Home Left

କାର୍ଯ୍ୟାଳୟରେ ଏସଡିଓ ଲଗାଇଲେ ଓସାମା ବିନ ଲାଦେନଙ୍କ ଫଟୋ, ତଳେ ଲେଖିଲେ ବିଶ୍ୱର ସର୍ବଶ୍ରେଷ୍ଠ ଜୁନିୟର ଇଞ୍ଜିନିୟର

ଫରୁଖାବାଦ,୧ ।୬: ଉତ୍ତର ପ୍ରଦେଶର ଫରୁଖାବାଦ ବିଦ୍ୟୁତ ବିତରଣ ନିଗମର ଜଣେ ଏସଡିଓ ନିଜ କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବାବା ସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀଙ୍କୁ ବାଦ ଦେଇ ଓସାମା ବିନ ଲାଦେନଙ୍କ ଫଟୋ ଲଗାଇ ଆସିଛନ୍ତି ଚର୍ଚ୍ଚାକୁ । ଏକଥା…

ବିପଦସଙ୍କୁଳ ଅବସ୍ଥାରେ ଦୁଧେଇ ସେତୁ

ବରୀ,୧।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳ ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ସଂଯୋଗୀକରଣ ସେତୁ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମର୍ମରେ ବାଲିବିଲ ପଞ୍ଚାୟତ ଢିହସାହି ରାଜସ୍ବ ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ୫ା୧୨ା୨୦୧୧ରେ ଦୁଧେଇ ସେତୁର ଶିଳାନ୍ୟାସ କରାଯାଇଥିଲା…

ଯଥାର୍ଥତା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଯାଜପୁର ଅଫିସ,୧।୬: ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବ ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସବିଶେଷ ଯଥାର୍ଥତା (ଜଷ୍ଟିଫିକେଶନ) ରିପୋର୍ଟ ଦାଖଲ ହୋଇ ପାରି ନ ଥିବାରୁ ଏହି ପ୍ରସ୍ତାବ…

ସ୍କୁଲ୍‌ ପାଇଁ ଗ୍ରାମବାସୀଙ୍କ ଭୋଟ ବର୍ଜନ

ଝାରସୁଗୁଡ଼ା ଅଫିସ,୧ା୬: ଝାରସୁଗୁଡା ଜିଲା ଲଖନପୁର ବ୍ଲକ୍‌ ପଣ୍ଡରୀ ପଞ୍ଚାୟତ ବେଙ୍କମୁରା ଗ୍ରାମବାସୀ ଗ୍ରାମରେ ବନ୍ଦ ଥିବା ସ୍କୁଲ୍‌ ଖୋଲିବା ଦାବିରେ ଭୋଟ ବର୍ଜନ ପାଇଁ ପୂର୍ବରୁ ଚେତାବନୀ ଦେଇଥିଲେ। ଏ ନେଇ ଜିଲା ପ୍ରଶାସନ ତରଫରୁ ବାରମ୍ବାର ଆଲୋଚନା କରାଯାଇଥିଲେ…

ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡ

କଟକ ଅଫିସ୍‌,୧।୬: ଜଣେ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଏବଂ ପରେ ଅପହରଣ କରି ଗର୍ଭପାତ ପାଇଁ ଉଦ୍ୟମ କରିବା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ମଙ୍ଗଳବାର ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ପୀଡ଼ିତା ଏବଂ…

ବିବାହ ଉତ୍ସବରେ ଗୀତ ଗାଇବାକୁ ମନା କରୁଥିଲେ କେକେ

ମୁମ୍ବାଇ,୧ ।୬: ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା । ଅନେକ ସୁପରହିଟ ଗୀତ ଭେଟିଦେଇଥିବା ଗାୟକ କୃଷ୍ଣ କୁମାର କୁନ୍ନଥଙ୍କ ଆକଷ୍ମିକ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ମାତ୍ର ୫୩ ବର୍ଷ ବୟସରେ ସେ ଦୁନିଆରୁ ବିଦାୟ…

ଗରିବଙ୍କ କଲ୍ୟାଣ ମୋଦି ସରକାରଙ୍କ ମୂଳ ଲକ୍ଷ୍ୟ: ଧର୍ମେନ୍ଦ୍ର

ମାହାଙ୍ଗା,୧ା୬(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ବ୍ଳକ ଅନ୍ତର୍ଗତ ବରାହିପୁରଠାରେ ଭାଜପା ପକ୍ଷରୁ ଗରିବ କଲ୍ୟାଣ ସମ୍ମିଳନୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତାବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ, ଗରିବ ଲୋକଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ…

ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇବେ ଖୁଲଣା

ଜଗତ୍‌ସିଂହପୁର ଅଫିସ, ୧।୫: ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଲେବର ରୁମ ଇନଚାର୍ଜ ଖୁଲଣା ବାରିକ ୨୦୨୧ ଜାତୀୟ ଫ୍ଲୋରେନ୍ସ ନାଇଟ୍‌ଙ୍ଗେଲ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏନେଇ ସେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ସମ୍ମାନିତ ହେବେ ବୋଲି ମଙ୍ଗଳବାର…

ପାର୍ଟି ଅଫିସ୍‌ରେ ଏମ୍‌ପିଙ୍କୁ ଜାଗା ମିଳିଲାନି

ଢେଙ୍କାନାଳ ଅଫିସ, ୧ା୬: ଯେତେ ତାଳି ପକାଇଲେ ମଧ୍ୟ ଢେଙ୍କାନାଳ ଜିଲାରେ ବିଜେଡି କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏମ୍‌ପି ମହେଶ ସାହୁ ଏବଂ ସଦର ବିଧାୟକ ଗୋଷ୍ଠୀ ମଧ୍ୟରେ ସବୁକିଛି ଠିକ୍‌ ନ ଥିବା ଚର୍ଚ୍ଚା ହେଉଛି। ପୌର…

ରାଜ୍ୟ ସଭା ପ୍ରାର୍ଥୀ ଚୟନ: ଭାଜପାର ଓବିସି-ଦଳିତ ସୂତ୍ର

ନୂଆଦିଲ୍ଲୀ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଭାଜପା ପ୍ରାର୍ଥୀ ଚୟନରେ ଓବିସି-ଦଳିତ ସୂତ୍ର ଆପଣାଇଥବା କୁହାଯାଉଛି। ରବିବାର ଓ ସୋମବାର ଘୋଷଣା କରାଯାଇଥିବା ୨୨ ପ୍ରାର୍ଥୀଙ୍କ ମଧ୍ୟରୁ ଅଧାରୁ ଅଧିକ ସାମାଜିକ ପଛୁଆ ବର୍ଗର ବୋଲି ଜଣାପଡ଼ିଛି। ବିଭିନ୍ନ ଦଳ, ଏପରିକି…

କଂଗ୍ରେସ ସାଧାରଣ ସମ୍ପାଦକ ପଦ ଛାଡ଼ିଲେ ଆଶିଷ ଦେଶମୁଖ

ମୁମ୍ବାଇ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଟିକେଟ ପ୍ରଦାନରେ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସାଧାରଣ ସମ୍ପାଦକ ପଦରୁ ଆଶିଷ ଦେଶମୁଖ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ଜଣେ ବାହାର ଲୋକଙ୍କୁ ରାଜ୍ୟ ସଭା ନିର୍ବାଚନ…

ଗାୟକ କେକେଙ୍କ ମୃତ୍ୟୁକୁ ନେଇ ମାମଲା ରୁଜୁ, ଶରୀର ଓ ମୁଣ୍ଡରେ ଲାଗିଛି ଆଘାତ!

କୋଲକାତା,୧ ।୬: ବଲିଉଡର ଆଗଧାଡିର ଗାୟକ କେକେ ଓରଫ କୃଷ୍ଣା କୁମାର କୁନ୍ନାଥଙ୍କର ମଙ୍ଗଳବାର ଅର୍ଥାତ୍ ମେ’ ୩୧ରେ ପରଲୋକ ହୋଇଯାଇଛି । କୋଲକାତାରେ ଏକ ଲାଇଭ୍ ପରଫରମାନ୍ସ ଦେବା ସମୟରେ ତାଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଥିବା ସେ ଦର୍ଶାଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?