Home Left

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ସ୍ତ୍ରୀ ଅନୁଷ୍କାଙ୍କ ସହ ବିରାଟ କୋହଲି ଏକ ସୁନ୍ଦର ଫଟୋ…

୧୦ ଏକର ଜମି ଦାନ କଲେ ମନ୍ତ୍ରୀ ଆଦିତ୍ୟ ଠାକରେ

ତିରୁମାଲା,୧।୫: ମହାରାଷ୍ଟ୍ରରେ ଭବ୍ୟ ତିରୁପତି ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ୧୦ ଏକର ଜମି ଆବଣ୍ଟନ ପାଇଁ ମହାରାଷ୍ଟ୍ର ପର୍ଯ୍ୟଟନ ମନ୍ତ୍ରୀ ଆଦିତ୍ୟ ଠାକରେ ପ୍ରଦାନ କରିଛନ୍ତି। ନଭି ମୁମ୍ବାଇରେ ଶ୍ରୀ ଭେଙ୍କଟେଶ୍ୱରା ମନ୍ଦିର ସ୍ଥାପନ ହେବ। ଶନିବାର ଆଦିତ୍ୟ ମନ୍ଦିର ପରିଦର୍ଶନ…

ଆନ୍ତର୍ଜାତିକ ଶ୍ରମିକ ଦିବସରେ ମିଳିଲା ଲେବର କାର୍ଡ, ସହାୟତା

ନବରଙ୍ଗପୁର,୧।୫(ବି.ପ୍ର.): ଜିଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲା ଜଜ୍‌ ସଞ୍ଜୀବ ଦୁବେଙ୍କ ନିର୍ଦ୍ଦେଶ କ୍ରମେ ଜିଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲା ପ୍ରଶାସନ ନବରଙ୍ଗପୁର ମିଳିତ ଆନୁକୂଲ୍ୟରେ ସିଦ୍ଧ ଭୈରବୀ କଲ୍ୟାଣ ମଣ୍ଡପଠାରେ ଆନ୍ତର୍ଜାତିକ ଶ୍ରମିକ…

ଦିଲ୍ଲୀକୁ ୧୯୬ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚ ଲକ୍ଷ୍ନୌ ସୁପର ଜିଆଣ୍ଟସ (ଏଲ୍‌ଏସ୍‌ଜି) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ମଧ୍ୟରେ ଖେଳାଯାଉଛି। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିଥିବା ଲକ୍ଷ୍ନୌ ୩ ଉଇକେଟ୍‌ ହରାଇ ୧୯୫ ରନ୍‌ କରିଛି। ଫଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ…

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ,୧।୫: ଚଳିତ ବର୍ଷ ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତରେ ଏପ୍ରିଲ ମାସର ଗରମ ୧୨୨ ବର୍ଷର ରେକର୍ଡ ଭାଙ୍ଗିଥିବା ଶନିବାର ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଏନେଇ ଆୟୋଜିତ ଏକ ଖବରଦାତା…

‘ଏହା ଅନୁଚିତ, ମୁଁ ଫାଇନାଲ ଖେଳି ପାରିଥାନ୍ତି’

ମାନିଲା(ଫିଲିପାଇନ୍ସ),୧।୫ : ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ପି ଭି ସିନ୍ଧୁ ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି। ଜାପାନର ଆକାନେ ୟାମାଗୁଚିଙ୍କ ଠାରୁ ସେମିଫାଇନାଲରେ ତାଙ୍କୁ ଦୁର୍ଭାଗ୍ୟବଶତଃ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ମ୍ୟାଚ୍‌ର ଦ୍ୱିତୀୟ…

ଭାରତୀୟ ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ଡାକ୍ତରୀ ପାଠ ପଢ଼ିବାକୁ ମନାକଲା ଏନ୍‌ଏମ୍‌ସି

ନୂଆଦିଲ୍ଲୀ,୧।୫ : ପାକିସ୍ତାନର ମେଡିକାଲ କଲେଜଗୁଡ଼ିକରେ ନାମ ନ ଲେଖାଇବାକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ଭାରତୀୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ(ଏଆଇସିଟିଇ) ମିଳିତ ଭାବେ ଏକ ଆଡଭାଇଜରି ଜାରି କରିଥିଲା। ଉକ୍ତ…

‘ଅସ୍ତିତ୍ୱ ବଞ୍ଚାଇବାକୁ ଚାଲିଛି ଡ୍ରାମା’

ପୁଣେ,୧।୫: ମହାରାଷ୍ଟ୍ରରେ ଲାଉଡସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ଥମିବାର ନାଁ ନେଉନାହିଁ। ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ ଠାକରେ ଚେତାବନୀ ଦେବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ ଠାକରେଙ୍କୁ ରବିବାର ଟାର୍ଗେଟ୍‌ କରିଛନ୍ତି। ନଁା ନ ନେଇ ରାଜଙ୍କୁ…

ନାବାଳିକା ବଳାତ୍କାର, ହତ୍ୟା ମାମଲା: ସିନ୍‌ ରିକ୍ରେଶନ କଲେ ଅଭିଯୁକ୍ତ

ବରୀ,୧।୫(ଡି.ଏନ୍‌.ଏ.): ଯାଜପୁର ଜିଲା ବରୀ ବ୍ଲକ ଅନ୍ୟାସୀପୁର ଅଞ୍ଚଳର ନାବାଳିକା ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସ ଗିରଫ ଅଭିଯୁକ୍ତଙ୍କ ରବିବାର ସିନ୍‌ ରିକ୍ରେଶନ କରାଇଛି। ଘଟଣାସ୍ଥଳରେ ଯାଜପୁର ଏସ୍‌ପି ରାହୁଲ ପି ଆର୍‌ ଉପସ୍ଥିତ ରହି ମାମଲାର ତଦନ୍ତ କରିଥିଲେ।…

ଅଜୟଙ୍କ ପ୍ରଶଂସା କଲେ ଅମିତାଭ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ମୁଭି ‘ରନୱେ ୩୪’ ୨୯ ଏପ୍ରିଲରେ ରିଲିଜ୍ ହୋଇ ସାରିଛି । ଦର୍ଶକେ ଫିଲ୍ମଟିକୁ ପ୍ରଥମରୁ ନ ହେଲେ ବି ଏବେ ଖୁବ୍ ପସନ୍ଦ କରିଛନ୍ତି । ମୁଭିରେ ଅଜୟ ଦେବଗନ, ଅମିତାଭ ବଚ୍ଚନ,…

୮୫୭ ଶ୍ରମିକଙ୍କୁ ୨ କୋଟିରୁ ଊର୍ଦ୍ଧ୍ୱ ସହାୟତା ରାଶି ପ୍ରଦାନ

ପାରଳାଖେମୁଣ୍ଡି,୧ା୫(ଡି.ଏନ୍‌.ଏ.): ମଣ୍ଡଳୀୟ ଶ୍ରମ ଆୟୁକ୍ତ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ବିଶ୍ୱ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ଜିଲା କାର୍ଯ୍ୟାଳୟ ପରିସର, ଗ୍ରାମ୍ୟଉନ୍ନୟନ ତାଲିମ କେନ୍ଦ୍ର ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ…

ସାହିଦଙ୍କୁ ଛାଡ଼ି ସାଙ୍ଗମାନଙ୍କ ସହ ଦୁବାଇ ଗଲେ ସ୍ତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସାହିଦ କପୁରଙ୍କ ସ୍ତ୍ରୀ ମୀରା ରାଜପୁତ ଆଜିକାଲି ସାହିଦଙ୍କୁ ଛାଡ଼ି ତାଙ୍କ ଝିଅ ସାଙ୍ଗମାନଙ୍କ ସହ ଦୁବାଇ ବୁଲିବାକୁ ଯାଇଛନ୍ତି। ୭ ବର୍ଷ ପରେ ମୀରା ଏହି ଛୁଟିରେ ଯାଉଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ମୀରା ଅନେକ ଫଟୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?