ଭୂକମ୍ପରେ ଥରିଲା ପେରୁ

ଲିମା,୨୭।୫: ଦକ୍ଷିଣ ଆଫ୍ରିକା ପେରୁର ପୁନୋ ଅଞ୍ଚଳରେ ଗୁରୁବାର ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରହିଛି। ଏହାର କେନ୍ଦ୍ରସ୍ଥଳ ମେଲଗାର ରାଜ୍ୟର ଆୟାଭିରି ସହରରୁ ପ୍ରାୟ ୨୦ କିଲୋମିଟର ଦୂର ଉତ୍ତର-ପୂର୍ବ ଏବଂ ୨୪୦କିଲୋମିଟର ଗଭୀରତା ରହିଥିଲା। ଏନେଇ ପେରୁର ଜିଓଫିଜିକାଲ ଇନ୍‌ଷ୍ଟିଚ୍ୟୁଟ୍‌(ଆଇଜିପି) ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗୁରୁବାର ସକାଳେ ସ୍ଥାନୀୟ ସମୟ ଅନୁସାରେ ୭ଟା ୨ମିନିଟ୍‌ରେ ଏକ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପ ହେବା ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କେହି ମୃତାହତ କିମ୍ବା କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପାକିସ୍ତାର ସମବେଦନା

ଇସ୍‌ଲାମାବାଦ,୧୪।୪: ଭାରତରେ ଭୟଙ୍କର ଭାବେ କରୋନା ଭୂତାଣୁ ସଂକ୍ରମଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ପଡ଼ୋଶୀ...

ବ୍ରିଟିଶ ସଂସଦରେ ନିୟୋଜିତ ପୋଲିସକର୍ମୀ ମାନିଲେ ନିଜର ଭୁଲ, ୨୦ ବର୍ଷରେ ୧୨ ମହିଳାଙ୍କସହ ୮୦ ଥର କରିଛନ୍ତି ବଳାତ୍କାର

ଲଣ୍ଡନ,୧୭ ।୧: ପୋଲିସକର୍ମୀ ଡେଭିଡ କୌରିକ ସୋମବାର କହିଛନ୍ତି କି ସେ ତାଙ୍କ ସେବାକାଳ ମଧ୍ୟରେ ୨୦ ବର୍ଷ ଭିତରେ ୧୨ ଜଣ ମହିଳାଙ୍କ ସହ...

ଆଇସୋଲେଶନରେ ପୁଟିନ୍‌

ମସ୍କୋ,୧୪ ।୯: କରୋନା ମହାମାରୀ ବିଶ୍ୱରେ ପ୍ରାୟ ଦେଢ ବର୍ଷ ହେବ ତା’ର କାହା ବିସ୍ତାର କରି ରହିଛି । ଏହା ଯେମିତି ଶେଷ ହେବାର...

୭୫ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ

ମସ୍କୋ,୨୭।୯: ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକା ହ୍ବିସିଲ୍‌ବ୍ଲୋୟର ଏଡ୍‌ଓ୍ବାର୍ଡ ସ୍ନୋଡେନଙ୍କୁ ରୁଷିଆ ନାଗରିକତ୍ୱ ପ୍ରଦାନ କରିଛନ୍ତି। ତାଙ୍କ ସମେତ ୭୫ ଜଣ ବିଦେଶୀଙ୍କୁ ରୁଷିଆ ନାଗରିକତ୍ୱ...

ଯୋଗ ଦିବସ କାର୍ଯ୍ୟକ୍ରମରେ ଭିଡ଼ ହିଂସା…

ମାଲେ, ୨୧।୬ : ଯୋଗ ଦିବସ ପାଳନ ଅବସରରେ ମାଳଦ୍ୱୀପରେ ଭିଡ଼ ହିଂସା ଘଟିଛି। ଭାରତୀୟ ସାଂସ୍କୃତିକ କେନ୍ଦ୍ର ସହଯୋଗରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ...

ସ୍କୁଲରେ ମାସ୍କ ବିନା ଏଣ୍ଟ୍ରି ନାହିଁ

ଲଣ୍ଡନ,୩।୧- ବ୍ରିଟେନରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେକେଣ୍ଡାରି ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି।...

ସାବଧାନ ! ଭାକ୍ସିନ୍‌ ମିକ୍ସିଂ ହେବ ଭୟଙ୍କର, ଡବ୍ଲ୍ୟୁଏଚ୍‌ଓର ଚେତାବନୀ…

ଜେନେଭା,୧୩।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ରୋଗ...

ବିଦେଶୀଙ୍କୁ ଦେଶଛାଡ଼ିବାକୁ ଅନୁମତି ଦେଲା ତାଲିବାନ୍‌

କାବୁଲ,୯।୯: ଆଫଗାନିସ୍ତାନର ଅନ୍ତରୀଣ ସରକାର(ତାଲିବାନ୍‌) ଗୁରୁବାର ୨୦୦ ବିଦେଶୀଙ୍କୁ ଦେଶ ଛାଡ଼ିବାକୁ ଅନୁମତି ଦେଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଆମେରିକୀୟ ଅଛନ୍ତି। କାବୁଲ ବିମାନବନ୍ଦରରୁ ସେମାନେ...

Advertisement
Archives

Model This Week