ଆଇପିଏଲ୍ ନିଲାମରେ ସାମିଲ ହେଲେ କ୍ରୀଡା ମନ୍ତ୍ରୀ
ବେଙ୍ଗାଲୁରୁ,୨।୨: ଆଇପିଏଲ୍ ୨୦୨୨ର ମେଗା ନିଲାମ ୧୨ ଏବଂ ୧୩ ଫେବୃୟାରୀରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ଏଥିରେ କେତେ ଖେଳାଳିଙ୍କୁ ନିଲାମ କରାଯିବ ତାହାର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏହି ନିଲାମରେ ମୋଟ ୫୯୦ ଖେଳାଳି ଅଂଶଗ୍ରହଣ କରିବେ। ସେଠାରେ…
ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ସେମିଫାଇନାଲ୍: କେବେ, କେଉଁଠି ଦେଖିବେ ମ୍ୟାଚ୍
ଆଣ୍ଟିଗୁଆ,୨।୨: ଆଣ୍ଟିଗୁଆର କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ବୁଧବାର ଅଣ୍ଡର -୧୯ ବିଶ୍ୱକପ୍ର ସେମିଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ବାଂଲାଦେଶକୁ ପରାସ୍ତ କରି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବାବେଳେ ଅଷ୍ଟ୍ରେଲିଆ ପାକିସ୍ତାନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି।…
ବ୍ୟାଙ୍କିଙ୍ଗ୍ ସିଷ୍ଟମ ଅଧୀନକୁ ଆସିବ ଡାକଘର
ନୂଆଦିଲ୍ଲୀ, ୧ା୨: କେନ୍ଦ୍ର ସରକାର ସମସ୍ତ ଦେଢ଼ ଲକ୍ଷ ଡାକଘର ଶାଖାଗୁଡ଼ିକୁ ମୂଳ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା (କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ ) ଅଧୀନକୁ ଆଣିବେ। ଏ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ପାର୍ଲାମେଣ୍ଟ ବଜେଟ ଅଧିବେଶନରେ ଘୋଷଣା କରିଛନ୍ତି। ଏହାଦ୍ୱାରା ଡାକଘରେ…
ବଜେଟରେ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ: ରାହୁଲ
ନୂଆଦିଲ୍ଲୀ,୧।୨: କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ‘ଜିରୋ ସମ୍ ବଜେଟ’ କହିବା ସହ ଏଥିରେ ମଧ୍ୟବିତ୍ତ ଶ୍ରେଣୀ, ବେତନଭୋଗୀ କର୍ମଚାରୀ, ଚାଷୀ ଓ ଗରିବଙ୍କ ଲାଗି କିଛି ନ ଥିବା ତାଙ୍କ ପ୍ରତିିକ୍ରିୟାରେ କହିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍…
ଏଣିକି ପୂର୍ଣ୍ଣ ସାମର୍ଥ୍ୟରେ ଚାଲିବ ଅଫିସ; ସଂକ୍ରମିତ ହେଲେ ମିଳିବ ୭ ଦିନ ଛୁଟି
ଭୁବନେଶ୍ୱର,୧ା୨(ବ୍ୟୁରୋ): କୋଭିଡ୍-୧୯ ସଂକ୍ରମିତ ହେଲେ ସରକାରୀ କର୍ମଚାରୀଙ୍କୁ ୭ଦିନ ଛୁଟି ମିଳିବ। ଏହାଠାରୁ କର୍ମଚାରୀମାନେ ଯଦି ଅଧିକ ଦିନ ରହିବେ ତେବେ ସେମାନଙ୍କୁ ମେଡିକାଲ ସାର୍ଟିଫିକେଟ ଆଣିବାକୁ ପଡ଼ିବ। ସାଧାରଣ ପ୍ରଶାସନ ବିଭାଗ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ…
ନବାଜ୍ଙ୍କ ଇଏ କି ରୂପ…
ବମ୍ବେ: ଝିଅ ରୂପରେ ଅଭିନେତା ନବାଜୁଦ୍ଦିନ ସିଦ୍ଧକିଙ୍କ ଫଟୋ ହେଉଛି ଭାଇରାଲ। ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫଟୋଗୁଡ଼ିକୁ ଶେୟାର କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି। ଇଏ କେଉଁ ରୂପ, କ’ଣ ପାଇଁ ସେ ନିଜକୁ ଝିଅ ଭାବେ ସଜାଇଛନ୍ତି ତାହା…
ତିନି ମାସ ପରେ ମୁହଁ ଦେଖାଇଲେ
ବମ୍ବେ: ତିନି ମାସ ପରେ ଝିଅର ମୁହଁ ଦେଖାଇଛନ୍ତି ସୁସ୍ମିତା ସେନଙ୍କ ଭାଉଜ ତଥା ଅଭିନେତ୍ରୀ ଚାରୁ ଅସୋପା। ସୋସିଆଲ ମିଡିଆରେ ସେ ଝିଅ ଜିୟାନାଙ୍କ ସହ ଫଟୋ ଶେୟାର କରି ଭାବବିହ୍ବଳ ବାର୍ତ୍ତା ଦେଇଛନ୍ତି। ତିନି ମାସର ଜନ୍ମଦିନର ଶୁଭେଚ୍ଛା…
ପ୍ରତିରକ୍ଷା ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୧।୨: ଭାରତୀୟ ବାୟୁସେନାରେ ମହିଳାଙ୍କୁ ଯୁଦ୍ଧ ପାଇଲଟ ନିଯୁକ୍ତିକୁ ସ୍ଥାୟୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର କହିଛନ୍ତି, ଏହି ନିଷ୍ପତ୍ତି ଭାରତର ମହିଳା ଶକ୍ତି କ୍ଷମତା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସଶକ୍ତିକରଣ…
ଆମେରିକାରେ ଅପମାନିତ ହେଲା ପାକିସ୍ତାନ: ଭାରତକୁ ଦେଲା ଦୋଷ
ୱାଶିଂଟନ,୧।୨: ପାକିସ୍ତାନ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଅପମାନିତ ହୋଇଛି। ଆମେରିକାର ସାଂସଦ ସ୍କଟ ପେରି ମାସୁଦ ଖାନଙ୍କୁ ପାକିସ୍ତାନର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତିକୁ ବିରୋଧ କରି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହଟାଇବାକୁ ନିବେଦନ କରିଛନ୍ତି। ବାଇଡେନଙ୍କୁ ଲେଖିଥିବା ପତ୍ରରେ…
ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟରରେ ନିଜ ଫଟୋ ରଖିବା ପଡ଼ିଲା ମହଙ୍ଗା; ଶିକ୍ଷକ ନିଲମ୍ବିତ
ଧର୍ମଗଡ଼,୧।୨(ଡି.ଏନ୍.ଏ.): ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ପଡ଼ିଛି ମହଙ୍ଗା। ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସ୍ତ୍ରୀଙ୍କ ପୋଷ୍ଟରରେ ନିଜର ଫଟୋ ରଖି ନିଲମ୍ବିତ ହୋଇଛନ୍ତି କଳାହାଣ୍ଡିର ଜଣେ ଶିକ୍ଷକ। ସେ ହେଲେ ସଞ୍ଜୟ କୁମାର ପଣ୍ଡା। ଜୁନାଗଡ ବ୍ଲକର ଶଙ୍କରପଲା…
ରାଜନୈତିକ ପରମ୍ପରା ରହିଲା ବଜାୟ: ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲାନି କଂଗ୍ରେସ
ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଦଳଗୁଡିକ ପ୍ରତ୍ୟେକ ଆସନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ଥିବାବେଳେ ମୁଲାୟମ ଏବଂ ଗାନ୍ଧୀ ପରିବାର ବର୍ଷ ବର୍ଷ ଧରି ୟୁପିରେ ନିଜର ରାଜନୈତିକ ବନ୍ଧୁତା ବଜାୟ…
କେନ୍ଦ୍ରୀୟ ବଜେଟରେ ବ୍ୟୟବରାଦ ହ୍ରାସକୁ ମୁଖ୍ୟମନ୍ତ୍ରୀଙ୍କ ନାପସନ୍ଦ; କହିଲେ ଏମିତି
ଭୁବନେଶ୍ୱର,୧।୨(ବ୍ୟୁରୋ): କେନ୍ଦ୍ରୀୟ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। କୃଷକ ଓ କୃଷି କଲ୍ୟାଣ, ଉଚ୍ଚଶିକ୍ଷା, ଗ୍ରାମୀଣ ବିକାଶ ଏବଂ ମହିଳା ଓ ଶିଶୁ ବିକାଶ ଭଳି ବିଭାଗ ପାଇଁ ବ୍ୟୟବରାଦ ହ୍ରାସ କରିବା ସମ୍ପୃକ୍ତ କ୍ଷେତ୍ରର…
Archives


