Home Left

ଆଇଏଏଫ୍‌ ମେଢ଼ରେ ସ୍ଥାନ ପାଇଲେ ଦେଶର ପ୍ରଥମ ମହିଳା ରାଫେଲ ପାଇଲଟ୍‌

ନୂଆଦିଲ୍ଲୀ,୨୬।୧: ୭୩ତମ ସାଧାରଣତନ୍ତ୍ର ଦିବସ ପରେଡ୍‌ ଭାରତୀୟ ବାୟୁ ସେନା (ଆଇଏଏଫ୍‌) ମେଢ଼ରେ ସ୍ଥାନ ପାଇଥିଲେ ଦେଶର ପ୍ରଥମ ମହିଳା ରାଫେଲ ଫାଇଟର ଜେଟ ପାଇଲଟ୍‌ ଶିଭାଙ୍ଗି ସିଂ। ଭାରତୀୟ ବାୟୁ ସେନା ମେଢ଼ରେ ସ୍ଥାନ ପାଇବାରେ ସେ ହେଉଛନ୍ତି ଦେଶର…

ବିବାହ ବନ୍ଧନରେ ବାନ୍ଧି ହେଲେ ହାସ୍ୟ ଅଭିନେତା ପ୍ରଜ୍ଞା

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଓଡ଼ିଶାର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ପ୍ରଜ୍ଞା ରଂଜନ ଖଟୁଆ ମଙ୍ଗଳବାର ଅଭିନେତ୍ରୀ ସୁନନ୍ଦାଙ୍କ ହାତ ଧରିଛନ୍ତି। କେନ୍ଦ୍ରାପଡ଼ା ଜିଲା ରାଜକନିକାରେ ଏହି ବିବାହ ଉତ୍ସବ ସଂପନ୍ନ ହୋଇଛି। ପ୍ରଜ୍ଞା ବରଯାତ୍ରୀଙ୍କୁ ଧରି ବାଘବୁଦା ପଡ଼ିଆରେ ଥିବା ରାଜକନିକା…

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ଏହି କ୍ରିକେଟର

କଲମ୍ବୋ,୨୬।୧: ଶ୍ରୀଲଙ୍କାର ବରିଷ୍ଠ କ୍ରିକେଟର ଦିଲ୍ରୁୱାନ ପେରେରା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷିୟ ଦିଲ୍ରୁୱାନ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ସିଇଓଙ୍କୁ ଇମେଲ ମାଧ୍ୟମରେ ତାଙ୍କ ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି। ପେରେରା ଶ୍ରୀଲଙ୍କାର ଟେଷ୍ଟ ଦଳର…

ପିଲାଦିନେ କହିଥିଲେ ଆମେ ହେଲିକପ୍ଟରରେ ଶାଶୁଘର ଯିବୁ, କଥା ରଖିଲେ ପିତା

ରାଜସ୍ଥାନର ଝୁନ୍‌ଝୁନ୍‌ରେ ଦୁଇ ଝିଅଙ୍କ ପିଲାଦିର ଇଚ୍ଛା ପୂରଣ କରିଛନ୍ତି ପିତା। ସୁରଜଗଡ଼ର ଢାଣିରେ ରହୁଥିବା ସୁରେଶ ଖେଦଡ଼ଙ୍କ ଦୁଇ ଝିଅ ପୁନମ ଏବଂ ପ୍ରିୟଙ୍କାଙ୍କ ପିଲାଦିନେ ପିତାଙ୍କୁ କହିଥିଲେ ଆମକୁ ଶାଶୁଘର ହେଲିକପ୍ଟରରେ ପଠାଇବ। ଦୁଇଝିଅଙ୍କ କଥା ଏବେ ରକ୍ଷା…

କଟୁରିରେ ହାଣି ଜନ୍ମକଲା ମା’ଙ୍କୁ ମାରିଦେଲେ ପୁଅ, ରକ୍ତରଞ୍ଜିତ ହେଲା ଘର

କଟକ ଅଫିସ,୨୬।୧: ସମ୍ପତ୍ତି ପାଇଁ ଜନ୍ମକଲା ମା’ଙ୍କୁ କଟୁରିରେ ହାଣି ମାରିଦେଲେ ପୁଅ। ଏଭଳି ଏକ ଅଭାବନୀୟ ଘଟଣା କଟକ ଶ୍ରୀବିହାର କଲୋନୀରେ ବୁଧବାର ଦେଖିବାକୁ ମିଳିଛି। ମୃତ ମହିଳା ହେଲେ ପରେଶ କୁମାରୀ ଦେବୀ(୭୪)। ସେ କନିକା ରାଜାଙ୍କ ନାତୁଣୀ…

ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବି କୋଭିଡ୍‌ ପଜିଟିଭ୍‌

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଚିରଞ୍ଜୀବି କୋନିଡେଲା କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋ ଠାରେ ସାମାନ୍ୟ ଲକ୍ଷଣ ଦେଖାଦେବାରୁ ମୁଁ ନିଜର କୋଭିଡ ଟେଷ୍ଟ କରିଥିଲି ଏବଂ ମୋର…

କେନ୍ଦୁଝରରେ ଉଡ଼ିଲା ତ୍ରିରଙ୍ଗା

କେନ୍ଦୁଝର,୨୬ା୧(ସ୍ବ.ପ୍ର.): କେନ୍ଦୁଝରରେ ଜିଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ କେନ୍ଦୁଝର ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡି ଯୋଗଦେଇ ପତାକା ଉତ୍ତୋଳନ କରି ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। କୋଭିଡ୍‌ କଟକଣା ମଧ୍ୟରେ ଅନୁଷ୍ଠିତ…

ଅଶ୍ୱିନଙ୍କ ବିକଳ୍ପ ଖୋଜ, ଏହି ଦୁଇ ଖେଳାଳିଙ୍କୁ ଦଳକୁ ଆଣ: ହରଭଜନ

ନୂଆଦିଲ୍ଲୀ,୨୬।୧: ଦିନିକିଆ କ୍ରିକେଟରେ ଭାରତର ସ୍ପିନରମାନେ ଭଲ ପ୍ରଦର୍ଶନ କରିପାରୁନାହାନ୍ତି। ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବ କ୍ରିକେଟର ହରଭଜନ ସିଂହ। ଏହି ଫର୍ମାଟରେ ଆର୍‌ ଅଶ୍ୱିନଙ୍କୁ ନ ଖେଳାଇବାର ସମୟ ଆସିଛି। ଏପରିକି ଦଳରେ ୟୁଜବେନ୍ଦଅ ଚହଲ ଏବଂ କୁଲଦୀପ…

‘ପାଇକ ବିଦ୍ରୋହ ଓଡ଼ିଶାକୁ ଗୌରବାନ୍ବିତ କରିଛି’

ଖୋର୍ଦ୍ଧା ଅଫିସ,୨୬ା୧: ଖୋର୍ଦ୍ଧା ଜିଲା ପ୍ରଶାସନ ଆନୁକୂଲ୍ୟରେ ୭୩ତମ ସାଧାରଣତନ୍ତ୍ର ଦିବସ ବିଜେବି ହାଇସ୍କୁଲ ପଡ଼ିଆରେ ପାଳିତ ହୋଇଯାଇଛି। କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନ(ଆରଡିସି)ର ଗୋପବନ୍ଧୁ ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ସହ ସମ୍ମିଳିତ ପରେଡରେ ଅଭିଭାଦନ…

ବିଏସ୍‌ଏଫ୍‌ ପକ୍ଷରୁ ରାଜପଥରେ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା…

ନୂଆଦିଲ୍ଲୀ, ୨୬।୧ : ଦେଶର ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ରାଜଧାନୀ ଦିଲ୍ଲୀର ରାଜପଥରେ ବିଏସ୍‌ଏଫ୍‌ ପକ୍ଷରୁ ‘ବେଟି ବଚାଓ, ବେଟି ପଢ଼ାଓ’ ସଚେତନତା ବାର୍ତ୍ତା ଦିଆଯାଇଛି। ବିଏସ୍‌ଏଫ୍‌ର ଡେୟାର ଡେଭିଲ୍‌ ଟିମ୍‌ ପକ୍ଷରୁ ହୋଇଥିବା ମୋଟରସାଇକେଲରେ ବିଭିନ୍ନ…

ପଥର ଖଣିରେ ଭାସୁଛି ଯୁବକଙ୍କ ମୃତଦେହ

ଖୋର୍ଦ୍ଧା ଅଫିସ, ୨୬।୧: ଖୋର୍ଦ୍ଧା ଜିଲା ଜଟଣୀ ପାତ୍ରପଡା ନିକଟ ପଥର ଖଣିରୁ ଡେଲାଙ୍ଗ ପୋଲିସ ବୁଧବାର ସକାଳେ ଏକ ମୃତ ଦେହ ଜବତ କରିଛି। ମୃତଦେହ ପାଣିରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଡେଲାଙ୍ଗ ପୋଲିସକୁ ଖବର ଦେଇଥିଲେ। ଡେଲାଙ୍ଗ…

ଚୁଲିରେ ରୋଷେଇ କରୁଛନ୍ତି ଦୀପିକା, ଭିଡିଓ ଭାଇରାଲ ପରେ ପ୍ରଶଂସକ କହିଲେ…

ବମ୍ବେ: ଚୁଲିରେ ରୋଷେଇ କରି ଚର୍ଚ୍ଚାରେ ଅଭିନେତ୍ରୀ ଦୀପିକା ଚିଖଲିଆ। ସୋସିଆଲ ମିଡିଆରେ ସେ ଏହାର ଏକ ଭିଡିଓ ଶେୟାର କରିବା ପରେ ତାହା ଭାଇରାଲ ହେଉଛି। ୨୦୨୦ରେ ‘ପୁଣି ଥରେ ଟେଲିକାଷ୍ଟ ହୋଇଥିଲା ରାମାୟଣ। ଏହାକୁ ନେଇ ଦୀପିକାଙ୍କ ଲୋକପ୍ରିୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri