Posted inଖେଳ

ଫାଇନାଲରେ ପହଞ୍ଚି ପାରିଲାନି ଭାରତ, ବ୍ରୋଞ୍ଜ ପାଇଁ ଖେଳିବ

ଜାକର୍ତ୍ତା,୩୧।୫: ଏସିଆ କପ ୨୦୨୨ର ଫାଇନାଲରେ ପହଞ୍ଚି ପାରିନାହିଁ ଭାରତୀୟ ହକି ଟିମ୍‌। ମଙ୍ଗଳବାର ଖେଳାଯାଇଥିqବା ସୁପର ୪ର ଅନ୍ତିମ ମୁକାବିଲାରେ ଭାରତ ଏବଂ ଦକ୍ଷିଣ କୋରିଆ ମ୍ୟାଚ୍‌ ୪-୪ ମ୍ୟାଚ ଡ୍ର ରହିଛି। ଏହି ମ୍ୟାଚ ଜିତିଥିଲେ ଭାରତ ଫାଇନାଲରେ ପ୍ରବେଶ କରିଥାଆନ୍ତା। କିନ୍ତୁ ଦୁଭାର୍ଗ୍ୟବଶତଃ ମ୍ୟାଚ୍‌ ଡ୍ର ହେବାରୁ ଟିମ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି।

ସୁପର ୪ରେ ଭାରତ, ମାଲେସିୟା ଓ କୋରିଆ ସମାନ ୫ ପଏଣ୍ଟ ଲେଖାଏ ପାଇଛନ୍ତି। ହେଲେ ଗୋଲ ବ୍ୟବଧାନ ଯୋଗୁ ଭାରତ ଫାଇନାଲ ଟିକେଟ ହାସଲ କରିପାରି ନାହିଁ। ଏବେ ଭାରତ ବୁଧବାର ଜାପାନ ସହ ବ୍ରୋଞ୍ଜ ପଦକ ପାଇଁ ମ୍ୟାଚ୍‌ ଖେଳିବ। ସେହିପରି କୋରିଆ ଓ ମାଲେସିଆ ଟ୍ରଫି ପାଇଁ ଲଢ଼େଇ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ଉପଲବ୍ଧି ହାସଲ କଲେ ପନ୍ତ

ଚଟ୍ଟଗ୍ରାମ,୧୪।୧୨: ଚଟ୍ଟଗ୍ରାମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟକ୍ତିଗତ ସଫଳତା ହାସଲ କରିବାରେ ସଫଳ...

କେବେ ଏମିତି ଘଟିବ ଭାବି ନ ଥିଲି, କାହିଁକି ଏପରି କହିଲେ ଦ୍ରାବିଡ

ବେଙ୍ଗାଲୁରୁ,୨୦।୬: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ ପ୍ରାୟ ୮ ମାସ ପୂରଣ କରିଛନ୍ତି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା...

ବାରବାଟୀ ଦିନିକିଆ: ମୁଖ୍ୟମନ୍ତ୍ରୀ କିଣିଲେ ଗ୍ୟାଲେରି ନଂ-୧ ଟିକେଟ୍‌

କଟକ ଅଫିସ,୧୧।୧୨- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ୍‌ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଅଫଲାଇନ୍‌ ଟିକେଟ୍‌...

ପଡିଆରେ ଭୋ-ଭୋ ହୋଇ କାନ୍ଦିଲେ ଖେଳାଳି

ଟୋକିଓ,୬।୮: ଭାରତୀୟ ମହିଳା ହକି ଦଳ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାର ସୁଯୋଗ ପାଇ ହରାଇଛି। ଶୁକ୍ରବାର ଏକ ରୋମାଞ୍ଚକର ବ୍ରୋଞ୍ଜ ପଦକ...

ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌:ସାଇନା-ସିନ୍ଧୁ ମୁକାବିଲା ସମ୍ଭବ

ନୂଆଦିଲ୍ଲୀ, ୧୧ା୮ (ପି.ଟି.)-ସୁଇଜରଲାଣ୍ଡର ବାସେଲଠାରେ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଡ୍ର’ ଅନୁଷ୍ଠିତ ହୋଇଯାଇଛି।...

ଆଇପିଏଲ୍‌ ୨୦୨୧ରେ ୯ ଦଳ ଖେଳିବା ସମ୍ଭାବନା

ଦୁବାଇ, ୧୨।୧୧- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ସଂସ୍କରଣ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ସଫଳତାର ସହ ସମ୍ପନ୍ନ ହୋଇଛି। ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ...

ବିଶ୍ୱ ବିଜୟୀ ନ୍ୟୁଜିଲାଣ୍ଡର ସ୍ବଦେଶ ପ୍ରତ୍ୟାବର୍ତ୍ତନ

ଅକଲାଣ୍ଡ,୨୭।୬(ପି.ଟି.): ଫାଇନାଲରେ ଭାରତକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଜିତିଥିବା କେନ୍‌ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛି। ଶନିବାର ଏହି ଦଳ...

୬୦ରେ ରୋକିଦେଲେ ମୁଜୀବ-ରଶିଦ

ଶାରଜା,୨୫।୧୦: ସ୍କଟଲାଣ୍ଡକୁ ୬୦ ରନ୍‌ରେ ଅଲଆଉଟ୍‌ କରି ଦେଇଛି ଆଫଗାନିସ୍ତାନର ଦୁଇ ସ୍ପିନରଙ୍କ ଯୋଡ଼ି। ମୁଜୀବ ଉର ରେହମାନ ୪ ଓଭରରେ ୨୦ ରନ୍‌ ବ୍ୟୟରେ...

Advertisement
Archives

Model This Week