Home Left

ରାଜ୍ୟରୁ ସୁସ୍ଥ ହେଲେ ୮୧୮୧ କରୋନା ଆକ୍ରାନ୍ତ

ଭୁବନେଶ୍ବର,୩୧।୧(ବ୍ୟୁରୋ) : ରାଜ୍ୟରେ ଏବେ ଦୈନିକ କୋଭିଡ ସଂକ୍ରମଣ ହାର ଧିରେ ଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଉଛି। ସୋମବାର ରାଜ୍ୟରେ ୮୧୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏଯାଏ ମୋଟ୍‌…

ଏହି ଦିନ ରିଲିଜ୍‌ ହେବ ଫିଲ୍ମ ‘ଆର୍‌ଆର୍‌ଆର୍‌’

ମୁମ୍ବାଇ: ୨୦୨୨ର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଫିଲ୍ମ ଆର୍‌ଆର୍‌ଆର୍‌ ଅନ୍ୟତମ। ଏହି ଫିଲ୍ମରେ ଜୁନିୟର ଏନ୍‌ଟିଆର ଏବଂ ରାମ ଚରଣ ନଜର ଆସିବେ। ଦେଶରେ କୋଭିଡ୍‌ ସଂକ୍ରମଣ ବଢୁଥିବାରୁ ଫିଲ୍ମ ନିର୍ମାତା ଅନିଶ୍ଚିତତା ମଧ୍ୟରେ ଥିଲେ। ଫିଲ୍ମକୁ ମାର୍ଚ୍ଚ ୧୮…

୩ରୁ ବର୍ଷିବ!

ଭୁବନେଶ୍ୱର,୩୧।୧(ବ୍ୟୁରୋ): ରାଜ୍ୟରେ ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତିର ତାପମାତ୍ରା ୩ ରୁ ୫ ଡିଗ୍ରୀ ଯାଏ ବୃଦ୍ଧି ହେବାର ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଫେବୃୟାରୀ ୪ ତାରିଖରେ ସୁନ୍ଦରଗଡ଼, ଦେବଗଡ, ଅନୁଗୋଳ,  ଢେଙ୍କାନାଳ, ଯାଜପୁର, କେନ୍ଦୁଝର…

ଫେବୃୟାରୀ ୩ ରୁ ଖୋଲିବ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ

କୋଲକାତା,୩୧।୧: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଏହାକୁ ଦୃଷ୍ଟିରେ ରାଜ୍ୟରେ ଫେବୃୟାରୀ ୩ ରୁ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏ ନେଇ ସୋମବାର ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ଏଥିସହ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକ ମଧ୍ୟ…

କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୋଳ,୩୧।୧: ତାଳଚେର ବ୍ଲକର କନିଷ୍ଠ ଯନ୍ତ୍ରୀ ବିରଞ୍ଚି ନାରାୟଣ ସାହୁଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ କରିଛିି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନ ସମେତ ୪ଟି ଜାଗାରେ ଭିଜିଲାନ୍ସ ଏକକାଳୀନ ଚଢ଼ାଉ କରିଛି। ବିରଞ୍ଚିଙ୍କ କୁମଣ୍ଡସ୍ଥିତ ବାସଭବନ,…

୯୨ ବର୍ଷରେ କରୋନାକୁ ହରାଇଲେ ଲତା ମଙ୍ଗେସ୍‌କର

କୋକିଳକଣ୍ଠୀ ତଥା ଭାରତ ରତ୍ନ ଉପାଧି ପାଇଥିବା ଲତା ମଙ୍ଗେସ୍‌କରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଛି। ସେ କରୋନାରୁ ମୁକ୍ତି ପାଇଛନ୍ତି। ଲତା କରୋନାରୁ ସୁସ୍ଥ ହୋଇଥିବା ବ୍ରିଚ କାଣ୍ଡି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି।…

ବେବି ପ୍ଲାନିଂକୁ ନେଇ କ’ଣ କୁହନ୍ତି ଉର୍ମିଳା

ମୁମ୍ବାଇ: ବଲିଉଡ୍ ରଙ୍ଗିଲା ଗର୍ଲ ଉର୍ମିଳା ମାତୋଣ୍ଡକର ନିକଟରେ ଏକ ସାକ୍ଷାତ୍‌କାରରେ ମନଖୋଲି ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫ ବିଷୟରେ କଥା ହୋଇଛନ୍ତି । ବିବାହ ପରେ ବଡ ପରଦାକୁ ଅଲବିଦା କହିଥିବା ଉର୍ମିଳା ଏବେବି ଭଲ ପ୍ରୋଜେକ୍ଟ ମିଳିଲେ…

ଅଧିନାୟକ ପଦ ଛାଡିବା ପରେ ପ୍ରଥମଥର ମୁହଁ ଖୋଲିଲେ ବିରାଟ କୋହଲି

ନୂଆଦିଲ୍ଲୀ,୩୧।୧:ନିକଟରେ ବିରାଟ କୋହଲି ଭାରତର ଟେଷ୍ଟ ଦଳର ଅଧିନାୟକତ୍ୱ ଛାଡିଛନ୍ତି। ଏହା ସହିତ ସେ ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକ ପଦ ହରାଇଛନ୍ତି। ବିରାଟଙ୍କ ଏହି ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି। ଏହା ପଛର କାରଣ ହେଉଛି ବିରାଟ ଭାରତର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗଲା ୨ ଜୀବନ

କଟକ ସଦର,୩୧। ୧(ଡି.ଏନ୍‌.ଏ): କଟକ – ପାରାଦୀପ ରାସ୍ତାର ରାମକମରପୁର ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ସ୍କୁଟି ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ କିଶନନଗର ଥାନା ଅନ୍ତର୍ଗତ ପାଇକାଣ ଗ୍ରାମର ସରୋଜ…

ଟୁଇଟର୍‌ରେ ରାଜ୍ୟପାଳଙ୍କୁ ବ୍ଲକ୍‌ କଲେ ମୁଖ୍ୟମନ୍ତ୍ରୀ

କୋଲକତା,୩୧।୧: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଏବଂ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାରଙ୍କ ମଧ୍ୟରେ ତିକ୍ତତା ତୀବ୍ର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳଙ୍କୁ ଟୁଇଟର୍‌ରେ ବ୍ଲକ୍‌ କରିଛନ୍ତି। ସେ ଏପରି ନିଷ୍ପତ୍ତି ନେଇ କହିଛନ୍ତି, ରାଜ୍ୟପାଳ ପ୍ରତିଦିନ ଟୁଇଟରରେ…

କରୋନା କଟକଣାରେ କୋହଳ କଲେ ପଶ୍ଚିମବଙ୍ଗ ସରକାର

କୋଲକାତା,୩୧ ।୧: କରୋନା କଟକଣାରେ ସାମାନ୍ୟ କୋହଲ କରିଛନ୍ତି ପଶ୍ଚିମବଙ୍ଗ ସରକାର । ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଏଣିକି ନାଇଟ କର୍ଫ୍ୟୁ ରାତି ୧୦ଟା ପରିବର୍ତ୍ତେ ୧୧ଟାରୁ ଭୋର ୫ଟା ପର୍ଯ୍ୟନ୍ତ ଲାଗୁ କରାଯିବ । ସେହିପରି ରେସ୍ତୋରାଁ,…

ସ୍ମାର୍ଟ କ୍ଲାସ ରୂପାନ୍ତରିତ କାର୍ଯ୍ୟ ତଦାରଖ କଲେ ଗଞ୍ଜାମ ଜିଲାପାଳ

ଗଞ୍ଜାମ,୩୦।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ଗ୍ରସ୍ତରେ ଆସି ସ୍କୁଲରେ ଚାଲିଥିବା ରୂପାନ୍ତରିତ କାର୍ଯ୍ୟ ତଦାରଖ କରିଥିଲେ। ଏଥିରେ ବିଡିଓ ବିଶ୍ୱଜିତ୍‌ ରାୟ, ପୁରାତନ ଛାତ୍ର ରବୀନ୍ଦ୍ର କୁମାର ପଣ୍ଡା, ହାଇସ୍କୁଲ କିରାଣି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri