Home Left

ରୁଟ୍‌ ନେତୃତ୍ୱ ଛାଡ଼ିଦେବା ଉଚିତ

ମେଲବୋର୍ନ,୨୯।୧୨: ଚଳିତ ଆଶେସ ସିରିଜ୍‌ର ତୃତୀୟ ତଥା ମେଲବୋର୍ନ ଟେଷ୍ଟରେ ଇଂଲଣ୍ଡ ଏକ ଇନିଂସ ଓ ୧୪ ରନ୍‌ରେ ଅଷ୍ଟ୍ରେଲିଆଠାରୁ ପରାଜୟ ବରଣ କରିଛି। ଏଭଳି ଆତ୍ମସମର୍ପଣ ପରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ଅଧିନାୟକ ପଦ ଛାଡ଼ିଦେବାକୁ କହିଛନ୍ତି ପୂର୍ବତନ…

ଘରୁ ମିଳିଲା ବିବାହିତ ଯୁବକ, ନାବାଳିକାଙ୍କ ମୃତଦେହ

ରାୟଗଡ଼ା ଅଫିସ,୨୮।୧୨: ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପ୍ରେମ ବ୍ୟାପାରରୁ ଉଭୟେ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତ ପରେ ପୋଲିସ…

ବିଷାକ୍ତ ଖାଦ୍ୟ ଖାଇ ୩୦ ଛାତ୍ରୀ ଅସୁସ୍ଥ

ପୁଣେ,୨୮।୧୨: ପୁଣେର ଏକ ସଫ୍ଟଓ୍ବେର ତାଲିମ କେନ୍ଦ୍ରରେ ଖ୍ରୀଷ୍ଟମାସ ଉପଲକ୍ଷେ ହୋଇଥିବା ଖାଦ୍ୟ ଖାଇବା ପରେ ୩୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖାଦ୍ୟରେ ବିଷକ୍ରିୟା ଯୋଗୁ ଏପରି ଘଟିଥିବା ପୁଣେ ଜିଲା ସିଭିଲ ସର୍ଜନ…

ଜୀବନ ସହ ସଂଘର୍ଷ କରୁଛନ୍ତି ‘ବଚପନ କା ପ୍ୟାର’ ଗାୟକ

ସୁକମା,୨୮।୧୨: ‘ବଚପନ କା ପ୍ୟାର’ ଗୀତ ଗାଇ ଇଣ୍ଟରନେଟ୍‌ରେ ସେନସେଶନ ପାଲଟି ଯାଇଥିବା ଶହଦେବ ଦିର୍ଦୋ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି। ଛତିଶଗଡ଼ର ସୁକମା ଜିଲାରେ ଘଟିଥିବା ଏକ ବାଇକ୍‌ ଦୁର୍ଘଟଣାରେ ସେ ଗୁରୁତର ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।…

ବୁଦାମୂଳେ ପଡିଥିଲା ରକ୍ତ ଭିଜା ପୁଟୁଳି

ଖଇରା,୨୮।୧୨(ଡି.ଏନ.ଏ.): ମଙ୍ଗଳବାର ଅପରାହ୍ନ ୨ଟା। ବାଲେଶ୍ୱର ଜିଲା ଖଇରା ଥାନା ବାରଭାଗିଆ ଗ୍ରାମର ଏକ ପରିତ୍ୟକ୍ତ ସ୍ଥାନକୁ ଲୋକଙ୍କ ସୁଅ ଛୁଟିଥିଲା। କେହି ଦୁର୍ବୃତ୍ତ ଶିଶୁକୁ ହତ୍ୟା କରି ଲୁଗା ଗଣ୍ଠିଲେ ଗୁଡାଇ ବୁଦାମୂଳକୁ ଫିଙ୍ଗି ଦେଇଥିବା ଚର୍ଚ୍ଚା ହୋଇଥିଲା। ସ୍ଥାନୀୟ…

ଜାହିର, ଇଶାନ୍ତଙ୍କୁ ପଛରେ ପକାଇଲେ

ସେଞ୍ଚୁରିଆନ,୨୮।୧୨: ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ପାଳିରେ ୫ ଉଇକେଟ ନେଇଛନ୍ତି ଭାରତୀୟ ପେସର ମହମ୍ମଦ ଶାମି। ଏଥିସହ ସେ ଟେଷ୍ଟ କ୍ରିକେଟ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନ ଛୁଇଁବାରେ ସେ…

ଦକ୍ଷିଣ ଆଫ୍ରିକାକୁ ୧୯୭ରେ ରୋକି ଦେଲେ

ସେଞ୍ଚୁରିଆନ,୨୮।୧୨: ପ୍ରଥମ ଇନିଂସରେ ୩୨୭ ରନ୍‌ କରିଥିବା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ୧୯୭ ରନ୍‌ରେ ରୋକି ଦେଇଛି। ଫଳରେ ପ୍ରଥମ ଇନିଂସରେ ୧୩୦ ରନ୍‌ ଅଗ୍ରଣୀ ହାସଲ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ। ଭାରତୀୟ ବୋଲରଙ୍କ ମହମ୍ମଦ ଶାମି…

ପୁଣି ଘୁଞ୍ଚିଲା ରିଲିଜ୍‌ ତାରିଖ

ମୁମ୍ବାଇ,୨୮।୧୨: ଶାହିଦ କାପୁର ଓ ମ୍ରୁନାଲ ଠାକୁର ଏବେ ନୂଆ ଫିଲ୍ମ ‘ଜର୍ସି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନେକ ଥର ରିଲିଜ ତାରିଖ ଘୁଞ୍ଚିବା ପରେ ଫିଲ୍ମଟି ଆସନ୍ତା ୩୧ ତାରିଖରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଦେଶରେ କୋଭିଡ୍‌ ଏବଂ…

ବର୍ଷା ସାଙ୍ଗକୁ କୁଆପଥର ମାଡ଼

ଅମ୍ବାଭୋନା,୨୮।୧୨(ଡି.ଏନ.ଏ): ବରଗଡ଼ ଜିଲା ଅମ୍ବାଭେନା ବ୍ଲକରେ ମଙ୍ଗଳବାର ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି । ଏଥିରେ ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି । କ୍ଷେତ, ଖଳାରେ ରହିଥିବା ଅମଳ ଧାନ ବର୍ଷା, କୁଆପଥର ମାଡ଼ ଯୋଗୁ ନଷ୍ଟ ହୋଇଛି…

ମନମୋହନ ସିଂ ହୋଇଥିଲେ ଇସ୍ତଫା ମାଗିବାକୁ ପଡ଼ି ନ ଥାନ୍ତା

ନୂଆଦିଲ୍ଲୀ,୨୮।୧୨: “ ମନମୋହନ ସିଂଙ୍କ କାର୍ଯ୍ୟକାଳରେ ଭାରତ ସୀମା ମଧ୍ୟକୁ ଚାଇନା ପ୍ରବେଶ କରିଥିଲେ, ସେ ଇସ୍ତଫା ଦେଇଥାନ୍ତେ। କିନ୍ତୁ ଭାରତର ଭୂଖଣ୍ଡକୁ ଚାଇନା ମାଡ଼ି ବସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପଚାପ ବଶିଛନ୍ତି”। ଭିଡିଓ କନଫରେନ୍ସିଂ ଜରିଆରେ ଜୟପୁରଠାରେ…

ଆଖି ଆଗରେ ଚାଲିଗଲା ୩୦ରୁ ଅଧିକ ମେଣ୍ଢାଙ୍କ ଜୀବନ

ପାତ୍ରପୁର,୨୮ା୧୨(ଡି.ଏନ.ଏ.): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଚୁଡିଆଲାଞ୍ଜିଠାରେ ମଙ୍ଗଳବାର ଧାନ ଫସଲ ଖାଇ ପ୍ରାୟ ୩୦ରୁ ଊର୍ଦ୍ଧ ମେଣ୍ଢାଙ୍କ ମୃତ୍ୟୁ ଘଟିଛି। କେଶରୀପଡା ପଞ୍ଚାୟତ ଭେଜିପଦର ଗ୍ରାମର ଡି ଲାଛମାୟା, କେ କୃଷ୍ଣମୂର୍ତ୍ତି ଓ ଏମ୍‌ ସନ୍ତୋଷ ମେଣ୍ଢାକୁ ମଙ୍ଗଳବାର ଚରାଇବାକୁ…

ରାଜଧାନୀରେ ଡାକ୍ତର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୮ା୧୨: ଏନ୍‌ଇଇଟି-ପିଜି କାଉନସେଲିଂରେ ବିଳମ୍ବକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିବା ଡାକ୍ତର ଏବଂ ଦିଲ୍ଲୀ ପୋଲିସ ମଙ୍ଗଳବାର ପୁଣି ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀର ସଫଦରଗଞ୍ଜ ହସ୍ପିଟାଲରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିବା ଡାକ୍ତରଙ୍କୁ ପୋଲିସ ମଙ୍ଗଳବାର ଅଟକାଇଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri