ବିଦେଶରେ ବଢୁଛି ଦୀପିକାଙ୍କ କ୍ରେଜ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ କ୍ରେଜ୍‌ ଏବେ ବିଦେଶରେ ବଢୁଛି। ସେ ଗୋଟିଏ ପରେ ଗୋଟିଏ ନୂଆ ଉପଲବ୍ଧି ହାସଲ କରୁଛନ୍ତି। ନିକଟରେ ଦୀପିକାଙ୍କୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଜଜ୍‌ ହେବାର ସୁଯୋଗ ମିଳିଥିଲା। ଏବେ ସେ ଏକ ବିଦେଶୀ ଲୋକପ୍ରିୟ ବ୍ୟାଗ୍‌ ବ୍ରାଣ୍ଡର ଆମ୍ବାସାଡାର ହୋଇଛନ୍ତି। ପୂର୍ବରୁ କୌଣସି ଭାରତୀୟ ଏହି ଉପଲବ୍ଧି ହାସଲ କରିନାହାନ୍ତି।
୩୬ ବର୍ଷୀୟା ଦୀପିକା ବିଳାସପୂର୍ଣ୍ଣ ବ୍ରାଣ୍ଡ ଲୁଇସ୍‌ ଭ୍ୟୁଟନର ପ୍ରଥମ ଭାରତୀୟ ବ୍ରାଣ୍ଡ ଆମ୍ବାସାଡର ହୋଇଛନ୍ତି। ଦୀପିକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟାଟସ୍‌ରେ କମ୍ପାନୀ ପ୍ରେସ ବିଜ୍ଞପ୍ତିର ଏକ ସ୍କ୍ରିନଶଟ୍‌ ଶେୟାର କରିଛନ୍ତି। ଏଥିରେ ଏକ ଧଳା ଟି-ସାର୍ଟ ପୋଷାକରେ ଲୁଇସ୍‌ ଭ୍ୟୁଟନ ବ୍ୟାଗ ସହିତ ସୁନ୍ଦର ଭାବରେ ପୋଜ ଦେଇଛନ୍ତି। ଦୀପିକା ପାଦୁକୋନ ପୂର୍ବରୁ ଫ୍ରେଞ୍ଚ ବ୍ରାଣ୍ଡ ସହିତ କାମ କରିଛନ୍ତି।

deepika


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫିଲ୍ମ ଦେଖିବାକୁ ପ୍ରଶଂସକଙ୍କ ଏମିତି ନିଶା : ପୂରା ହଲ୍‌ ବୁକ୍‌ କରିଦେଲେ

ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖାଦେଇଛି। ଏହି ଫିଲ୍ମ ଆସନ୍ତା ୫ ତାରିଖରେ ରିଲିଜ ହେବ। ଏବେଠୁ ଫିଲ୍ମର...

ପଞ୍ଜାବରେ ରିଲିଜ ହେବନି କଙ୍ଗନାଙ୍କ ଫିଲ୍ମ!

ମୁମ୍ବାଇ:ବଲିଉଡ୍ କୁଇନ୍ କଙ୍ଗନା ରାନାୱତଙ୍କର ବେଳକୁ ବେଳ ଅଡୁଆ ବଢିବାରେ ଲାଗିଛି । ଅନ୍ୟପଟେ ଦେଶରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ନିୟମକୁ ନେଇ କୃଷକମାନେ...

ନିଜ ସ୍ବାମୀଙ୍କୁ ‘ଅହଂକାରୀ’ କହିଲେ ଏହି ଅଭିନେତ୍ରୀ

ବିଗ ବସ ୧୪ରେ ନିଜର ଚମତ୍କାର ପ୍ରଦର୍ଶନ କରିଥିବା ରାକ୍ଷୀ ସାୱନ୍ତ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ରାଖୀ କହିଛନ୍ତି ଯେ ତାଙ୍କ ସ୍ବାମୀ ରିତେଶ...

୪୪ ବର୍ଷ ବୟସରେ କଲେଜ ଛାତ୍ର ଭୂମିକାରେ ଅଭିନୟ କରିଥିଲେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମିର ଖାଁଙ୍କ ହିଟ୍ ଫିଲ୍ମ କଥା ଯଦି ବିଚାରକୁ ନିଆଯାଏ ତେବେ କୟା ମତ ସେ କୟାମତକ,...

ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ହୋଟେଲ୍‌ ଛାତକୁ ଚଢିଲେ ପ୍ରଶଂସକ

ସାଉଥ ସୁପରଷ୍ଟାର ରାମ ଚରଣ ତାଙ୍କ ଆଗାମୀ ଫିଲ୍ମର ଶୁଟିଂ ପାଇଁ ବିଶାଖାପାଟନମ୍‌ରେ ପହଞ୍ଚିଛନ୍ତି। ଏଠାରେ ପ୍ରଶଂସକମାନେ ନିଜ ପ୍ରିୟ ଅଭିନେତାଙ୍କୁ ଦେଖିବା ପାଇଁ ପ୍ରବଳ...

ପୁଅର ନାଁକୁ ନେଇ ପୁଣି ଚର୍ଚ୍ଚାରେ ନୁସରତ

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜହାଁ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ରହି ଆସୁଛନ୍ତି ଚର୍ଚ୍ଚାରେ...

ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟିଙ୍କ ପୁଅ ଆହାନ ସେଟ୍ଟୀଙ୍କର ଫିଲ୍ମ ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ସେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି...

ଗୋଟିଏ ଫୋନ୍‌ କଲ୍‌ ଯୋଗୁ ଭାଙ୍ଗି ଯାଇଥିଲା ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ବିବାହ

ବଲିଉଡରେ ଡ୍ରିମଗାର୍ଲ ଭାବେ ସମସ୍ତଙ୍କ ନିକଟରେ ପରିଚିତ ଅଭିନେତ୍ରୀ ହେମାମାଳିନୀ ଆଜି ୭୨ତମ ଜନ୍ମଦିନ ପାଳୁଛନ୍ତି। ୧୯୪୮ ମସିହା ଅକ୍ଟୋବର ୧୬ ତାରିଖ ଆଜିର ଦିନରେ...

Advertisement
Archives

Model This Week