Posted inଜାତୀୟ

ବିଧାନପରିଷଦରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୨୭।୫: ୟୁପି ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଏହି ବଜେଟ ଅଧିବେଶନରେ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିଧାନ ପରିଷଦରେ ଯୋଗୀ ସରକାରରେ ମତ୍ସ୍ୟ ବିଭାଗର ମନ୍ତ୍ରୀ ଥିବା ସଞ୍ଜୟ ନିଶାଦ ସମାଜବାଦୀ ପାର୍ଟି ସରକାର ଥିବାବେଳେ ତାଙ୍କ ଭାଇଙ୍କ ହତ୍ୟା ଘଟଣାକୁ ମନେ ପକାଇ କାନ୍ଦିଥିଲେ।
ୟୁପି ବିଧାନ ପରିଷଦରେ ମନ୍ତ୍ରୀ ସଞ୍ଜୟ ନିଶାଦ ଏସପି ସରକାରରେ ଘଟିଥିବା ଘଟଣାକୁ ମନେ ପକାଇ କହିଥିଲେ, ଜୁନ ୭, ୨୦୧୫ରେ କର୍ସୱାଲରେ ମୋର ଲୋକମାନେ ଟ୍ରେନ ବିଷୟରେ ସ୍ବର ଉତ୍ତୋଳନ କରୁଥିଲେ। ସମାଜବାଦୀ ପାର୍ଟି ପକ୍ଷରୁ ମୋର ଜଣେ ଭାଇଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏଥିରେ ମୋତେ ଦୋଷୀ ସାବ୍ୟସ୍ତ କରାଯାଇ ଜେଲ୍‌କୁ ନିଆଯାଇଥିଲା। ଏହିପରି ଲୋକ ରାଜନୀତି କରିବାର କୌଣସି ଅଧିକାର ନାହିଁ। ମୁଁ କିପରି ବଞ୍ଚିଛି, କେବଳ ମୁଁ ଜାଣେ। ଏହି ସମୟରେ ଯୋଗୀ ଆଦିତ୍ୟନାଥ ମୋର ବହୁତ୍‌ ଯତ୍ନ ନେଇଥିଲେ। ଏହି ଘଟଣା ପ୍ରକାଶ କରୁଥିବାବେଳେ ସେ ଭାବପ୍ରବଣ ହୋଇପଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ରାଜ୍ୟପାଳ

ଲକ୍ଷ୍ନୌ,୧୫।୮: ରାଖୀ ପୁର୍ଣ୍ଣିମା ସାରା ଦେଶରେ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଥିବା ବେଳେ ଛୋଟଠାରୁ ବୟସ୍କ ସମସ୍ତେ ଏହି ପର୍ବସହ ଭାରତର ୭୩ ତମ ସ୍ବାଧୀନତା...

ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ

ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ...

କରୋନାରେ କଂଗ୍ରେସ ନେତାଙ୍କ ମୃତ୍ୟୁ

ହାଇଦ୍ରାବାଦ,୧୪।୭: ତେଲଙ୍ଗାନାରେ କଂଗ୍ରେସ ନେତା ତଥା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଜି. ନରେନ୍ଦ୍ର ଯାଦବ କରୋନାରେ ପ୍ରାଣ ହରାଇଛନ୍ତି। ସେ ହାଇଦ୍ରାବାଦସ୍ଥିତ ଏକ ଘରୋଇ...

ଆକ୍ସନ ମୁଡ୍‌ରେ ହିମନ୍ତ ସରକାର: ଆସାମରେ ବାଲ୍ୟ ବିବାହ ମାମଲାରେ ୧,୮୦୦ ଗିରଫ

ଗୁଆହାଟୀ,୩।୨: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ହିମନ୍ତ ସରକାର ଏହି କୁପ୍ରଥା ବିରୋଧରେ ଅଭିଯାନକୁ ଜୋରଦାର କରିଛନ୍ତି। ଶୁକ୍ରବାର...

ଟିକା ନେବା ପରେ ପ୍ରତି ୧୦ ହଜାରରୁ ୨-୪ ଜଣ ଆକ୍ରାନ୍ତ ହେଉଛନ୍ତି

ନୂଆଦିଲ୍ଲୀ,୨୧।୪: ଟିକା ନେବା ପରେ କରୋନା ଖୁବ୍‌ କମ୍‌ ସଂଖ୍ୟାରେ ଲୋକେ କୋଭିଡ୍‌ ଆକ୍ରାନ୍ତ ହେଉଛନ୍ତି। ଆଉ ଏହା ଚିନ୍ତା ଜନକ ନୁହେଁ ବୋଲି ବୁଧବାର...

ଏହି ରାଜ୍ୟରେ ଜନସଂଖ୍ୟା ତୁଳନାରେ ଗରିବଙ୍କ ସଂଖ୍ୟା ସର୍ବାଧିକ

ନୂଆଦିଲ୍ଲୀ,୨୬।୧୧: ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଜନସଂଖ୍ୟା ତୁଳନାରେ ସର୍ବାଧିକ ଗରିବ ଅଛନ୍ତି। ନୀତି ଆୟୋଗର ବହୁମୂଖୀ ଦାରିଦ୍ର ଇନଡେକ୍ସ (ଏମ୍‌ପିଆଇ)ରେ ଏହା ଦର୍ଶାଯାଇଛି। ଏହି...

ଦିଲ୍ଲୀ ପରାଜୟ ପରେ ଇସ୍ତଫାକୁ ନେଇ ଦଳ କରିବ ଆତ୍ମସମୀକ୍ଷା: ମନୋଜ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଭାଜପା ଭଲ ପ୍ରଦର୍ଶନ କରିପାରିନାହିଁ। ଦଳର ଶୋଚନୀୟ ପରାଜୟ ପରେ ଦିଲ୍ଲୀ ଭାଜପା ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ କହିଛନ୍ତି,...

ମୁଖ୍ୟମନ୍ତ୍ରୀ ପାଇଁ ଶିନ୍ଦେଙ୍କ ନାମ ପ୍ରସ୍ତାବ ଦେଇଥିଲେ ଫଡନାଭିସ…

ମୁମ୍ବାଇ,୬।୧୧ : ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାରଙ୍କ ପତନ ପରେ ଦେବେନ୍ଦ୍ର ଫଡନାଭିସଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା। ତେବେ ସମସ୍ତ...

Advertisement
Archives

Model This Week