ଆଜିର ଦିନକୁ ମନେ ପକାଇଲେ ସୁସ୍ମିତା

ମୁମ୍ବାଇ: ୧୯୯୪ ମେ’ ୨୧ରେ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧି ସୁସ୍ମିତା ସେନ୍‌ ସାରା ବିଶ୍ୱରେ ଭାରତ ପାଇଁ ଗୌରବ ଆଣିଥିଲେ। ଏହି ସମ୍ମାନଜନକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସୁସ୍ମିତା ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଥିବା ପ୍ରଥମ ଭାରତୀୟ ହୋଇଥିଲେ। ୭୭ଟି ଦେଶର ସୁନ୍ଦରୀଙ୍କୁ ପରାସ୍ତ କରି ସୁସ୍ମିତା ସମଗ୍ର ବିଶ୍ୱରେ ଭାରତର ନାଁ ରଖିଥିଲେ। ସୁସ୍ମିତାଙ୍କ ସହ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଏହି ସ୍ମରଣୀୟ ଦିନର ଫଟୋ ଏବଂ ଭିଡିଓ ଶେୟାର କରି ଏହି ଗୌରବମୟ ଦିନକୁ ମନେ ପକାଇଛନ୍ତି।

ଟୁଇଟର୍‌ରେ ନିଜର ଏକ ସୁନ୍ଦର ଫଟୋ ଶେୟାର କରି ସୁସ୍ମିତା କ୍ୟାପ୍‌ଶନରେ ଲେଖିଛନ୍ତି, ‘ସୁନ୍ଦର ଅନୁଭବ, ଭାରତର ୨୮ ବର୍ଷର ଖୁସି ପ୍ରଥମ ଥର ପାଇଁ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଛି। ସମୟ ଅତିବାହିତ ହୁଏ କିନ୍ତୁ ସୌନ୍ଦର୍ଯ୍ୟ ସମାନ ରହିଥାଏ।

ପ୍ରଶଂସକମାନେ ମଧ୍ୟ ସୁସ୍ମିତାଙ୍କ ଐତିହାସିକ ବିଜୟ ଦିବସର ସମସ୍ତ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ସୁସ୍ମିତା ତାଙ୍କ ଇନଷ୍ଟାଗ୍ରାମ୍‌ ଷ୍ଟୋରିରେ ଏକ ଫଟୋ ଶେୟାର କରିଛନ୍ତି। ଫିଲିପାଇନ୍ସରେ ଆୟୋଜିତ ଏକ ସୁନ୍ଦରୀ ପ୍ରତିଯୋଗିତାରେ ବିରଳ କଳା ଏବଂ ଧଳା ଫଟୋ ଶେୟାର ହୋଇଛି। ସୁସ୍ମିତାଙ୍କ ସୁନ୍ଦର ହସର ଫଟୋ ସହିତ ‘21.05.94’ଲେଖା ହୋଇଛି। ଏହି ଫଟୋଗୁଡ଼ିକ ଆଜିର ଦିନରେ ବେଶ୍‌ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ନାହାନ୍ତି ଅଭିନେତା ଅମିତାଭ ଦୟାଲ…

ବମ୍ବେ: ପରଲୋକରେ ବଲିଉଡ୍‌ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅମିତାଭ ଦୟାଲ। ବୁଧବାର ସକାଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ୧୩ ଦିନ...

‘କିସି କା ଭାଇ କିସି କି ଜାନ୍‌’ ର ପ୍ରଥମ ଗୀତ ରିଲିଜ୍‌

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନଙ୍କ ଅପକମିଙ୍ଗ୍‌ ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ମାଧ୍ୟମରେ ଦୀର୍ଘବର୍ଷ ପରେ ପରଦାକୁ ଫେରୁଛନ୍ତି। ଯାହାକୁ ଦେଖିବାକୁ...

ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପାଇଁ ମା’ କଲେ ୧.୧୫ ଲକ୍ଷ ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ, ଜାଣନ୍ତୁ କାହିଁକି

ଅଭିନେତ୍ରୀ କଙ୍ଗନା ରାନାୱତ ଖୋଲା କଥା କହିବା କାରଣରୁ ଅନେକ ଥର ଅସୁବିଧାରେ ପଡ଼ନ୍ତି। ଏହି କାରଣରୁ ବେଳେବେଳେ ତାଙ୍କୁ ପ୍ରଶଂସା ମିଳୁଥିବାବେଳେ ବେଳେବେଳେ ତାଙ୍କୁ...

ଆମିରଙ୍କ ପାଇଁ କାନ୍ଦିବାକୁ ପଡ଼ିଥିଲା ଦିବ୍ୟାଙ୍କୁ

ବଲିଉଡ୍‌ରେ ମିଷ୍ଟର ପରଫେକ୍ଟ ଭାବେ ପରିଚିତ ଆମିର ଖାଁ ସୁନ୍ଦର ଅଭିନୟ ଏବଂ ଫିଲ୍ମ ଚୟନ କ୍ଷମତା ପାଇଁ ଅନ୍ୟ କଳାକାରଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବ୍ୟକ୍ତିଗତ...

ଆସନ୍ତାବର୍ଷ ଜାନୁୟାରୀରେ ରିଲିଜ୍‌ ହେବ ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆଦିପୁରୁଷ’ ଆସନ୍ତା ବର୍ଷ ଜାନୁୟାରୀରେ ରିଲିଜ୍‌ ହେବ। ନିକଟରେ ପ୍ରଭାସଙ୍କ ଫିଲ୍ମ ‘ ରାଧେଶ୍ୟାମ’ ପରଦାକୁ...

ବିବାହ ପାଇଁ ପ୍ରଥମେ ଅରବାଜଙ୍କୁ ପ୍ରପୋଜ କରିଥିଲେ ମଲାଇକା

ମୁମ୍ବାଇ: ବଲିଉଡର ବଡ ବଡ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିବା ଅଭିନେତ୍ରୀ ମଲାଇକା ଆରୋରା ଆଜି ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି । ୨୩ ଅକ୍ଟୋବର ମଲାଇକାଙ୍କ...

ଦ୍ୱିତୀୟ ସ୍ବାମୀଙ୍କ ବିରୋଧରେ ଏହି ଅଭିନେତ୍ରୀ ଆଣିଥିଲେ ଶାରୀରିକ ନିର୍ଯାତନା ଅଭିଯୋଗ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ...

ଟେଲି ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି ଅଙ୍କିତାଙ୍କ ସ୍ବାମୀ ବିକି ଜୈନ

ମୁମ୍ବାଇ: ଟିଭି ପରଦାର ବେଶ୍‌ ଲୋକପ୍ରିୟ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ପ୍ରାୟ ସମୟରେ ସେ ଅନେକ ଫଟୋ ଓ ଭିଡିଓମାନ...

Advertisement
Archives

Model This Week