ସପ୍ତମ ବେତନ କମିଶନ ଦରମାରେ ପାତରଅନ୍ତର
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ବହୁ ବିଳମ୍ବରେ ରାଜ୍ୟ ସରକାର ୬୬୨ ଏବଂ ୪୮୮ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ହାରରେ ଦରମା ଦେବାକୁ ନିଷ୍ପତ୍ତି ନେଲେ। ୨୦୨୧ ଡିସେମ୍ବର ୩୧ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ…
ଶ୍ରୀଜଗନ୍ନାଥ, ସାହିଯାତକୁ ନେଇ ରାପ୍ ଭିଡିଓ ‘ପୁରୀ ଟୋକା’
ପୁରୀ ଅଫିସ, ୨୯ା୧: ଆଧୁନିକ ରାପ୍ ସଙ୍ଗୀତରେ ଶ୍ରୀଜଗନ୍ନାଥ ସଂସ୍କୃତିର ଛାପ ଦେଖିବାକୁ ମିଳିଛି। ଏଭଳି ଆକର୍ଷଣୀୟ ରାପ୍ ସଙ୍ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ରାପର ‘ବିଗ୍ଡିଲ୍’ ଭାବେ ପରିଚିତ ପୁରୀର ସମୀର ରିଷୁ ମହାନ୍ତି। ପୂର୍ବରୁ ସେ ଏକାଧିକ ରାପ୍…
ଆରମ୍ଭରୁ ୟୁରିଆ କଳାବଜାର
ବରଗଡ଼ ଅଫିସ୍,୨୯।୧: ବରଗଡ଼ ଜିଲାରେ ରବିଚାଷ କାର୍ଯ୍ୟ ଆରମ୍ଭ ହୋଇଛି। ଚାଷୀମାନେ ଧାନ ବୁଣାବୁଣି କରିସାରିଥିବା ବେଳେ ଅନେକ ସ୍ଥାନରେ ଧାନପହ୍ଲା ରୁଆ ଚାଲିଛି। ତେବେ ରବି ଫସଲ ଆରମ୍ଭରୁ ୟୁରିଆ ସାରକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହି କ୍ରମରେ…
ମହାରାଷ୍ଟ୍ର ମହିଳା ପୋଲିସଙ୍କ ପାଇଁ ଖୁସି ଖବର
ମୁମ୍ବାଇ,୨୯ ।୧: ମହାରାଷ୍ଟ୍ରର ମହିଳା ପୋଲିସଙ୍କ ପାଇଁ ଖୁସି ଖବର । ସରକାର ଏବେ ସେମାନଙ୍କ ଡ୍ୟୁଟି ଟାଇମକୁ କମାଇ ଦେଇଛନ୍ତି । ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ସଞ୍ଜୟ ପାଣ୍ଡେଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ନିର୍ଦ୍ଦେଶ ଅନୁଯାୟୀ, ସମ୍ପୂର୍ଣ୍ଣ ରାଜ୍ୟରେ ଏବେ…
କେବିଏନ୍ ଗ୍ୟାଙ୍ଗ୍ ମୁଖ୍ୟ ବୁବୁ ଜେନା ଗିରଫ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜଧାନୀରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବା ସହ ଏହାର ଭିଡିଓ ଭାରଇରାଲ କରି ଚର୍ଚ୍ଚାକୁ ଆସିଥିବା କେବିଏନ୍ (କୋଇ ଭି ନହିଁ) ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ଶେଷରେ ଧରାପଡିଛନ୍ତି। ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଖଣ୍ଡିଗିରି…
ଆସିପାରେ କାମଚଳା ବଜେଟ
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ ପ୍ରସ୍ତୁତି ଏକ ପ୍ରକାର ଶେଷ କରିଦେଇଛନ୍ତି। ଗତ ସେପ୍ଟେମ୍ବରରୁ ଅର୍ଥ ବିଭାଗ ପକ୍ଷରୁ ବଜେଟ ଆଗତ ପ୍ରକ୍ରିୟାକୁ ଜୋର୍ଦାର ଭାବେ ଆରମ୍ଭ କରାଯାଇଥିଲା। ଇତିମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି।…
୫୧ ଶିଳ୍ପ ନେଇଛନ୍ତି ୬୯୮୯.୩୯ କୋଟି
ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଶିଳ୍ପାୟନ ପାଇଁ ସରକାର ଜମି ଦେଉଛନ୍ତି। ହେଲେ ବିଭିନ୍ନ ଶିଳ୍ପସଂସ୍ଥା ସେହି ଜମିକୁ ଉଦ୍ଦେଶ୍ୟ ବାହାରେ ଅନ୍ୟ କାର୍ଯ୍ୟରେ ବିନିଯୋଗ କରୁଛନ୍ତି। ଫଳରେ ମୂଲ୍ୟବାନ ଜମି ଦୀର୍ଘଦିନ ଧରି ତଥାକଥିତ ଶିଳ୍ପ ମାଲିକମାନଙ୍କ କବ୍ଜାରେ ରହୁଛି। ସରକାରୀ ଜମି ବନ୍ଧକ…
ପୁଣି ଖସିଲା ପାରଦ, ୩୧ ଯାଏ ଶୀତର ପ୍ରକୋପ ଜାରି
ଭୁବନେଶ୍ୱର,୨୮ା୧(ବ୍ୟୁରୋ)-ରାଜ୍ୟରେ ଗତ କିଛିଦିନ ହେବ ପାରଦ ଉପରମୁହାଁ ରହିଥିବା ବେଳେ ଗୁରୁବାରଠାରୁ ତଳମୁହାଁ ହୋଇଛି। କେତେକ ସ୍ଥାନରେ ଶୀତ ଲହରି ଆରମ୍ଭ ହୋଇଛି। ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡାବାୟୁ ପ୍ରବାହ ଯୋଗୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସିଛି। ୮ଟି ସ୍ଥାନରେ…
‘ରୋହିତଙ୍କ ବ୍ୟତିତ ଅନ୍ୟ ବିକଳ୍ପ ନାହିଁ’
ନୂଆଦିଲ୍ଲୀ,୨୮।୧: ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ୍ରେ ଦିନିକିଆ- ଟି୨୦ ଅଧିନାୟକ ଭାବେ ଦାୟିତ୍ୱ ନିର୍ବାହ କରିବେ ରୋହିତ ଶର୍ମା। ନିକଟରେ ବିରାଟ କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡ଼ି ଥିବା ଯୋଗୁ ତାଙ୍କ ସ୍ଥାନରେ ରୋହିତଙ୍କୁ ଏହି ଦାୟିତ୍ୱ ଦିଆଯିବା…
ଦିନରେ ମାଲାୟଲମ୍ ରାତିରେ ବଙ୍ଗାଳି ରୀତିନୀତିରେ ବିବାହ କଲେ ମୌନି
ବିବାହ ବନ୍ଧନରେ ବାନ୍ଧି ହେଲେ ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ। ବ୍ୟବସାୟୀ ସୁରଜ ନାମ୍ବିଆଙ୍କ ହାତ ଧରିଛନ୍ତି ସେ। ଦିନରେ ମାଲାୟଲମ୍ ରାତିରେ ବଙ୍ଗାଳି ରୀତିନୀତିରେ ଉଭୟ ବିବାହ କରିଛନ୍ତି। ଅନେକ ଦିନ ଧରି ଚାଲିଥିବା ଡେଟ୍ ବିବାହରେ…
‘ମୁଁ ଟିସୁ ପେପର୍ ନୁହେଁ’: କାନ୍ଦିକାନ୍ଦି ଏମିତି କହିଲେ ରାଖୀ…
ବମ୍ବେ: ଡ୍ରାମା କୁଇନ୍ ରାଖୀ ସାୱନ୍ତ ଲୋକପ୍ରିୟ ରିଆଲିଟି ଶୋ’ ବିଗ ବସ -୧୫ରୁ ବାହାରି ଯାଇଛନ୍ତି । ସେ ବିଗ ବସ୍ରୁ ବାହାରିବା ପରେ ତାଙ୍କ ପ୍ରଶଂସକଙ୍କୁ ଝଟକା ଲାଗିଥିଲା ବେଳେ ସେମାନେ ଦୁଃଖ ପ୍ରକାଶ କରିଛନ୍ତି। କାହିଁକି ନା…
ବୈଜ୍ଞାନିକଙ୍କ ଚେତାବନୀ: ମାନବଜାତି ପାଇଁ ଘାତକ ହୋଇପାରେ କରୋନାର ନୂଆ ଭାରିଆଣ୍ଟ ‘ନିଓକୋଭ୍’
ନୂଆଦିଲ୍ଲୀ,୨୮।୧: ମହାମାରୀ କରୋନାର ଗୋଟିଏ ପରେ ଗୋଟିଏ ଭାରିଆଣ୍ଟ ବିଶ୍ୱବାସୀଙ୍କ ନିଦ ହଜାଇଥିବା ବେଳେ ଏବେ ନୂଆ ବିପଦ ସାମ୍ନାକୁ ଆସିଛି। ଚାଇନାର ଉହାନ ସହରର ବୈଜ୍ଞାନିକ କରୋନାର ନୂଆ ରୂପ NeoCov(ନିଓକୋଭ୍) ଭାଇରସ୍କୁ ଚିହ୍ନଟ କରିଛନ୍ତି। ଏହା ବେଶ ମାରାତ୍ମକ…
Archives


