ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତା
ବାରଙ୍ଗ,୧୨।୨(ଡି.ଏନ୍.ଏ.): ନନ୍ଦନକାନନରେ ଫସି ରହିଛି ଜଙ୍ଗଲୀ ଦନ୍ତାହାତୀ। ନନ୍ଦନକାନନ ପଛପଟ ପାଚେରି ଭାଙ୍ଗି ଦନ୍ତା ପରିସରକୁ ପଶିଥିଲା। ଟୟ ଟ୍ରେନ୍ ଧାରଣା ଉପରେ ଆସି ବୋଟ୍ ଘାଟ ପର୍ଯ୍ୟନ୍ତ ଯାଇ ସେଠାରୁ ବାଘ ସଫାରି ପଛପଟେ ଥିବା ହମିରା ଟାଙ୍କି ନିକଟରେ…
ପୁରୁଣା ଟିମ୍କୁ ଫେରିଲେ ଓ୍ବାର୍ନର: ଜାଣନ୍ତୁ କେତେରେ ହେଲେ ବିକ୍ରି…
ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୫ତମ ସଂସ୍କରଣ ଲାଗି ମେଗା ନିଲାମ ପ୍ରକ୍ରିୟା ଜାରି ରହିଛି। ଏଥିରେ ଅଷ୍ଟ୍ରେଲିୟ ଖେଳାଳିଙ୍କ ପାଇଁ ବହୁତ ଚାହିଦା ରହିଥିବା ବେଳେ ଚଳିତ ଥର ୪୭ ଖେଳାଳି ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ସେଥିରୁ ବିସ୍ଫୋରକ…
ଏଡିଏମ୍ ବିଶ୍ୱଜିତ୍ଙ୍କ କୁବେର ସମ୍ପତ୍ତି : ସରକାରୀ ବାସଭବନରେ ଚଢ଼ାଉ
ସୁନ୍ଦରଗଡ଼,୧୨।୨(ଡି.ଏନ୍.ଏ.): ସୁନ୍ଦରଗଡ଼ ଏଡିଏମ୍ ବିଶ୍ୱଜିତ୍ ମହାପାତ୍ର ଶୁକ୍ରବାରଠାରୁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି। ଶନିବାର ତାଙ୍କୁ ସୁନ୍ଦରଗଡ଼ଠାରେ ଜେରା କରାଯିବ। ବର୍ତ୍ତମାନ ତାଙ୍କ ସୁନ୍ଦରଗଡ଼ସ୍ଥିତ ସରକାରୀ ବାସଭବନରେ ଚଢ଼ାଉ ଚାଲିଥିବା ବେଳେ ନଗଦ…
କେବେ ଏ ଦଳ ତ କେବେ ସେ ଦଳ: ପ୍ରାୟ ୪୬ ଦିନ ମଧ୍ୟରେ ୩ଥର ଦଳ ପରିବର୍ତ୍ତନ କରିସାରିଲେଣି ଏହି ବିଧାୟକ
ଚଣ୍ଡିଗଡ଼,୧୨।୨: ବିଧାନସଭା ନିର୍ବାଚନ ପାଇଁ ୫ଟି ରାଜ୍ୟରେ ରାଜନୈତିକ ଉଷ୍ଣତା ଜାରି ରହିଛି। ସମସ୍ତ ରାଜ୍ୟରେ ପ୍ରଚାରକୁ ଜୋରଦାର କରାଯାଇଥିବା ବେଳେ ଏବେ ବି ଦଳ ପରିବର୍ତ୍ତନ ପର୍ବ ଜାରି ରହିଛି। ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଓ ତ୍ରିପୁରା ପରେ ଏବେ…
ମନୀଷ୍ ଦାସ ହତ୍ୟାକାଣ୍ଡ ମାମଲା: ୩୦୦ରୁ ଊର୍ଦ୍ଧ୍ୱ ପୃଷ୍ଠାର ଚାର୍ଜଶିଟ୍ ଦାଖଲ
ଭୁବନେଶ୍ୱର,୧୨ା୨(ବ୍ୟୁରୋ): ବହୁଚର୍ଚ୍ଚିତ ମନୀଷ୍ ଦାସ ହତ୍ୟାକାଣ୍ଡ ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇଛି। ଇନ୍ଫୋସିଟି ଥାନା ପୋଲିସ ପକ୍ଷରୁ ୩୦୦ରୁ ଅଧିକ ପୃଷ୍ଠାର ଚାର୍ଜଶିଟ୍ ଦାଖଲ କରାଯାଇଛି। ମାମଲାରେ ୩ ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ପୋଲିସ ଦର୍ଶାଇଛି। ମନୀଷ୍ଙ୍କ ୩ ବନ୍ଧୁ…
ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର, ପ୍ରସ୍ତୁତି ନେଇ ଜିଲାପାଳଙ୍କୁ ଚିଠି
ଭୁବନେଶ୍ୱର,୧୨।୨(ବ୍ୟୁରୋ): ରାଜ୍ୟରେ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖଇ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏବେ ଅଙ୍ଗନବା କେନ୍ଦ୍ର ଗୁଡ଼ିକ ଖୋଲିବ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ…
ଧାଓ୍ବନଙ୍କୁ ମିଳିଲା ପଞ୍ଚମ ଆଇପିଏଲ୍ ଟିମ୍: ଜାଣନ୍ତୁ କେତେରେ ହେଲେ ବିକ୍ରି
ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍) ୧୫ ସଂସ୍କରଣର ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଛି। ଅକ୍ସନର ପ୍ରଥମ ଦିନରେ ପ୍ରଥମ ଖେଳାଳି ଭାବେ ନିଲାମ ହୋଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ଓପନର୍ ଶିଖର ଧାଓ୍ବନ। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୮.୨୫ କୋଟି…
ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଅଲ୍-ବଦରର ୩ ଆତଙ୍କବାଦୀ ଗିରଫ
ଶ୍ରୀନଗର,୧୨।୨: ଜମ୍ମୁ-କଶ୍ମୀରର ସୋପୋରେ ଜିଲାର ଡାଙ୍ଗିୱାଚା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡାଙ୍ଗିୱାଚା ଅଞ୍ଚଳରୁ ଅଲ୍-ବଦରର ୩ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଏହି ଆତଙ୍କବାଦୀଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଓ ନଗଦ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ, ଡାଙ୍ଗିୱାଚା…
ନିର୍ଦ୍ୱନ୍ଦ୍ୱ ସମିତିସଭ୍ୟା ଅପହରଣ ପ୍ରସଙ୍ଗ: ସୁରକ୍ଷିତ ଥିବା ଭିଡିଓ ଭାଇରାଲ
ଗଞ୍ଜାମ,୧୨ା୨(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ୍ୱ ସମିତି ସଭ୍ୟା ମାମି ଦାସ ଗତ ତିନିଦିନ ହେବ ନିଖୋଜ ଅଛନ୍ତି। ତାଙ୍କୁ କେହି ଅପହରଣ କରିଥିବା ନେଇ ତାଙ୍କ ମା’ ରମ୍ଭା ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ମାମି ଦାସ ନିଜେ…
୧୨.୫ କୋଟିରେ ଶ୍ରେୟସଙ୍କୁ ନେଲା କୋଲକାତା
ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜନ-୧୫ ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଯାଇଛି। ଅକ୍ସନର ପ୍ରଥମ ଦିନରେ ନାମୀଦାମୀ ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି ଫ୍ରାଞ୍ଚାଇଜ। ଭାରତର ଷ୍ଟାର୍ ବ୍ୟାଟର ଶ୍ରେୟସ୍ ଆୟରଙ୍କୁ କୋଲକାତା ନାଇଟ ରାଇଡର୍ସ ୧୨.୨୫ କୋଟି…
ଏଲ୍ଏସିରେ ସାମ୍ପ୍ରତିକ ପରିସ୍ଥିତି ପାଇଁ ଚାଇନା ଦାୟୀ: ଏସ୍ ଜୟଶଙ୍କର
ମେଲବର୍ନ,୧୨।୨: ଏଲ୍ଏସିରେ ବର୍ତ୍ତମାନର ସାମ୍ପ୍ରତିକ ପରିସ୍ଥିତି ପାଇଁ ଭାରତ ଚାଇନାକୁ ଦାୟୀ କରିଛି। ସୀମାନ୍ତରେ ସାମୂହିକ ସୈନ୍ୟଙ୍କ ପାଇଁ ହୋଇଥିବା ଲିଖିତ ଚୁକ୍ତିନାମାକୁ ଚାଇନା ପକ୍ଷରୁ ପ୍ରଥମେ ଅବମାନନା କରାଯାଇଛି। ଯେଉଁଥିପାଇଁ ଏଲ୍ଏସିରେ ଏଭଳି ପରିସ୍ଥିତି ଉପୁଜିଛି ବୋଲି ବର୍ହିବ୍ୟାପାର ମନ୍ତ୍ରୀ…
ଦୁଇଦିନିଆ ମେଗା ଅକ୍ସନରେ ସାମିଲ ହେବେ ୫୯୦ ଖେଳାଳି
ବେଙ୍ଗାଲୁରୁ,୧୨ା୨: ବେଙ୍ଗାଲୁରୁଠାରେ ଶନିବାରଠାରୁ ଆରମ୍ଭ ହେବ ଦୁଇଦିନିଆ ନିଲାମ କ୍ରୀଡ଼ା ପ୍ରକ୍ରିୟା। ଏଥିରେ ୧୦ଟି ଦଳ ନିଜ ପସନ୍ଦ ମୁତାବକ ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ୫୯୦…
Archives


