ଡ୍ରେସ୍‌ଅପ ହେବା ପାଇଁ ମାନୁଷୀଙ୍କୁ ଲାଗିଥିଲା ଏତିକି ଘଣ୍ଟା

ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥୀରାଜ’ ଏବେ ଖୁବ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ମିସ ୱାଲର୍‌ଡ ମୁକୁଟ ଜିତିଥିବା ମାନୁଷୀ ଛିଲରଙ୍କୁ ଦେଖିବାକୁ ମିଳିବ। ଏହା ଏକ ଐତିହାସିକ କାହାଣୀ ଉପରେ ଆଧାରିତ। ଫିଲ୍ମଟି ଜୁନ୍‌ ୩ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ। ଅକ୍ଷୟ କୁମାର ପୃଥୀରାଜଙ୍କ ଭୂମିକାରେ ନଜର ଆସୁଥିବାବେଳେ ମାନୁଷୀଙ୍କ ସଂୟୋଗିତା ଭୂମିକାରେ ନଜର ଆସିବେ। ତେବେ ଏହି ଫିଲ୍ମରେ ମାନୁଷୀଙ୍କ ବ୍ରାଇଡାଲ ଲୁକ୍‌ ପାଇଁ ୨୫ ଜଣ ସାମିଲ ଥିଲେ। ଏହା ନିଜେ ମାନୁଷୀ ଏକ ସାକ୍ଷାତକାର ମାନୁଷୀ ଖୁଲାସା କରିଛନ୍ତି । ସେ କହିଛନ୍ତି ,‘ସମ୍ରାଟ ପୃଥୀରାଜ’ର ଫିଲ୍ମରେ ବିବାହର ସିକ୍ବେନ୍ସ ସବୁଠାରୁ ଅଧିକ ଲମ୍ବା ଶୁଟ ଥିଲା। ଏଥିପାଇଁ ୨୫ ଜଣ ଲୋକ ମିଶି ୩ ଘଣ୍ଟା ସଜେଇଥିଲେ। କାରଣ ନିର୍ଦ୍ଦେଶକ ରାଜକୁମାରୀ ସୟୋଂଗିତାଙ୍କୁ ନ୍ୟାଚୁରାଲ ଦେଖିବାକୁ ଚାହୁଁଥିଲେ। କିନ୍ତୁ କେଶ ଏବଂ ପୋଷାକକୁ ସେଟ କରିବାକୁ ଘଣ୍ଟା ଘଣ୍ଟା ସମୟ ଲାଗିଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଦିଲ୍ଲୀରେ ରିସେପ୍‌ଶନ ପାର୍ଟି ଦେବେ କିଆରା-ସିଦ୍ଧାର୍ଥ

ମୁମ୍ବାଇ: ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିବାହ ପରେ ଉଭୟ ଦମ୍ପତି ଦିଲ୍ଲୀ ଫେରିଛନ୍ତି। ସିଦ୍ଧାର୍ଥଙ୍କ...

ମଲ୍ଲିକା, ଚାଲ ଯିବା ଚିଲିକା

‘ଯେବେଠାରୁ ଜାନୁ ତୋତେ ଲ..ଲ..ଲଭ୍‌ କଲିଣି, ଗଡ୍‌ ପ୍ରମିଜ ତୋ ପାଇଁକି ପ..ପ..ପାଗଳା ହେଲିଣି, ଜାଗା ଖୋଜୁଛି ମୁଁ ହାଏ ଡେଲି ଡେଲି ତୋତେ ଡେଟିଂ...

୭ ଟନ୍‌ ପାଉଡରରେ ୮୭ ହଜାର ବର୍ଗଫୁଟର ରଙ୍ଗୋଲି, ଖୁସି ବ୍ୟକ୍ତ କଲେ ସୋନୁ

ମୁମ୍ବାଇ: ଅଭିନେତା ସୋନୁ ସୁଦ୍‌ କିଛି ଘଣ୍ଟା ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଦର୍ଶାଇଛନ୍ତି, ତାଙ୍କ ରଙ୍ଗୋଲି...

ସାମ୍ନାକୁ ଆସିଲା ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ପଛର ସତ !

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ଇତି ମଧ୍ୟରେ ଏକ ମାସ ବିତିଲାଣି। ହେଲେ ପ୍ରଶଂସକମାନେ ତାଙ୍କ ମୃତ୍ୟୁକୁ ଗ୍ରହଣ କରିବାକୁ ନାରାଜ। ଅପରପକ୍ଷେ...

‘ଲଭ୍‌ ଆଜ୍‌ କଲ୍‌-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ

ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍‌ କଲ-୨’ର ପ୍ରଥମ ଲୁକ୍‌। ଉଭୟ...

ଧର୍ମ ନିର୍ବିଶେଷରେ ମାନବିକତାକୁ ସମ୍ମାନ ଦିଅନ୍ତି ଜାଭେଦ ଅଖତର

ଗୀତ ହେଉ କି ଗଜଲ, ଭ୍ରମଣ କାହାଣୀ, ଆଲୋଚନା, ସାକ୍ଷାତକାର ସବୁକ୍ଷେତ୍ରରେ ଜଣେ ପାରଙ୍ଗମ ସ୍ରଷ୍ଟା ହେଉଛନ୍ତି ଜାଭେଦ ଅଖତର। ହିନ୍ଦୀ ସିନେମା ଜଗତର ଆଦ୍ୟ...

ଧକ୍‌ ଧକ୍‌ ଗର୍ଲ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ: ମୁମ୍ବାଇ ଘରକୁ ଦେଖିଲେ ଆଖି ଯିବ ଲାଖି

ବମ୍ବେ: ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଧକ୍‌ଧକ୍‌ ଗର୍ଲ ମାଧୁରୀ। ବିବାହ ପରେ ଫିଲ୍ମରେ ସେତେଟା ସକ୍ରିୟ...

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏହି ଅଭିନେତା

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ହେବା ଦୁଇମାସ ପୂରିସାରିଲାଣି। ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ବିଭିନ୍ନ ବର୍ଗରୁ ଦାବି ହୋଇ ଆସୁଛି।...

Advertisement
Archives

Model This Week