାକୁ ଲୋକଙ୍କ ଭିଡ
ଗୁଆହାଟୀ,୨୮।୧୨:ଏକ ପଶୁ ମଣିଷ ଛୁଆ ଜନ୍ମ ଦେବା ନିହାତି ଏକ ଆଶ୍ଚର୍ଯ୍ୟଜନକ ଖବର। ଆସାମ ରାଜ୍ୟର କଚାର ଜିଲାରେ ମଣିଷ ପରି ଏକ ସନ୍ତାନ ଜନ୍ମ ଦେଇଛି ଛେଳି। ଏହି ଛୁଆକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଭିଡ ଜମିଛି। କୁହାଯାଇଛି…
ଆଜି ଭିଜିବ ୧୦ ଜିଲା
ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୦ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ବୁଧବାର ମଧ୍ୟ କିଛି ଜିଲାରେ ବର୍ଷା ହେବା ସହ ୩୦…
୧୦ ଦିନ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡା ଅଫିସ,୨୮।୧୨: ଜାନୁୟାରୀ ୨ ରୁ ୧୧ ପର୍ଯ୍ୟନ୍ତ ଜାତୀୟ ଉଦ୍ୟାନ ବନ୍ଦ ରହିବ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଭିତରକନିକାରେ କୁମ୍ଭୀର ଗଣନା କରାଯିବ। ଏ ନେଇ ୧୦ ଦିନ ଭିତରକନିକାକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯିବ…
ଅନ୍ଲାଇନ୍ରେ ଅର୍ଡର କରିଥିଲେ ଲକ୍ଷେ ଟଙ୍କିଆ ଆଇଫୋନ୍: ପାର୍ସଲ ଖୋଲିବା ପରେ ଉଡିଗଲା ହୋଶ୍
ଆଜିକାଲି ଅନ୍ଲାଇନ୍ ଯୁଗ। ମୋବାଇଲ୍ରେ ଅର୍ଡର ଦେଲେ ଖାଦ୍ୟଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନର ଆବଶ୍ୟକ ଜିନିଷ ଆସି ଘରେ ପହଞ୍ଚି ଯାଉଛି। କିନ୍ତୁ ବେଳେବେଳେ ଅନଲାଇନ୍ରେ ଲୋକେ ଠକାମିର ଶିକାର ହୋଇଥାନ୍ତି। ନିକଟରେ ଜଣେ ଯୁବକ ଅନଲାଇନ୍ରେ ଆପଲ ଆଇଫୋନ…
ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ଓଡ଼ିଶାରେ ସରକାର ଚଳାଉଛନ୍ତି: କହ୍ନେୟା କୁମାର
ନବରଙ୍ଗପୁର/କେସିଙ୍ଗା,୨୮।୧୨(ବି.ପ୍ର./ଡି.ଏନ.ଏ.): ଓଡିଶାରେ ଜନ ପ୍ରତିନିଧି ସରକାର ଚଲାଉ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗ ସରକାର ଚଲାଉଛନ୍ତି। ଜାତୀୟ କଂଗ୍ରେସର ଶହେବର୍ଷ ପୂର୍ତ୍ତି ଅବସରରେ ନବରଙ୍ଗପୁର ନୂଆଁ ମଣ୍ଡେଇ ପଡିଆଠାରେ ସୋମବାର ଅନୁଷ୍ଠିତ ସଂକଳ୍ପ ସମାବେଶରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଂଗ୍ରେସ ନେତା…
ରାଜ୍ୟରୁ ପୁଣି ୨ ଜଣଙ୍କ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୫୫କୁ ବୃଦ୍ଧି ପାଇଛି। ମୃତକ ଦ୍ୱୟ ଖୋର୍ଦ୍ଧା ଓ ଗଞ୍ଜାମ ଜିଲାର। ତେବେ ଆଜି ରାଜ୍ୟରେ ୧୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଡ୍ରେନ୍ ଭିତରେ ନବଜାତ ଶିଶୁପୁତ୍ରର ମୃତଦେହ
ବଲାଙ୍ଗୀର ଅଫିସ,୨୮।୧୨: ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ନିକଟ ସୁଲଭ ଶୌଚାଳୟ ଡ୍ରେନ ଭିତରୁ ଏକ ନବଜାତ ଶିଶୁପୁତ୍ର ମୃତଦେହ ଉଦ୍ଧାର କରାଯାଇଛ। ଶିଶୁଟିକୁ କେହି ଜଣେ ଲୁଗାରେ ଗୁଡ଼ାଇ ଫିଙ୍ଗି ଦେଇଥିବା ବେଳେ ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକେ ଦେଖି ଟାଉନ…
୭ ରନ୍ରେ ୬ ଉଇକେଟ୍ ନେଇ ଐତିହାସିକ ମୁଲାଗ ପଦକ ଜିତିଲେ ଏହି କ୍ରିକେଟର୍
ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ପ୍ରଥମ ଟେଷ୍ଟ ଖେଳୁଥିବା ଫାଷ୍ଟ ବୋଲର ସ୍କଟ ବୋଲାଣ୍ଡ ମାତ୍ର ସାତ ରନ ଦେଇ ୬ଟି ଉଇକେଟ ନେଇଥିଲେ। ତୃତୀୟ ଆଶେସ ଟେଷ୍ଟର ତୃତୀୟ ଦିନରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ…
Archives


