ରାଜ୍ୟରୁ ସୁସ୍ଥ ହେଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୯୮୭ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି କେବଳ ଖୋର୍ଦ୍ଧାରୁ ୬ ଜଣ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱରରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଂକ୍ରମଣ ବେଲଗାମ, ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୧୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

ଗାଈ ପାଟିରେ ଫୁଟିଲା ବୋମା

ଖୁଣ୍ଟୁଣୀ, ୭ା୩(ଡି.ଏନ୍‌.ଏ.): ବାର୍‌ହା ଶିକାର ଉଦ୍ଦେଶ୍ୟରେ ବୋମା(ବାର୍‌ହା ଗୁଳା) ଖଞ୍ଜାଯାଇଥିଲା। ହେଲେ ଉକ୍ତ ବୋମାକୁ ଗାଈ ଚୋବାଇ ଦେବାରୁ ତାହା ଫୁଟିଗଲା। ଏଥିରେ ଗାଈର ଥୋମଣି...

ସିଏମ୍‌ସି ଡେପୁଟି ମେୟର ନିର୍ବାଚନ: ସମ୍ମିଳନୀ କକ୍ଷ ଛାଡ଼ି ପଳାଇଲେ ଭାଜପା, କଂଗ୍ରେସ

କଟକ ଅଫିସ,୭ା୪: ସିଏମ୍‌ସି ଡେପୁଟି ମେୟର ନିର୍ବାଚନକୁ ଭାଜପା ଓ କଂଗ୍ରେସର ବୟକଟ। ନିର୍ବାଚନ ସମ୍ମିଳନୀ କକ୍ଷ ଛାଡ଼ି ପଳାଇଛନ୍ତି ଭାଜପା ଓ କଂଗ୍ରେସ କାଉନସିଲର।...

ଡିଜିପିଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ପୋଲିସବାବୁ : ଅନ୍ୟର ଜାଗାରେ ଚଳାଇଛନ୍ତି ଘର ନିର୍ମାଣ

ଭୁବନେଶ୍ୱର,୪।୨(ବ୍ୟୁରୋ): ଅନ୍ୟକୁ ନ୍ୟାୟ ଦେବା ପାଇଁ ପୋଲିସ ପୋଷାକ ପିନ୍ଧିଥିବା ଜଣେ ଅଧିକାରୀ ନିଜେ ଅନ୍ୟାୟର ରାସ୍ତା ଧରିଛନ୍ତି। ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅନ୍ତର୍ଗତ...

୭.୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ଜଗତ୍‌ସିଂହପୁର ଅଫିସ, ୮ା୧୨: ଜଗତ୍‌ସିଂହପୁର ସହରରେ ବ୍ରାଉନ ସୁଗାର ରାକେଟ୍‌ ସକ୍ରିୟ ରହିଛି। ଅତୀତରେ ପୃଥକ୍‌ ସ୍ଥାନରେ ଚଢାଉ ହୋଇଥିଲେ ସୁଦ୍ଧା ଆଶାଜନକ ସଫଳତା ମିଳିପାରି...

ସକ୍ରିୟ ମାମଲା କମିଲା…

ନୂଆଦିଲ୍ଲୀ, ୧୦।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୫ ହଜାର...

ମଡେଲ୍‌ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ମାମଲା: ସୋନାଲୀଙ୍କୁ ଜେରା

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୨ ଜାନୁଆରୀ ୩୦ ତାରିଖରେ ମଡେଲ୍‌ ସୌମ୍ୟ ପାଣିଗ୍ରାହୀଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଏହି ଘଟଣାରେ ସୌମ୍ୟଙ୍କ ବାନ୍ଧବୀ ସୋନାଲି ନନ୍ଦଙ୍କୁ ଦାୟୀ...

କେନ୍ଦୁଝରରେ ବିଗୁଡ଼ିଛି କରୋନା ସ୍ଥିତି: ଗୋଟିଏ ଦିନରେ୨୫ ଚିହ୍ନଟ, ୧୮୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କେନ୍ଦୁଝର,୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ରବିବାର ଆଉ ୨୫ କରୋନା ପଜିିଟିଭ୍‌ ଚିହ୍ନଟ ହେବା ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୨ ରେ ପହଞ୍ଚିଛି। ଆକ୍ରାନ୍ତମାନେ ଘଟଗାଁ,...

Advertisement
Archives

Model This Week