Home Left

ବଦଳି ଗଲେଣି କୋହଲି

ନୂଆଦିଲ୍ଲୀ,୧।୨: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଗୋଟିଏ ଶତକ ହାସଲ କରିବାର ପ୍ରାୟ ୨ ବର୍ଷ ବିତିଯାଇଛି। ତାଙ୍କର ୭୧ ତମ ଅନ୍ତର୍ଜାତୀୟ ଶତକ କେବେ ହେବ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ୨୦୧୯ରେ ଇଡେନ ଗାର୍ଡେନ୍ସରେ…

୩ରୁ ବର୍ଷା ! ଏସବୁ ଜିଲାରେ କୁଆପଥର ମାଡ଼କୁ ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧।୨(ବ୍ୟୁରୋ): ଆସନ୍ତା ୩ ତାରିଖରୁ ରାଜ୍ୟର କିଛି ଜିଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୪ରେ ଏହାର ପରିମାଣ ବୃଦ୍ଧି ପାଇବାର ଅନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ତେବେ ପଶ୍ଚିମା ଝଡ଼ ଆଗମନର ଆଶଙ୍କା ଓ ବଙ୍ଗୋପସାଗର ଅଞ୍ଚଳରୁ…

ହାତ ଛାଡ଼ି ଶଙ୍ଖ ଧରିଲେ କୋରାପୁଟର ୩ ଟାଣୁଆ ନେତା

ଭୁବନେଶ୍ୱର,୧।୨(ବ୍ୟୁରୋ): କୋରାପୁଟ ଜିଲାର ୩ ଟାଣୁଆ ନେତା ବିଜୁ ଜନତା ଦଳ(ବିଜେଡି)ରେ ମିଶିଛନ୍ତି। ସେମାନେ କୋରାପୁଟ ଓ ମାଲକାନଗିରି ଜିଲା ବିଜେଡି ପର୍ଯ୍ୟବେକ୍ଷକ ଚନ୍ଦ୍ରସାରଥି ବେହେରା ଏବଂ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ।…

‘ବହୁତ କମ୍‌ ଦିନରେ ଭଲ ସ୍ଥିତିକୁ ଆସିବା’

ଭୁବନେଶ୍ୱର,୧।୨(ବ୍ୟୁରୋ): ରାଜ୍ୟରେ ଲଗାତାର ଭାବେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଦେଖାଯାଉଛି । କିଛି ଦିନ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବା ବେଳେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହି ସ୍ଥିତିକୁ ନେଇ ମଙ୍ଗଳବାର ପ୍ରତିକ୍ରିୟା…

ଏକତାଙ୍କ ନୂଆ ରିୟଲିଟି ଶୋ’କୁ ହୋଷ୍ଟ କରିବେ କଙ୍ଗନା

ମୁମ୍ବାଇ: ବଲିଉଡ ଦୁନିଆରେ ନିଜର ପାୱାରଫୁଲ ପରଫରମାନ୍ସକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ । ଏବେ ସେ ଏକତା କପୁରଙ୍କ ଅପକମିଙ୍ଗ ରିୟଲିଟି ଶୋ’କୁ ହୋଷ୍ଟ କରିବାକୁ ଯାଉଛନ୍ତି । ଏନେଇ ନିଜେ…

୨୦ ବର୍ଷ ପରେ ସତ କହିଲେ କପିଲ!

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମା ନିକଟରେ ଓଟିଟି ଡେବ୍ୟୁ କରି ସାରିଛନ୍ତି । ନେଟଫ୍ଲିକ୍ସରେ ୨୮ ଜାନୁୟାରୀରେ କପିଲଙ୍କ ଶୋ ‘ଆଇ ଆମ୍ ନଟ୍ ଡନ୍ ୟେଟ’ ରିଲିଜ ହୋଇଛି ଯାହାର ଖୁବ୍ ଚର୍ଚ୍ଚା ହେଉଛି । ଏହି ଶୋ’ରେ…

ଭଦ୍ରକରେ ରାଜନୈତିକ ହିଂସା: ଯୁବକଙ୍କୁ ମାଡ଼ ମାରି ପୋଖରୀରେ ଫିଙ୍ଗିଲେ; ପ୍ରତିବାଦରେ ରାସ୍ତାରୋକୋ

ଭଦ୍ରକ ଅଫିସ,୧।୨: ଭଦ୍ରକ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ହିଂସା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ ଭଦ୍ରକ ବ୍ଲକ ବ୍ରହ୍ମପୁର ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ…

କେସିଙ୍ଗା ଏନ୍‌ଏସିରେ ଯୋଗଦେଲେ ନୂତନ ନିର୍ବାହୀ ଅଧିକାରିଣୀ

କେସିଙ୍ଗା, ୧।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ନିର୍ବାହୀ ଅଧିକାରିଣୀ ଭାବେ କିରଣ ବେହେରା ଯୋଗଦାନ କରିଛନ୍ତି। ସେ ପ୍ରଥମେ ୨୦୨୧ ମାର୍ଚ୍ଚ ୨୧ରେ ସମ୍ବଲପୁର ମ୍ୟୁନିସିପାଲିଟି ର ଓଏସ୍‌ଡି ପଦବୀରେ କିଛି ଦିନ କାର୍ଯ୍ୟ କଲା…

ପ୍ରଗତିଶୀଳ ବଜେଟ୍‌, ବିକାଶର ରାସ୍ତା ଖୋଲିବ: ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ,୧।୨: ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ସାଧାରଣ ବଜେଟକୁ ଏକ ପ୍ରଗତିଶୀଳ ଏବଂ ଭବିଷ୍ୟତ ଆଧାରିତ ବଜେଟ ବୋଲି କହିଛନ୍ତି। ସେ କହିଛନ୍ତି, ଏହି ବଜେଟ ସହିତ ଭାରତ ଆଗକୁ ବଢିବ। ଏହା ଗତ ବର୍ଷର ବଜେଟର ଏକ ସିକ୍ୱେଲ…

ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ଦେଖାଇଥିବା ଯୁବତୀଙ୍କୁ ଟିକେଟ୍‌ ଦେଲା ଏସପି

ଲକ୍ଷ୍ନୌ,୧।୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ ସମାଜବାଦୀ ପାର୍ଟି ମଙ୍ଗଳବାର ଲକ୍ଷ୍ନୌରେ ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୬ ଜଣ ପ୍ରାର୍ଥୀଙ୍କ ତାଲିକା…

କଂଗ୍ରେସ ଅଫିସରେ କହ୍ନେୟାଙ୍କ ଉପରେ କାଳି ମାଡ଼

ଲକ୍ଷ୍ନୌ,୧।୨: ଉତ୍ତରପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ଜଓ୍ବାହରଲାଲ ନେହରୁ ଛାତ୍ର ସଭାପତି କହ୍ନେୟା କୁମାରଙ୍କ ଉପରେ ମଙ୍ଗଳବାର କାଳି ମାଡ଼ ହୋଇଛି। ତେବେ କହ୍ନେୟାଙ୍କ ଉପରେ କାଳି ନୁହେଁ ଏସିଡ୍‌ ମାଡ଼ ହୋଇଥିବା କଂଗ୍ରେସ ନେତାମାନେ ଦାବି କରିଛନ୍ତି। ଅଭିଯୁକ୍ତ କଂଗ୍ରେସ…

ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ ହୋଇଛି ଚଳିତ ବଜେଟ୍‌: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ କରିବା ପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ବଜେଟରେ ସାଧାରଣ ଲୋକଙ୍କ ସମ୍ପୂର୍ଣ୍ଣ ଯତ୍ନ ନିଆଯାଇଛି। ଏହା ସମସ୍ତ ବିଭାଗ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri