Home Left

ପ୍ରତିଶୋଧ ରାଜନୀତି କରୁଛି ଏସ୍‌ପିି

ନୂଆଦିଲ୍ଲୀ,୧।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସେଠାରେ ପ୍ରଥମ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବା ଅବସରରେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିକାଶ ରାଜନୀତି ଠାରୁ…

ଆବାସ ପ୍ଲସ୍‌ ଖୋଲିବାକୁ ପୁଣି ଚିଠି ଲେଖିଲା ରାଜ୍ୟ

ଭୁବନେଶ୍ୱର,୧ା୨(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମ୍‌ଏୱାଇ-ଜି) ଅଧୀନରେ ଗୃହ ମଞ୍ଜୁର କରିବା ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ପୁଣି ମନେପକାଇ ଦେଇଛନ୍ତି। ରାଜ୍ୟ ସରକାର ଘର ଯୋଗାଇ ଦେବାକୁ କେନ୍ଦ୍ରକୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳୁନାହିଁ।…

ଦୁର୍ଘଟଣା କମାଇବାକୁ ଆଜିଠୁ କଡ଼ା ଚେକିଂ

ଭୁବନେଶ୍ୱର,୧ା୨(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରାଇବା ପାଇଁ ପରିବହନ ବିଭାଗ ପକ୍ଷରୁ ଜୋର୍‌ଦାର ପ୍ରୟାସ ଆରମ୍ଭ ହୋଇଛି। ପ୍ରତ୍ୟେକ ବର୍ଷ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାରଙ୍କୁ ବାରମ୍ବାର ସୁପ୍ରିମକୋର୍ଟ କମିଟି ଆଗରେ…

ଇଲେକ୍ଟ୍ରି ଗାଡ଼ି କିଣିଥିଲେ ପିଛିଲା ଭାବେ ମିଳିବ ସବ୍‌ସିଡି

ଭୁବନେଶ୍ୱର,୧ା୨(ବ୍ୟୁରୋ): ବିଦ୍ୟୁତ୍‌ ଚାଳିତ ଗାଡ଼ି କ୍ରୟ କରିଥିବା ଗ୍ରାହକମାନଙ୍କ ଲାଗି ଖୁସି ଖବର ଆସିଛି। ଏହି ଗାଡ଼ି କ୍ରୟ ସମୟରେ ଗ୍ରାହକମାନଙ୍କୁ ରେଜିଷ୍ଟ୍ରେଶନ ଫି ଓ ମୋଟରଯାନ ଟିକସ ଦେବାକୁ ପଡ଼ି ନ ଥିଲା। ଏବେ ଅତିରିକ୍ତ ୧୫ ପ୍ରତିଶତ ସବ୍‌ସିଡି…

ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ ଅଫିସ, ୧ା୨: ହାଇକୋର୍ଟରେ ସୋମବାର ଢିଙ୍କିଆ ବିବାଦ ମାମଲାର ଶୁଣାଣି ହୋଇଛି। ଏ ନେଇ ହାଇକୋର୍ଟରେ ଦାଏର ହୋଇଥିବା ୩ଟି ଯାକ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରାଯାଇଛି। ପ୍ରତିଜବାବ ରଖିବାକୁ ଆବେଦନକାରୀଙ୍କୁ କୋର୍ଟ ନିର୍ଦ୍ଦେଶ…

ଆଜିଠୁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୧ା୨: କୋଭିଡ୍‌ କଟକଣା ଯୋଗୁ ୨୦ ଦିନ ଧରି ଶ୍ରୀମନ୍ଦିର ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ପୁଣି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଏନେଇ ସୋମବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର (ଏସ୍‌ଓପି) ପ୍ରକାଶ ପାଇଛି। ଏହି…

ରାଜଧାନୀରେ ବେକାବୁ ହେଉଛି କରୋନା: ପ୍ରତିଦିନ ଟିକା ନ ନେଇଥିବା ଲୋକଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୧ ।୨: ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ କମ୍ ହୋଇଛି । ହେଲେ ସଂକ୍ରମିତ ରୋଗୀଙ୍କ ମୃତ୍ୟୁ କମ୍ ହେବାର ନାଁ ନେଉନି । ଦିଲ୍ଲୀ ସରକାରଙ୍କ ଅନୁଯାୟୀ, ଯେଉଁମାନେ ଭ୍ୟାକ୍ସିନ ନ ନେଇଛନ୍ତି ଓ ଯେଉଁମାନେ ପୂର୍ବରୁ କିଛି…

ଫ୍ରାନ୍ସରେ କମୁନି କରୋନା ସଂକ୍ରମଣ

ପ୍ୟାରିସ,୧ ।୨: ଗତ ପ୍ରାୟ ଦୁଇଦିନ ହେବ ଫ୍ରାନ୍ସରେ କରୋନା ସଂକ୍ରମଣ ସାମନ୍ୟ କମ୍ ହୋଇଥିବା ବେଳେ ପୁଣିଥରେ ଆମେରିକାକୁ ପଛରେ ପକାଇ ଶୀର୍ଷରେ ପହଞ୍ଚିଛି ଫ୍ରାନ୍ସ । ନୂଆ ସଂକ୍ରମଣକୁ ନେଇ ଏବେବି ଆମେରିକା ଶୀର୍ଷରେ ଥିବା ବେଳେ ଫ୍ରାନ୍ସରେ…

କଟକଣା କୋହଳ କଲେ ସରକାର

ସିମଲା,୩୧।୧: କୋଭିଡ୍‌ ସଂକ୍ରମଣ କମୁଥିବା ବେଳେ ହିମାଚଳପ୍ରଦେଶର ସରକାର ଫେବୃୟାରୀ ୩ରୁ ନବମରୁ ଦ୍ୱାଦଶ ଛାତ୍ରୀଛାତ୍ରଙ୍କ ପାଇଁ ସ୍କୁଲ୍‌ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି କୋଚିଂ କ୍ଲାସ, ଲାଇବ୍ରେରୀ, ଜିମ୍‌ ଏବଂ କ୍ଲବ୍‌ ଖୋଲିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ ସୋମବାର…

ଆର୍ଥିକ ଅନାଟନ ପାଇଁ ନିଜ ପାଠପଢା ଛାଡିବାକୁ ବସିଥିଲେ ଅଭିଷେକ ବଚ୍ଚନ

ପରିବାରର ଆର୍ଥିକ ଅନାଟନ ପାଇଁ ନିଜ ପାଠପଢା ଛାଡିବାକୁ ବସିଥିଲେ ଜୁନିୟର ବଚ୍ଚନ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିଲିନ୍ଦ ଦେଓରା ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ଅଭିଷେକ ବଚ୍ଚନ ପରିବାର ଆର୍ଥିକ ସଂକଟ ପାଇଁ ନିଜର ପାଠପଢା ଛାଡିବା କଥା କହୁଛନ୍ତି…

ଅଭିନେତା କୁନାଲଙ୍କ ଘରେ ନୂଆ ଅତିଥି: ପୁତ୍ର ସନ୍ତାନ ଜନ୍ମଦେଲେ ନୈନା

ଅଭିନେତା କୁନାଲ କପୁର ଏବଂ ସ୍ତ୍ରୀ ନୈନା ବଚ୍ଚନଙ୍କ ଘରକୁ ଏକ ନୂଆ ଅତିଥି ଆସିଛନ୍ତି। ନୈନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏ ନେଇ କୁନାଲ କପୁର ସୋମବାର ତାଙ୍କ ଇନଷ୍ଟାଗ୍ରାମରେରେ ଶେୟାର କରିଛନ୍ତି। ଉଭୟଙ୍କ ପ୍ରଶଂସକ…

ରାଜ୍ୟରୁ ସୁସ୍ଥ ହେଲେ ୮୧୮୧ କରୋନା ଆକ୍ରାନ୍ତ

ଭୁବନେଶ୍ବର,୩୧।୧(ବ୍ୟୁରୋ) : ରାଜ୍ୟରେ ଏବେ ଦୈନିକ କୋଭିଡ ସଂକ୍ରମଣ ହାର ଧିରେ ଧିରେ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଉଛି। ସୋମବାର ରାଜ୍ୟରେ ୮୧୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଓଡିଶାରେ ଏଯାଏ ମୋଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri