ଛାଡପତ୍ର ପରେ ପୂର୍ବ ସ୍ବାମୀଙ୍କୁ ଟାର୍ଗେଟ୍‌ କରି ବର୍ଷିଲେ ଏହି ଅଭିନେତ୍ରୀ

‘ଟେଲି ସିରିଏଲ ‘କହତ ହନୁମାନ ଜୟ ଶ୍ରୀ ରାମ’ର ଫେମ ଅଭିନେତ୍ରୀ ଆଙ୍କାକ୍ଷା ରାୱତ ତାଙ୍କ ବୃତ୍ତିଗତ ଓ ବ୍ୟକ୍ତିଗତକୁ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ଅଭିନେତ୍ରୀ ଜଣକ ୨୦୧୨ରେ ‘ବେହଦ’ର ଫେମ୍‌ ପୀୟୁଷ ସହଦେବଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହ ଅଧିକ ଦିନ ତିଷ୍ଠିି ନଥିଲା । ୫ବର୍ଷ ପୂର୍ବେ ଅର୍ଥାତ ୨୦୧୭ରେ ଦୁହେଁ ଅଲଗା ହୋଇଯାଇଥିଲେ । ଘରୋଇ ହିଂସା ଏବଂ ଟଙ୍କା ମାମଲାରେ ପୀୟୁଷଙ୍କ ନାଁରେ ସେ ଅଭିଯୋଗ ଆଣିଥିଲେ।
ତେବେ ନିକଟରେ ସେ ତାଙ୍କ ପୂର୍ବ ସ୍ବାମୀ ପୀୟୂଷଙ୍କୁ ନେଇ ଟାର୍ଟେଗ କରି କହିଥିଲେ, କିଛି ବିଷାକ୍ତ ଲୋକଙ୍କଠାରୁ କିପରି ଦୂରେଇ ରହିବେ ତାହା ମଧ୍ୟ ସେ ଶିଖିଛନ୍ତି। ମୁଁ ଜାଣେ ସମ୍ପର୍କ କିପରି କାମ କରେ ଏବଂ କାହିଁକି ବିଫଳ ହୋଇ ତଥା ଭାଙ୍ଗିଯାଏ। ପାଞ୍ଚ ବର୍ଷ ପରେ, ମୁଁ ମୋ ଜୀବନରେ ପ୍ରେମ ଏବଂ ଏକ ସୁସ୍ଥ ସମ୍ପର୍କକୁ ସ୍ବାଗତ କରିବାକୁ ପ୍ରସ୍ତୁତ । ମୁଁ ଅନୁଭବ କରୁଛି ଯେ ଏକାକୀ ପ୍ରେମ ଏକ ସମ୍ପର୍କରେ ଯଥେଷ୍ଟ ନୁହେଁ, ଯଦି ଦୁଇଜଣ ଲୋକ ବିବାହ କରନ୍ତି, ତେବେ ସେମାନେ ପରସ୍ପରକୁ ସ୍ପେସ ଏବଂ ସମୟ ଦେବା କଥା । ଏହା ସହ ପରସ୍ପରକୁ ଭଲ ଭାବରେ ଜାଣିବା ଓ ବୁଝିବା ମଧ୍ୟ ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ପୁଣି ଫେରିଲେ ‘ବଚପନ୍‌ କା ପ୍ୟାର୍‌’ ଷ୍ଟାର୍‌

ବଚପନ୍‌ କା ପ୍ୟାର ଫେମ୍‌ ସହଦେବ ଡିରଡୋଙ୍କର ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସହଦେବ ଅଭିନେତ୍ରୀ...

ହାସ୍ୟ ନାୟକ ବ୍ରଜ ପାଣି

ଚତୁର୍ଥ ଶ୍ରେଣୀର କଥା। ସାର୍‌ କହିଥିଲେ, ସ୍କୁଲରେ ‘ପେଟୁ’ ନାଟକ ହେବ। ଆଉ ତୁ ହିଁ ‘ପେଟୁ’ ଚରିତ୍ରରେ ଅଭିନୟ କରିବୁ। ସେଥିଲାଗି ପ୍ରସ୍ତୁତ ଥିଲା...

ପୁଣିଥରେ ସହଯୋଗର ହାତ ବଢାଇଲେ କ୍ୟାଟ୍ରିନା

ମୁମ୍ବାଇ: ଦେଶରେ ଏବେ କରୋନା ସଂକ୍ରମଣ ମାଡି ଚାଲିଥିବା ବେଳେ ଗୋଟିଏ ଦିନରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଛୁଇଁବାକୁ ବସିଲାଣି। ଏହାକୁ ନେଇ...

୪୭ ବର୍ଷ ବୟସରେ ବି ସୁପରଫିଟ୍‌ ମନ୍ଦିରା

ବମ୍ବେ: ବୟସବୃଦ୍ଧି ସମସ୍ତଙ୍କୁ ଚିନ୍ତାରେ ପକାଏ। ହେଲେ କେତେଜଣ ନାୟିକା ଅଛନ୍ତି ଯେଉଁମାନେ ସବୁବେଳେ ଏଭରଗ୍ରିନ୍‌। ସେ ରେଖା ହୁଅନ୍ତୁ ଅବା ମାଧୁରୀ, ବୟସର ଛାପ...

ଲକ୍‌ଡାଉନ୍‌ରେ ଘରୁ ବାହାରିବା କେତେ ବିପଦଜ୍ଜନକ: ଶର୍ଟ ଫିଲ୍ମ ଜରିଆରେ ଲୋକଙ୍କୁ ସୂଚିତ କଲେ ଭାଇଜାନ

ମୁମ୍ବାଇ: କରୋନା ଭାଇରସ୍‌କୁ ରୋକିବା ପାଇଁ ସରକାର ଯଥାସମ୍ଭବ ପ୍ରଚେଷ୍ଟା ଚଳାଇଛନ୍ତି। ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ସାରା ଦେଶରେ ଲକ୍‌ଡାଉନ୍‌ ଜାରି କରାଯାଇଛି। ଏହି ସମୟରେ...

ଟ୍ରମ୍ପଙ୍କ ଗସ୍ତକୁ ନେଇ ରାମ ଗୋପାଳ ବର୍ମାଙ୍କ ଟୁଇଟ୍‌ ହେଉଛି ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀଙ୍କ ସହ ଆସନ୍ତା ୨୪-୨୫ ତାରିଖରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ଭିନ୍ନ ଭିନ୍ନ ଖବର...

ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ

ଆଗଧାଡ଼ିର ପ୍ରଯୋଜକ ରମେଶ ବାରିକ । ମାତ୍ର ଛଅବର୍ଷ ମଧ୍ୟରେ ତାଙ୍କ ଦ୍ୱାରା ପ୍ରଯୋଜିତ ଛଅଟି ଓଡ଼ିଆ ସିନେମା ପରଦା ଉପରକୁ ଆସିସାରିଛି । ଅନ୍ୟପକ୍ଷରେ...

ଲକ୍‌ଡାଉନରେ ପୁଅର ଚୁଟି କାଟୁଛନ୍ତି ଶୈଫ

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ ପାଇଁ ଦେଶରେ ଚାଲିଛି ଲକ୍‌ଡାଉନ୍‌। ଏହି ସମୟରେ ସମସ୍ତେ ନିଜ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି।...

Advertisement
Archives

Model This Week