ନିଖୋଜ ସରପଞ୍ଚ ପ୍ରାର୍ଥୀ ଶ୍ୱଶୁରଘରୁ ଉଦ୍ଧାର
ଛେଣ୍ଡିପଦା,୧୦ା୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ନିଖୋଜ ହେବାର ୧୨ ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି। ଛେଣ୍ଡିପଦା ପୋଲିସ ବୁଧବାର ମନୋଜଙ୍କୁ ତାଙ୍କ ଶ୍ୱଶୁର ଘରୁ ଉଦ୍ଧାର କରିଛି। ନିର୍ବାଚନରେ ହାରିଯିବା ଭୟରେ…
କୋଟିରେ ପାଉଣା, ହେଲେ ଟଙ୍କାଟିଏ ବି ନେଇ ନ ଥିଲେ
ବମ୍ବେ: କିଙ୍ଗ ଖାନ୍ ଶାହାରୁଖଙ୍କ ସହ ଡେବ୍ୟୁ କରିବାକୁ ଭାଗ୍ୟ ବୋଲି ମନେ କରନ୍ତି ନବାଗତା। ସେପରି କିଛି ଘଟିଥିଲା ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ଙ୍କ କ୍ଷେତ୍ରରେ। ଆଜି ସମସ୍ତ ନିର୍ମାତାଙ୍କ ପ୍ରଥମ ପସନ୍ଦ ସେ। ତାଙ୍କ ପାଉଣା ବି କାହିଁରେ କେତେ।…
‘ପ୍ରଥମେ ମତଦାନ, ପରେ ଜଳପାନ’
ଲକ୍ଷ୍ନୌ,୧୦।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ପ୍ରଥମ ପର୍ଯ୍ୟାୟ ଗୁରୁବାର ଅନୁଷ୍ଠିତ ହେଉଛି। ମଥୁରାର ପାଞ୍ଚଟି ବିଧାନସଭା ଆସନରେ ଭୋଟ ଗ୍ରହଣ ଚାଲିଛି। ଗଣତନ୍ତ୍ରର ମହାନ ପର୍ବରେ ଭୋଟରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି। ପ୍ରଥମ ଥର ପାଇଁ ଭୋଟ ଦେଇଥିବା…
ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଟ୍ରାଭେଲ ଗାଇଡ୍ଲାଇନ
ନୂଆଦିଲ୍ଲୀ,୧୦।୨: ଅନ୍ତର୍ଜାତୀୟ ଟ୍ରାଭେଲରଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଟ୍ରାଭେଲ ଗାଇଡ୍ଲାଇନ୍ ଜାରି ହୋଇଛି। ଫେବୃୟାରୀ ୧୪ରୁ ନୂଆ ଗାଇଡ୍ଲାଇନ୍ ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏୟାର ସୁବିଧା ପୋର୍ଟାଲରେ ସେଲ୍ଫ ଡିକ୍ସାରେଶନକୁ ବାଧ୍ୟତାମୂଳକ କରାଯାଇଛି। ତେବେ ୭୨ ଘଣ୍ଟା…
ମତଦାନ କଲେ ୧୦୫ ବର୍ଷୀୟା ବୃଦ୍ଧା
ମୁଜଫରପୁରନଗର,୧୦।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟରଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଶୀତୁଆ ସକାଳରେ ପୁଲିଂ ବୁଥ୍ଗୁଡ଼ିକରେ ଭୋଟରମାନେ ଲମ୍ବା ଲାଇନରେ…
୧୪ ନଂ ଜୋନ୍ରେ ପ୍ରାର୍ଥିନୀଙ୍କ ପ୍ରଚାର ଜୋରଦାର
ଗଞ୍ଜାମ,୧୦ା୨(ଡି.ଏନ୍.ଏ.): ଆଉ ମାତ୍ର ଦିନ କେଇଟା ପରେ ଗଞ୍ଜାମ ବ୍ଲକରେ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ୧୪ ନମ୍ବର ଜୋନ୍ରେ ବିଜେଡି ପ୍ରାର୍ଥିନୀ ସସ୍ମିତା ସ୍ବାଇଁ ପ୍ରଚାରକୁ ଜୋରଦାର କରିଛନ୍ତି। ଗୁରୁବାର ସନ୍ତୋଷପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ଦଳୀୟ ନେତୃବୃନ୍ଦଙ୍କୁ…
ଅବିବାହିତା ଥିବା ସତ୍ତ୍ୱେ ସିନ୍ଦୁର ଲଗାଉଥିଲେ ଲତା ମଙ୍ଗେସକର; ଜାଣନ୍ତୁ କାହା ପାଇଁ…
ବମ୍ବେ: ସାରା ଜୀବନ ଅବିବାହିତ ଥିଲେ ହେଁ ସିନ୍ଦୁର ଲଗାଉଥିଲେ କୋକିଳକଣ୍ଠୀ ଲତା ମଙ୍ଗେସକର। ଅନେକ ଏହା ପଛର କାରଣ ଜାଣିବାକୁ ଚାହୁଁଥିଲେ। ଏବେ ତା ଉପରୁ ଉଠିଛି ପରଦା। ବିଗତ ଦିନର ନାୟିକା ତବସ୍ସୁମ ଲତା କାହାପାଇଁ ସିନ୍ଦୁର ଲଗାଉଥିଲେ…
ହିଜାବ ବିବାଦରେ ‘ବୁଲେଟ୍’ ଏଣ୍ଟ୍ରି
ଭୋପାଳ,୧୦।୨: କର୍ନାଟକର ଏକ ସ୍କୁଲରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ମାମଲା ଏବେ ମଧ୍ୟପ୍ରଦେଶରେ ପହଞ୍ଚିଛି। ବୁଧବାର ଝିଅମାନେ ହିଜାବ-ବୁର୍ଖାରେ ଫୁଟବଲ-କ୍ରିକେଟ ଖେଳିବା ପରେ ଏବେ ବୁଲେଟ ଚଳାଉଥିବା ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ବୁଲେଟରେ ବସିଥିବା ଜଣେ ଝିଅ…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ
ଛତ୍ରପୁର,୧୦ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନା କରିବା ନିମନ୍ତେ ଅନେକ ଯାନବାହନର ଆବଶ୍ୟକ ରହିଛି। ଯାନବାହନ ଅଧିଗ୍ରହଣ ପ୍ରକ୍ରିୟାରେ ସହଯୋଗ ନିମନ୍ତେ ସମ୍ପୃକ୍ତ ଗାଡ଼ିମାଲିକଙ୍କୁ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ବିଜୟ…
ଦୁର୍ଘଟଣାରେ ଭାଙ୍ଗି ଯାଇଥିଲା ମୁଣ୍ଡର ୩୦ ହାଡ: ଏବେ ଅଲିମ୍ପିକ୍ସରେ ଜିତିଲେ ପଦକ
ବେଜିଂ,୧୦।୨: ଶୀତକାଳୀନ ଅଲିମ୍ପିକ୍ସରେ ପୁରୁଷ ଫ୍ରିଷ୍ଟାଇଲ ସ୍କିଙ୍ଗ ବିଗ୍ ଏୟାର ଇଭେଣ୍ଟରେ ଆମେରିକାର କଲବି ଷ୍ଟିଭେନ୍ସନ ରୌପ୍ୟ ପଦକ ଜିତିଛନ୍ତି। ୨୪ ବର୍ଷୀୟା ଅଲିମ୍ପିକ୍ସରେ ଖେଳିବା ଏବଂ ଜିତିବା ଏକ ଚମତ୍କାର ବୋଲି ବିବେଚନା କରାଯାଉଛି। ଷ୍ଟିଭେନ୍ସନଙ୍କ କହିବାନୁସାରେ, ୨୦୧୬ରେ ଏକ…
ବସିଲା ସର୍ବଦଳୀୟ ବୈଠକ, ପୌର ନିର୍ବାଚନ ତାରିଖ ହୋଇପାରେ ଘୋଷଣା
ଭୁବନେଶ୍ୱର,୧୦।୨(ବ୍ୟୁରୋ): ପୌର ନିର୍ବାଚନ ନେଇ ବସିଲା ସର୍ବଦଳୀୟ ବୈଠକ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ରାଜ୍ୟର ତିନି ପ୍ରମୁଖ ଦଳ ସମେତ ଓ ଅନ୍ୟାନ୍ୟ ଦଳର ପ୍ରତିନିଧିମାନେ ଏଥିରେ ଯୋଗ ଦେଇଛନ୍ତି । ଏହି ବୈଠକରେ…
ରୋମାଣ୍ଟିକ୍ ହେଲେ କମେଡି କିଙ୍ଗ୍, ସମସ୍ତଙ୍କ ସାମ୍ନାରେ ସ୍ତ୍ରୀଙ୍କୁ ଦେଲେ…
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା ସ୍ତ୍ରୀ ଗିନ୍ନି ଚତରଥଙ୍କ ସହ ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଭିଡିଓରେ କପିଲ ଏବଂ ଗିନ୍ନି ଫଟୋଗ୍ରାଫରଙ୍କ ସାମ୍ନାରେ ପୋଜ୍ ଦେଉଛନ୍ତି। ଖାଲି ଏତିକି ନୁହେଁ, ସମସ୍ତଙ୍କ ସାମ୍ନାରେ କପିଲ…
Archives


