Posted inଫୁରସତ

ଏହା ହେଉଛି ଦୁନିଆର ସର୍ବ ପୁରାତନ ବୃକ୍ଷ, ବୟସ ପ୍ରାୟ ୫୪୮୪ ବର୍ଷ…

ଦକ୍ଷିଣ ଚିଲିର ଆଲର୍ସ କୋଷ୍ଟେରୋ ଜାତୀୟ ଉଦ୍ୟାନରେ ରହିଛି ଦୁନିଆର ସର୍ବ ପୁରାତନ ବୃକ୍ଷ। ଏହା ଏକ ସାଇପ୍ରସ ଗଛ। ହିନ୍ଦୀରେ ଏହାକୁ ‘ସାନୁଭର’ କୁହାଯାଏ। ବୃକ୍ଷଟିର ବୟସ ପୃଥିବୀରେ ଥିବା ସମସ୍ତ ବୃକ୍ଷ ଅପେକ୍ଷା ଅଧିକ। ସେଥିଲାଗି ବୈଜ୍ଞାନିକମାନେ ଏହାକୁ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ ବୋଲି କହୁଛନ୍ତି।

ପ୍ୟାରିସର ଜଳବାୟୁ ଏବଂ ପରିବେଷ ବିଜ୍ଞାନ ଲାବୋରେଟୋରୀ ଇକୋଲୋଜିଷ୍ଟ ଜୋନାଥନ ବାରିଚେଭିଚ୍‌ କହିଛନ୍ତି ଯେ, ଏହି ସାଇପ୍ରସ ଗଛର ବୟସ ପ୍ରାୟ ୫୪୮୪ ବର୍ଷ। ଏହାର ଆକାର, ବିସ୍ତାର ଆଦିକୁ କମ୍ପ୍ୟୁଟର ମଡେଲ ଦ୍ୱାରା ଯାଞ୍ଚ କରି ବୟସ ନିର୍ଦ୍ଧାରଣ କରାଯାଇଛି। ଏହା ବୃକ୍ଷର ଏକ ବିଲୁପ୍ତ ପ୍ରଜାତି।

ପୂର୍ବରୁ କାଲିଫର୍ନିଆର ହ୍ବାଇଟ୍‌ ମାଉଣ୍ଟେନ୍ସରେ ଅବସ୍ଥିତ ବ୍ରିଷ୍ଟଲକୋନ୍‌ ପାଇନ୍‌କୁ ସର୍ବ ପୁରାତନ ବୃକ୍ଷ ବୋଲି କୁହାଯାଉଥିଲା। ଏହାର ନାମ ମେଥୁସେଲା ହୋଇଥିବା ବେଳେ ବୟସ ୪୮୫୩ ବର୍ଷ ଥିଲା। ହେଲେ ‘ଗ୍ରେଟ୍‌ ଗ୍ରାଣ୍ଡଫାଦର’ଭାବେ ନାମିତ ବୃକ୍ଷର ବୟସ ୫୪୮୪ ବର୍ଷ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି

ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...

ମଉସାଙ୍କ ମରିବା ଖୁସିରେ…

ଘନ ମଉସାଙ୍କ ମରଣ ଖବର ଶୁଣି ମନ ମୋର ବିଷିପିତା ହୋଇଗଲା l ଆହା, ଏତେ ସୁନ୍ଦର ଲୋକ…ଏଡ଼େ ବେଗି ଚାଲିଗଲେ! ଭାରି ପରୋପକାରୀ ଲୋକ...

କାର୍‌ ବାଇକ୍‌ ବଦଳରେ ଏଠାରେ ଲୋକେ କେବଳ କିଣନ୍ତି ବୋଟ୍‌, କାରଣ ଜାଣିଲେ…

ଦୁନିଆର ଯେକୌଣସି ସ୍ଥାନକୁ ସଂଯୋଗ କରିବାରେ ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ କେବଳ ରାସ୍ତା ଦେଇ...

ବିବାହ ସମୟରେ ବରଙ୍କୁ ଉପହାରରେ ଦିଆଯାଏ କନ୍ୟାଙ୍କ କେଶ

ଲମ୍ବା କେଶ ପାଇଁ ପ୍ରସିଦ୍ଧ ଚାଇନାର ଗୁଆଗଶି ଅଞ୍ଚର ହୁଆଙ୍ଗଲୁଓ ଗାଁ। ଏହାକୁ ଲଙ୍ଗ ହେୟାର ଭିଲେଜ ବୋଲି ମଧ୍ୟ କୁହାଯାଏ। କାରଣ ଏଠାକାର ସମସ୍ତ...

ଜାଣନ୍ତି ଟ୍ରେନ୍‌ ବଗିରେ ଲାଗିଥିବା ଝରକା କାହିଁକି ହୋଇଥାଏ ଭିନ୍ନ

ଭାରତୀୟ ରେଳ ଏସିଆ ମହାଦେଶର ଦ୍ୱିତୀୟ ରେଳ ନେଟ୍‌ଓ୍ବାର୍କ ସେବା। ବର୍ତ୍ତମାନ କରୋନା ମହାମାରୀ ଯୋଗୁ ଭାରତୀୟ ରେଳ ପ୍ରଭାବିତ ହୋଇଛି। ଆଶା କରାଯାଉଛି ଏହି...

୪ କି.ଗ୍ରା.ର ନିମନ୍ତ୍ରଣ ପତ୍ର

ବାହାଘରେ ନିମନ୍ତ୍ରଣ ପତ୍ର ସମସ୍ତେ ଛପାନ୍ତି। ନିଜ ପସନ୍ଦ ଓ ସକ୍ଷମ ମୁତାବକ ଭିନ୍ନ ଭିନ୍ନ ପ୍ରକାରର କାର୍ଡ ଛପାଯାଏ। ହେଲେ କେବେ ୪ କି.ଗ୍ରା....

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ। ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି। ତନ୍ମଧ୍ୟରୁ ଦୀପାବଳି...

ପିକ୍‌ନିକ୍‌ ସ୍ପଟ୍‌: ‘ଢୁ ଢୁଆ’ ଜଳପ୍ରପାତ

ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଖୋର୍ଦ୍ଧା ଜିଲା। ପାହାଡ଼, ଜଙ୍ଗଲ, ନଦୀ, ଝରଣା, ଆଦିବାସୀ ସଂସ୍କୃତି ଏବଂ ବିଭିନ୍ନ ମନ୍ଦିର ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି।...

Advertisement
Archives

Model This Week