୩୩ ବର୍ଷ ହେଲାଣି, କିଛି ଏଭଳି କହି କୋହଲିଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ
ନୂଆଦିଲ୍ଲୀ,୨୭।୧: ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଗୋଟିଏ ପଟେ କ୍ରିକେଟର କୌଣସି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ନ ଥିବା ବେଳେ ଗତ ଦୁଇ ବର୍ଷ ଧରି ସେ ଗୋଟିଏ ବି…
ସବୁଠୁ ବଡ଼ ଗାଲ ଥିବା ମଡେଲ, ବିଶ୍ୱରେ ଚର୍ଚ୍ଚିତ
କେଉଁ ମଡେଲ ପତଳା ଅଣ୍ଟାକୁ ନେଇ ପ୍ରସିଦ୍ଧ ତ ଆଉ କିଏ ନିଜ କେଶ, ନଖକୁ ନେଇ ପ୍ରସିଦ୍ଧ। ସେମିତି ଜଣେ ମଡେଲ ତାଙ୍କ ଗାଲକୁ ନେଇ ଖୁବ୍ ଚର୍ଚ୍ଚାରେ। ଏହି ଚର୍ଚ୍ଚିତ ମଡେଲଙ୍କ ନା ଆନାସ୍ତାସିଆ ପୋକ୍ରେଶଚୁକ। ସେ ତାଙ୍କ…
ରାଜ୍ୟରେ ପିକ୍ ଛୁଇଁ ସାରିଛି ସଂକ୍ରମଣ!
ଭୁବନେଶ୍ବର,୨୭।୧(ବ୍ୟୁରୋ): କୋଭିଡ୍ ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି,ରାଜ୍ୟରେ କରୋନା ସଂକ୍ରମଣ ପିକ ଛୁଇଁ ସାରିଥିବା ଜଣାପଡୁଛି। ଦୈନିକ ସଂକ୍ରମଣ ମଧ୍ୟ କମୁଛି। ରାଜ୍ୟରେ ଏବେ ସଂକ୍ରମଣ ତଳମୁହାଁ ରହିଛି । ପ୍ରତ୍ୟେକ…
ସଲମାନଙ୍କ ଗୋଟିଏ ପରାମର୍ଶ ବଦଳାଇ ଦେଇଥିଲା ଏହି ଅଭିନେତାଙ୍କ କ୍ୟାରିୟର
ବଲିଉଡ ଅଭିନେତା ବବି ଦେଓଲ ଆଜି ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ବବି ‘ବରସାତ୍’ ଫିଲ୍ମ ଜରିଆରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ଏହାପୂର୍ବରୁ ସେ ଧର୍ମବୀର ଫିଲ୍ମରେ ଶିଶୁ କଳାକାର ଭାବରେ ମଧ୍ୟ ନଜର ଆସିଥିଲେ। ବବି ତାଙ୍କର ପ୍ରଥମ…
ଆଜି ହାତକୁ ଦି’ହାତ ହେବେ ମୌନୀ
ମୁମ୍ବାଇ: ବିବାହ ବନ୍ଦନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ୍ ଅଭିନେତ୍ରୀ ମୌନୀ ରୟ। ତାଙ୍କ ପ୍ରେମିକା ସୁରଜ ନାମ୍ବିଆରଙ୍କ ସହ ଆଜି ସମସ୍ତ ରୀତିନୀତି ଅନୁଯାୟୀ ବିବାହ କରିବେ। ଏହା ପୂର୍ବରୁ ବୁଧବାର ହଳଦୀ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ…
ଶାସ୍ତ୍ରୀ ବହୁତ ବଡ଼ କଥା କହିଦେଲେ, ଭାରତୀୟ ଭାବେ ଆମେ ଗର୍ବ କରିଥାନ୍ତୁ: ହରଭଜନ
ନୂଆଦିଲ୍ଲୀ,୨୭।୧: ଭାରତୀୟ କ୍ରିକେଟ ଟିମ୍ର ପୂର୍ବ କୋଚ୍ ରବି ଶାସ୍ତ୍ରୀ ନିକଟରେ ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଥିଲେ। ଏହାକୁ ନେଇ ଚର୍ଚ୍ଚା ଥମିବାର ନାଁ ନେଉନାହିଁ। ଏହାକୁ ନେଇ ପୂବତନ ଭାରତୀୟ ସ୍ପିନର ହରଭଜନ ସିଂହ ପ୍ରତିକ୍ରିୟା ରଖି…
ମାତ୍ର ୩୧ ବର୍ଷ ବୟସରେ ଏହି ଖେଳାଳିଙ୍କ କ୍ରିକେଟ୍ କ୍ୟାରିୟର୍ ଶେଷ!
ନୂଆଦିଲ୍ଲୀ,୨୭।୧:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ସିରିଜ ପରେ ଏକ ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ମଧ୍ୟ ଖେଳାଯିବ। ୱେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ…
କୋଭିଡ୍ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ
ନୂଆଦିଲ୍ଲୀ, ୨୭।୧: କୋଭିଡ୍ ସ୍ଥିତିକୁ ନେଇ ଦିଲ୍ଲୀର ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଗୁରୁବାର ଏକ ସମୀକ୍ଷା ବୈଠକ କରିବେ। ଏହି ବୈଠକ ରାଜ୍ୟପାଳ ଅନୀଲ ବାଇଜଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ମଧ୍ୟ୍ୟାହ୍ନ ୧୨.୩୦ରେ ବୈଠକ ହେବାକୁ ଧାର୍ଯ୍ୟ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ…
ଶାସ୍ତ୍ରୀଙ୍କ ପାଖରେ ନାହିଁ ଧୋନୀଙ୍କ ଫୋନ୍ ନମ୍ବର: କାରଣ ଜାଣିଲେ…
ଓମାନ,୨୭।୧:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାକୟ ମହେନ୍ଦ୍ର ସିଂ ଧୋନୀଙ୍କ ଜଣେ କିମ୍ବଦନ୍ତୀ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆକୁ ୩ଟି ଆଇସିସି ଟ୍ରଫିରେ ଜିତିଛି। ଦେଶ-ବିଦେଶରେ ତାଙ୍କର ବହୁ ପ୍ରଶଂସକ ମଧ୍ୟ ଅଛନ୍ତି। କିନ୍ତୁ ଆପଣ ଜାଣି…
୧୪ ବଲ୍ରେ ବିସ୍ଫୋରକ ୭୬ ରନ୍ର ଇନିଂସ ଖେଳି ଚକିତ କଲେ ଏହି କ୍ରିକେଟର୍
ବାରବାଡେସ୍,୨୭।୮: ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ ରେ କାରିବିଆନ ଦଳ ୨୦ ରନ୍ରେ ଜିତିଛି। ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୨୦ ଓଭରରେ ୫ ଉଇକେଟ ହରାଇ ୨୨୪ ରନ ସଂଗ୍ରହ…
ତଳମୁହାଁ ସଂକ୍ରମଣ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫,୯୦୧ ଆକ୍ରାନ୍ତ
ଭୁବନେଶ୍ୱର,୨୭।୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୫,୯୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୩,୪୧୯ ଚିହ୍ନଟ ହୋଇଥିବାବେଳେ ୨,୪୮୨ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ୦ରୁ ୧୮ ବର୍ଷ ମଧ୍ୟରେ ୭୩୯ ଜଣ…
କରୋନା ନେଲା ଆଉ ୮ ଜୀବନ
ଭୁବନେଶ୍ୱର,୨୭।୧(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବାଲେଶ୍ୱରର ୮୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଭୁବନେଶ୍ୱରର ୮୨ ବର୍ଷୀୟ ବୃଦ୍ଧ, କେନ୍ଦୁଝରର ୬୪ ବର୍ଷୀୟ ବୃଦ୍ଧା, କୋରାପୁଟର ୪୫ ବର୍ଷୀୟ ବ୍ୟକ୍ତି,ରାୟଗଡ଼ାର ୪୫ ବର୍ଷୀୟ ମହିଳା,…
Archives


