Home Left

ଓଲଟିଲା ବରଯାତ୍ରୀ ଗାଡ଼ି

ସାରସକଣା,୧ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ସଙ୍କୁଚା ନିକଟରେ ଏକ ବରଯାତ୍ରୀ ଗାଡ଼ି ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ସୂଚନାଯୋଗ୍ୟ, ପାକଟିଆ ଗ୍ରାମରୁ…

ଅନ୍ତ ହେଲା ୫ଶହ ବର୍ଷର ଅପେକ୍ଷା: ରାମ ମନ୍ଦିର ଗର୍ଭଗୃହର ଶିଳାନ୍ୟାସ କଲେ ଯୋଗୀ

ଆଯୋଧ୍ୟା,୧।୬: ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ବୁଧବାର ଆଯୋଧ୍ୟାବାସୀଙ୍କ ପାଇଁ ଏକ ଐତିହାସିକ ଦିନ ହୋଇଥିବା ୫ଶହ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଶେଷରେ ରାମ ମନ୍ଦିରର ଗର୍ଭଗୃହର ଶିଳାନ୍ୟାସ ହୋଇଛି। ୟୁପି ମୁଖ୍ୟମନ୍ତ୍ରୀ…

ପୁଣି ରାଜ୍ୟରେ ୧୪ କରୋନା ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ ବୁଧବାର ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୮ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ…

କମ୍ପାନୀ କବଳରେ କୁକୁଡ଼ା ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୧।୬: ରାଜ୍ୟ ସରକାର ମିଶନ ଶକ୍ତି ମାଧ୍ୟମରେ ସ୍ବୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ ଜରିଆରେ ଯୁବଗୋଷ୍ଠୀଙ୍କୁ କୁକୁଡା ଚାଷ ପାଇଁ ଋଣ ଆଣି ଯୋଗାଇ ଦେଉଛନ୍ତି। କୁକୁଡା ଚାଷ କରି ଦୁଇ ପଇସା ରୋଜଗାର କଲେ ପରିବାର ପ୍ରତିପୋଷଣରେ…

ଶ୍ରମିକ ବଦଳରେ ମେଶିନ କରୁଛି କାର୍ଯ୍ୟ

ନାଉଗାଁ,୧।୬(ସ୍ବ.ପ୍ର.): ଗ୍ରାମାଞ୍ଚଳର ଆର୍ଥତ୍କ ଅନଗ୍ରସର ଲୋକଙ୍କୁ ନିଜ ଅଞ୍ଚଳରେ କାର୍ଯ୍ୟ ଯୋଗାଇବା ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌(ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା) କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ନାଉଗାଁ ବ୍ଲକରେ ଏହି ଯୋଜନା ବାଟବଣା ହୋଇଥିବା ମନେ ହେଉଛି। ଏଠାରେ ଏହି ଯୋଜନାରେ…

ପ୍ରଭାବିତ ହେବେ ୨୦ ହଜାରରୁ ଊର୍ଦ୍ଧ୍ୱ ପରିବାର

ଭୁବନେଶ୍ୱର, ୧।୬(ବ୍ୟୁରୋ): ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପ୍ରଚଳନ ପରଠାରୁ ନମ୍ବର ପ୍ଲେଟ କାମ ଦ୍ୱାରା ରୋଜଗାର କରୁଥିବା ରାଜ୍ୟର ସହସ୍ରାଧିକ ନମ୍ବର ପ୍ଲେଟ ଆର୍ଟିଷ୍ଟ ବେକାର ହୋଇଯାଇଛନ୍ତି। ଅଦ୍ୟାବଧି ସରକାରଙ୍କ ପକ୍ଷରୁ ସେମାନଙ୍କ ଜୀବିକା ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା…

୩ ରଥର ୨୧ ଅଖ ନିର୍ମାଣ ଶେଷ

ପୁରୀ ଅଫିସ, ୧।୬: ସ୍ନାନ ପୂର୍ଣ୍ଣିମାକୁ ତିନିରଥର ଚକ-ଅଖ ଏବଂ ଦଣ୍ଡା ସଂଯୋଗ ହୋଇ ଗରଗରା ଉପରେ ୪ ନାହାକା ଉଠିଥାଏ। ଏହି ଅବସରରେ ତିନିରଥର ଅନୁକୂଳ ଅଖକୁ ମିଶାଇ ମଙ୍ଗଳବାର ସୁଦ୍ଧା ମୋଟ ୨୧ଟି ଅଖ ନିର୍ମାଣ କାର୍ଯ୍ୟ ଶେଷ…

ରାତି ୧୧ ରେ ବରାନୁଗମନ, ବରଯାତ୍ରୀ ଯିବେ ୨ଶହ

ପୁରୁଣା ଭୁବନେଶ୍ୱର,୧।୬(ଡି.ଏନ୍‌.ଏ.): ଆସନ୍ତା ୪ ତାରିଖରେ ଶୀତଳଷଷ୍ଠୀ। ଏହି ଅବସରରେ ପ୍ରଭୁ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ ଦେବଦମ୍ପତିଙ୍କ ମଧ୍ୟରେ ବିଧି ମୁତାବକ ବିବାହ ଉତ୍ସବ ଅନୁଷ୍ଠିତ ହେବ। ଏନେଇ ମଙ୍ଗଳବାର ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ ପରିସରରେ ପ୍ରସ୍ତୁତି ବୈଠକ…

ଶ୍ରୀକ୍ଷେତ୍ର ମଠ, ମନ୍ଦିରରେ ୬ ଗୁପ୍ତ ସୁଡ଼ଙ୍ଗ

ପୁରୀ ଅଫିସ,୧।୬: ଶ୍ରୀକ୍ଷେତ୍ରର ବିଭିନ୍ନ ମଠରେ ଏକାଧିକ ସୁଡ଼ଙ୍ଗ ଥିବାବେଳେ ସେଗୁଡ଼ିକ କେତେଦୂର ଯାଏ ଲମ୍ବିଛି, ତାହା ଏବେ ବି ରହସ୍ୟ ହୋଇରହିଛି। ବିଗତ ଦିନରେ ଦେଖାଯାଇଥିବା ସୁଡ଼ଙ୍ଗକୁ ନେଇ ପ୍ରଶାସନ ପକ୍ଷରୁ ଅନୁସନ୍ଧାନ ଜାରି ରହିଥିଲେ ମଧ୍ୟ ନିଷ୍କର୍ଷ କିଛି…

କାର୍ଯ୍ୟାଳୟରେ ଏସଡିଓ ଲଗାଇଲେ ଓସାମା ବିନ ଲାଦେନଙ୍କ ଫଟୋ, ତଳେ ଲେଖିଲେ ବିଶ୍ୱର ସର୍ବଶ୍ରେଷ୍ଠ ଜୁନିୟର ଇଞ୍ଜିନିୟର

ଫରୁଖାବାଦ,୧ ।୬: ଉତ୍ତର ପ୍ରଦେଶର ଫରୁଖାବାଦ ବିଦ୍ୟୁତ ବିତରଣ ନିଗମର ଜଣେ ଏସଡିଓ ନିଜ କାର୍ଯ୍ୟାଳରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ, ବାବା ସାହେବ ଆମ୍ବେଦକର, ମହାତ୍ମା ଗାନ୍ଧୀଙ୍କୁ ବାଦ ଦେଇ ଓସାମା ବିନ ଲାଦେନଙ୍କ ଫଟୋ ଲଗାଇ ଆସିଛନ୍ତି ଚର୍ଚ୍ଚାକୁ । ଏକଥା…

ବିପଦସଙ୍କୁଳ ଅବସ୍ଥାରେ ଦୁଧେଇ ସେତୁ

ବରୀ,୧।୬(ଡି.ଏନ୍‌.ଏ.): ରାଜ୍ୟ ସରକାର ବିଚ୍ଛିନ୍ନାଞ୍ଚଳ ଲୋକମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟ ନେଇ ସଂଯୋଗୀକରଣ ସେତୁ ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ମର୍ମରେ ବାଲିବିଲ ପଞ୍ଚାୟତ ଢିହସାହି ରାଜସ୍ବ ଗ୍ରାମକୁ ସଂଯୋଗୀକରଣ ନିମନ୍ତେ ୫ା୧୨ା୨୦୧୧ରେ ଦୁଧେଇ ସେତୁର ଶିଳାନ୍ୟାସ କରାଯାଇଥିଲା…

ଯଥାର୍ଥତା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ

ଯାଜପୁର ଅଫିସ,୧।୬: ହାୱାଡା-ଚେନ୍ନାଇ ମୁଖ୍ୟ ରେଳଲାଇନରେ ଥିବା ଯାଜପୁର-କେନ୍ଦୁଝର ରୋଡ ଷ୍ଟେଶନର ନାମ ପରିବର୍ତ୍ତନ ପ୍ରସ୍ତାବ ଚୂଡ଼ାନ୍ତ ହୋଇ ପାରିନାହିଁ। ଯାଜପୁର ଜିଲା ପ୍ରଶାସନ ପକ୍ଷରୁ ସବିଶେଷ ଯଥାର୍ଥତା (ଜଷ୍ଟିଫିକେଶନ) ରିପୋର୍ଟ ଦାଖଲ ହୋଇ ପାରି ନ ଥିବାରୁ ଏହି ପ୍ରସ୍ତାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?