Home Left

ଆପତ୍ତିଜନକ ପୋଷ୍ଟ ଶେୟାର କରି ୨ ପୋଲିସ କର୍ମଚାରୀ ନିଲମ୍ବିତ

ଜୟପୁର,୧୨।୨: କର୍ନାଟକର ହିଜାବ ଝଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋସିଆଲ ମିଡିଆରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇତିମଧ୍ୟରେ ହିଜାବ ସହ ଜଡିତ ଏକ ଆପତ୍ତିଜନକ ପୋଷ୍ଟକୁ ସୋସିଆଲ ମିଡିଆରେ ଶେୟାର କରିବା ମାମଲାରେ ୨ଜଣ ପୋଲିସ…

ପରିବାରଲୋକଙ୍କୁ ଭିସା ମିଳିଲାନି, ଏକୁଟିଆ ରାଜସ୍ଥାନ ଆସି ବିବାହ କଲେ ବିଦେଶୀ କନ୍ୟା

ନୂଆଦିଲ୍ଲୀ: ରାଜସ୍ଥାନର ସିକରର ପିପ୍ରାଲି ରୋଡ୍‌ ଅଞ୍ଚଳରେ ଜଣେ ଦେଶୀ ବର ଏବଂ ବିଦେଶୀ କନ୍ୟାଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। କନ୍ୟାଙ୍କ ଘର କାଜାଖସ୍ତାନର ହୋଇଥିବା ବେଳେ ବରଙ୍କ ଘର ସିକରରେ । ବେଶ୍‌ ଧୁମ୍‌ଧାମ୍‌ରେ ଏହି ବିବାହ…

ପ୍ରାର୍ଥୀଙ୍କୁ ପରୀକ୍ଷା କରାଇଲେ ଗ୍ରାମବାସୀ

କୁତ୍ରା,୧୨।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଚାର ଜମୁଥିବାବେଳେ ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ମାଲୁପଡ଼ାଠାରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି। ଗ୍ରାମର ସମସ୍ତ ଭୋଟର ଏକଜୁଟ ହୋଇ କୁତ୍ରା ପଞ୍ଚାୟତ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା…

ଦେଶରେ ସାମାନ୍ୟ କମିଲା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୫୦ହଜାରରୁ ଉର୍ଦ୍ଧ୍ୱ ଚିହ୍ନଟ, ୮୦୪ ମୃତ

ନୂଆଦିଲ୍ଲୀ,୧୨।୨: ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମୁଥିବା ବେଳେ କରୋନା ଗ୍ରାଫ୍‌ ତଳକୁ ଖସିଛି। ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଅପେକ୍ଷା ଶନିବାର କମ୍‌ ରହିଛି। ଶୁକ୍ରବାର ଦେଶରେ ୫୮ହଜାର ୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ…

ମିଳୁନି ସରକାରୀ ସୁବିଧା, ଦେବୁନି ଭୋଟ

ରୁପ୍ରା ରୋଡ଼/ନର୍ଲା,୧୨।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ମାଣ୍ଡେଲ ପଞ୍ଚାୟତ ଅସୁରଗଡ଼ (ଗଡ଼ପଡା) ୯ ନମ୍ବର ଓ୍ବାର୍ଡବାସୀ ଭୋଟ ବର୍ଜନ ପାଇଁ ଧାରଣା ଦେଇଥିଲେ। ଦୀର୍ଘ ବର୍ଷ ଧରି ଏଠାରେ ପ୍ରାୟ ୩୦ଟି ପରିବାର ବାସ କରି ଆସୁଛନ୍ତି। କିନ୍ତୁ ରାଜ୍ୟ…

ଯୁଦ୍ଧ ପାଇଁ ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ୍‌,୧୨।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ସାଂଘାତିକ ରୂପ ନେବାରେ ଲାଗିଛି। ଯୁଦ୍ଧ ପରିସ୍ଥିତି ଉପୁଜିବା ଆଶଙ୍କାରେ ୟୁକ୍ରେନ ନିକଟରେ ଥିବା ନାଟୋ ଦେଶରେ ଆମେରିକା ନିଜର ଆହୁରି ସୈନ୍ୟ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଆମେରିକାର…

ମଇଦାନରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଲଢ଼େଇ

ଖଡିଆଳ,୧୨।୨(ଡି.ଏନ୍‌.ଏ.): ନିର୍ବାଚନ ମଇଦାନରେ ୭୫ ବର୍ଷ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ। ଦୀର୍ଘ ୪୦ ଧରି ଶିକ୍ଷକତା ଜୀବନରୁ ଅବସର ନେବା ପରେ ବର୍ତ୍ତମାନ ପଞ୍ଚୟତର ଦାୟିତ୍ୱ ନେବା ପାଇଁ ଆଗଭର ହୋଇ ନିର୍ବାଚନ ଲଢୁୁଛନ୍ତି। ସେ ହେଲେ ନୂଆପଡା ଜିଲା ଖଡିଆଳ…

୮ ବର୍ଷ ପରେ ଆର୍‌ଆଇ ହତ୍ୟା ମାମଲାର ରାୟ ପ୍ରକାଶ

ଝାରସୁଗୁଡ଼ା ଅଫିସ,୧୧ା୨: ଆର୍‌ଆଇ ଟିକେନାଥ କାଲୋଙ୍କ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଅତିରିକ୍ତ ଜିଲା ଦୌରଜଜ୍‌ ସତ୍ୟବ୍ରତ ମିଶ୍ର ମାମଲାର ବିଚାରକରି ଅଭିଯୁକ୍ତ ବ୍ରଜରାଜନଗର ଗଙ୍ଗାନଗରର ସଞ୍ଜୀତ ଗୁପ୍ତାଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ରାୟରେ ଉଲ୍ଲେଖ ରହିଛି ୩୯୪,…

ଭାରତୀୟ ସେନା ଉପରେ ନିର୍ମାଣ ହୋଇଥିବା ଏହି ଫିଲ୍ମକୁ ମିଳି ନ ଥିଲା ଏନ୍‌ଓସି: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୨।୨: ବଲିଉଡ୍‌ରେ ଦେଶର ସେନା ଓ ଯବାନଙ୍କୁ ନେଇ ଅନେକ ଫିଲ୍ମ ତିଆରି କରାଯାଇଛି। ଆଉ ଏଭଳି ଫିଲ୍ମଗୁଡ଼ିକୁ ବଲିଉଡ୍‌ ପ୍ରଥମେ ଆଗ୍ରାଧିକାର ଦେଉଥିବା ବେଳେ ଦର୍ଶକ ମଧ୍ୟ ଏହାକୁ ବେଶ୍‌ ପସନ୍ଦ କରିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଚଳିତ ଥର…

ଆଜି ଆଉ ୨୪ ଜଣଙ୍କ ଜୀବନ ନେଇଛି କରୋନା

ଭୁବନେଶ୍ୱର,୧୨ା୨(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ମୃତ୍ୟୁସଂଖ୍ୟା ବଢିଚାଲିଛି। ଆଜି ଆଉ ୨୪ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ସର୍ବାଧିକ…

ଭୋପାଳ ସହରର କାଜି କହିଲେ ମହିଳା ପିନ୍ଧନ୍ତୁ ବୁର୍ଖା, ହିଜାବ

ଭୋପାଳ,୧୨ ।୨: କର୍ନାଟକର ଉଡୁପି ସହରରେ ଆରମ୍ଭ ହୋଇଥିବା ହିଜାବ ଏବେ ପ୍ରାୟ ସାରା ଦେଶରେ ପ୍ରସାର ହୋଇଗଲାଣି । ଏବେ ମୁସଲମାନ ମହିଳାଙ୍କ ହିଜାବକୁ ନେଇ ଆରୋପ ପ୍ରତ୍ୟାରୋପ ଚାଲିଥିବା ବେଳେ ଏବେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ ସହରର କାଜି…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର

ଝାରସୁଗୁଡ଼ା ଅଫିସ,୧୨ା୨: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଲଖନପୁର ଥାନା ଜୟବୁଡିଆ ଗ୍ରାମର ନରେଶ କିଷାନ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri