ଅଖିଳେଶଙ୍କ ସାମ୍ନାରେ କେନ୍ଦ୍ର ମନ୍ତ୍ରୀଙ୍କୁ ଛିଡ଼ା କଲା ଭାଜପା
ନୂଆଦିଲ୍ଲୀ,୧।୨: ବିଧାନସଭା ନିର୍ବାଚନରେ ପଦାର୍ପଣ କରିବାକୁ ଯାଉଥିବା ଅଖିଳେଶ ଯାଦବଙ୍କ ଚିରପ୍ରତିଦ୍ୱନ୍ଦ୍ୱୀ ହେବାକୁ ଯାଉଛନ୍ତି କେନ୍ଦ୍ର ମନ୍ତ୍ରୀ ଏସ୍ପି ସିଂ ବଘେଲ। ଭାଜପା ପ୍ରାର୍ଥୀ କେନ୍ଦ୍ର ମନ୍ତ୍ରୀ ଏକଦା ସମାଜବାଦୀ ପାର୍ଟି ନେତାଙ୍କ ବାପା ମୁଲାୟମ ସିଂ ଯାଦବଙ୍କ ଘନିଷ୍ଠ ଥିଲେ।…
ଅର୍ଜୁନ କପୁରଙ୍କ ନମ୍ବର ଡିଲିଟ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ, ପୂରା ଘଟଣା ଜାଣିଲେ…
ବଲିଉଡ୍ ଅଭିନେତ୍ରୀ ପରିଣିତି ଚୋପ୍ରା ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାନ୍ତି। ଫିଲ୍ମ ସହିତ ସେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରାନ୍ତି । ଏହି କ୍ରମରେ, ଅଭିନେତ୍ରୀ ନିକଟରେ ତାଙ୍କ ସୋସିଆଲ…
ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ, ବଜେଟ ଉପସ୍ଥାପନ ପୂର୍ବରୁ ବସିବ କ୍ୟାବିନେଟ ବୈଠକ
ନୂଆଦିଲ୍ଲୀ, ୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ବଜେଟ ଉପସ୍ଥାପନ ଲାଗି ସଂସଦ ଭବନରେ ପହଞ୍ଚିଛନ୍ତି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ ପେପରଲେସ ରହିଛି । ତେବେ ବଜେଟ ଉପସ୍ଥାପନ ପୂର୍ବରୁ କ୍ୟାବିନେଟ ବୈଠକ ବସିବ ।…
ଫସିଲେ ୟୁଟ୍ୟୁବର ହିନ୍ଦୁସ୍ଥାନୀ ଭାଉ
ମୁମ୍ବାଇ,୧।୨: ସୋସିଆଲମିଡିଆ ଇନ୍ଫ୍ଲୁଏନ୍ସର ତଥା ୟୁଟ୍ୟୁବର ‘ହିନ୍ଦୁସ୍ଥାନୀ ଭାଉ’ ଭାବେ ଜଣାଶୁଣା ବିକାଶ ପାଠକଙ୍କୁ ଗିରଫ କରିଛି ଧାରାବି ପୋଲିସ। ଛାତ୍ର ଆନ୍ଦୋଳନକୁ ଉସୁକାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଅଭିଯୋଗ ଅନୁଯାୟୀ, ଦଶମ ଓ ଦ୍ୱାଦଶ ଶ୍ରେଶୀର ଅଫ୍ଲାଇନ୍ ପରୀକ୍ଷା…
ଏହି ଦିନ ରିଲିଜ୍ ହେବ ଫିଲ୍ମ ‘ଆଚାର୍ଯ୍ୟ’ ଏବଂ ‘ସରକାରୁ ଭାରି ପଟ୍ଟା’
ମେଗାଷ୍ଟାର ଚିରଞ୍ଜୀବି ଏବଂ ରାମଚରଣଙ୍କ ଫିଲ୍ମ ‘ଆଚାର୍ଯ୍ୟ’ ଆସନ୍ତା ଏପ୍ରିଲ ୨୯ ତାରିଖରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି। ଏହା ସହିତ ମହେଶ ବାବୁଙ୍କ ଅଭିନୀତ ଫିଲ୍ମ ‘ସରକାରୁ ଭାରି ପଟ୍ଟା’ର ରିଲିଜ୍ ତାରିଖ ମେ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଛି।…
ରାଜ୍ୟରୁ ପୁଣି ୧୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୬୨୯କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କଟକ ଜିଲାରୁ…
୮ସ୍ତ୍ରୀଙ୍କ ସହ ଗୋଟିଏ ଘରେ ରୁହନ୍ତି ଟାଟୁ ଆର୍ଟିଷ୍ଟ, ଜାଣନ୍ତୁ ଜଣଙ୍କ ପରେ ଜଣେ କିପରି ପଡ଼ିଥିଲେ ପ୍ରେମରେ
ଅନେକ ଲୋକ ଗୋଟିଏ କିମ୍ବା ୨ ଟି ବିବାହ କରନ୍ତି ମାତ୍ର ଏକା ସାଥୀରେ ଜଣେ ପୁରୁଷ ୮ ଜଣ ସ୍ତ୍ରୀଙ୍କ ସହ ରହିବା ଘଟଣା ଆଶ୍ଚର୍ଯ୍ୟଜନକ। ବର୍ତ୍ତମାନ ଏହି ପରି ଜଣେ ବ୍ୟକ୍ତିଙ୍କ କଥା ସୋସିଆଲ ମିଡିଆରେ ଭାଇରାଲ ହେଉଛି।…
ରାଜ୍ୟରେ ଚିହ୍ନଟ ହେଲେ ୩୦୮୬ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୦୮୬ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ ୪୫୪ ଜଣ ପିଲା ଅଛନ୍ତି। ୧୭୯୭ ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୧୨୮୯ ଲୋକାଲ କେସ ରହିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା…
କଚ୍ଛ ଉପକୂଳରେ ୩ ନୌକା ସହ ଜଣେ ପାକିସ୍ତାନି ନାଗରିକ ଅଟକ
ଅହମଦାବାଦ,୧ ।୨: ସୀମା ସୁରକ୍ଷା ବଳ ଭାରତ-ପାକିସ୍ତାନ ସମୁଦ୍ର ସୀମାରେ ଗୁଜରାଟର କଚ୍ଛ ଜିଲା ଉପକୂଳରେ ଜଣେ ପାକିସ୍ତାନି ନାଗରିକଙ୍କୁ ଧରିନେଇଛନ୍ତି । ଏହାସହ ମାଛ ମାରିବାକୁ ଆସିଥିବା ୩ ନୌକା ବି ଜବତ ହୋଇଛି । ଏକ ଅଧିକାରୀଙ୍କ ସୂଚନା…
ଏହି ସବୁ ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ୍
ନୂଆଦିଲ୍ଲୀ,୧।୨: ଦେଶରେ କରୋନା ସ୍ଥିତି ସୁଧୁରୁଥିବାରୁ ବିଭିନ୍ନ ରାଜ୍ୟରେ ମଙ୍ଗଳବାର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ କରୋନା କଟକଣା ମଧ୍ୟରେ ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶରେ ଆଜିଠୁ ସ୍କୁଲ…
ଗ୍ରହ ଶାନ୍ତି ଆଳରେ ସୁନା ଗହଣା ଚୋରି: ୨ ଗିରଫ
ମାଲକାନଗିରି,୧।୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ଜେଲ ସାହିରେ ଜଣେ ବ୍ୟକ୍ତିଙ୍କ ଘରକୁ ଗ୍ରହଶାନ୍ତି ପୂଜା କରିବାକୁ ଆସି ୨ଜଣ ବ୍ୟକ୍ତି ସୁନା ଗହଣା ଚୋରି କରି ଧରାପଡିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି।…
ଆଜି ସଂସଦରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୧।୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ସାଧାରଣ ବଜେଟ ଉପସ୍ଥାପନ କରିବେ। ତେବେ ବଜେଟକୁ ନେଇ ଲୋକେ ବହୁତ କିଛି ଆଶା ରଖିଛନ୍ତି। ପୂର୍ବାହ୍ନ ୧୧ଟାରେ ସାଧାରଣ ଉପସ୍ଥାପନ ହେବ। ବଜେଟ ବେକାରୀ…
Archives


