Home Left

ତୁକାରାମ ମହାରାଜ ମନ୍ଦିରର ଉଦ୍‌ଘାଟନ କଲେ ମୋଦି

ପୁଣେ,୧୪ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେରେ ଜଗଦଗୁରୁ ଶ୍ରୀସନ୍ଥ ତୁକାରାମ ମହାରାଜଙ୍କ ମନ୍ଦିରର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଦେହୁର ଶିଳା ମନ୍ଦିର କେବଳ ଭକ୍ତିର ଶକ୍ତିର ଏକ କେନ୍ଦ୍ର ନୁହେଁ ବରଂ ଭାରତର ସାଂସ୍କୃତିକ…

ଏୟାର ଇଣ୍ଡିଆ ଉପରେ ଲାଗିଲା ୧୦ ଲକ୍ଷର ଜରିମାନା

ନୂଆଦିଲ୍ଲୀ,୧୪।୬: ଏୟାର ଇଣ୍ଡିଆ ଉପରେ ଲାଗୁ ହୋଇଛି ୧୦ ଲକ୍ଷ ଟଙ୍କାର ଜରିମାନା। ବୈଧ ଟିକେଟ ଥିବା ସତ୍ତ୍ୱେ ଯାତ୍ରୀଙ୍କୁ ବୋର୍ଡିଂକୁ ବାରଣ କରିବା ଏବଂ ସେମାନଙ୍କୁ ବାଧ୍ୟତାମୂଳକ କ୍ଷତିପୂରଣ ପ୍ରଦାନ ନ କରିବାରୁ ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ଏୟାର…

ଛାତିରେ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ କଲେ ମୁସଲମାନ ଯୁବକ

ଲକ୍ଷ୍ନୌ,୧୪।୬: ଦେଶରେ ସାମ୍ପ୍ରଦାୟିକତା ନାମରେ ଅନେକ ହିଂସା ଘଟୁଥିବା ବେଳେ ୟୁପିର ଜଣେ ମୁସଲମାନ ଯୁବକ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ୨୩ ବର୍ଷୀୟ ମୁସଲମାନ ଯୁବକ ୟାମିନ ସିଦ୍ଦିକି ଛାତିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଟାଟୁ…

ନୋରାଙ୍କୁ ମଲାଇକାଙ୍କ ସହ ତୁଳନା କଲେ ପ୍ରଶଂସକ, କାରଣ ଜାଣିଲେ…

ବଲିଉଉଡ୍‌ ଅଭିନେତ୍ରୀ ନୋରା ଫତେହିଙ୍କ ପାଇଁ ପ୍ରଶଂସକଙ୍କ ପାଗଳ। ନୃତ୍ୟ ସହ ସୌନ୍ଦର୍ଯ୍ୟ ଏବଂ ଷ୍ଟାଇଲକୁ ନେଇ ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ନୋରାଙ୍କ ଏକ ନୂଆ ଭିଡିଓ ଭାଇରାଲ ହେଉଛି । ତେବେ ଏଥର ପ୍ରଶଂସକଙ୍କ ନୋରାଙ୍କୁ ଟ୍ରୋଲ…

ଛେରାପହଁରା କଲେ ଗଜପତି

ପୁରୀ ଅଫିସ,୧୪ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ରତ୍ନ ସିଂହାସନ ଛାଡ଼ି ସ୍ନାନବେଦୀରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସେବାୟତଙ୍କ ଦ୍ୱାରା ନୀତିକାନ୍ତି ଶେଷ ପରେ ଶ୍ରୀଜୀଉ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ। ସ୍ନାନନୀତି ସମାପନ ପରେ ଛେରାପହଁରା କାର୍ଯ୍ୟ ଆରମ୍ଭ…

ଶାଢ଼ି ଷ୍ଟାଇଲ

ସବୁ ଉତ୍ସବରେ ଶାଢ଼ିର ଫ୍ୟାଶନ ରହିଥାଏ। କିନ୍ତୁ ଠିକ୍‌ ଭାବେ ଶାଢ଼ି ପିନ୍ଧି ନ ପାରିଲେ ସୌନ୍ଦର୍ଯ୍ୟ ଖରାପ ହୋଇଯାଇଥାଏ। ତେଣୁ ଶାଢ଼ି ପିନ୍ଧିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନଦେବାକୁ ହୁଏ ଜାଣିରଖନ୍ତୁ… ବଡିର ଶେପ୍‌ ଅନୁସାରେ ଶାଢ଼ିର ଫେବ୍ରିକ…

ଘରେ କରନ୍ତୁ ଫେସିଆଲ

ରଜରେ ସଜବାଜର ଏକ ସ୍ବତନ୍ତ୍ର ବିଧି ରହିଥାଏ। ତେବେ ସଜବାଜ ପୂର୍ବରୁ ଯଦି ପାର୍ଲର ଯିବାକୁ ଭୁଲିଯାଇଛନ୍ତି ତେବେ ଘରେ କରନ୍ତୁ ଫେସିଆଲ୍‌… ବେସନ ପ୍ୟାକ୍‌ – ଏକ ବଡ଼ ଚାମଚ ବେସନ, ଏକ ଛୋଟ ଚାମଚ ଅର୍ଗାନିକ୍‌ ହଳଦୀ ଗୁଣ୍ଡ,…

ଖୁବଶୀଘ୍ର ହେବ ସିଡିଏସ ନିଯୁକ୍ତି: ରାଜନାଥ

ନୂଆଦିଲ୍ଲୀ,୧୪ ।୬: ଦେଶର ପ୍ରଥମ ଚିଫ ଅଫ ଡିଫେନ୍ସ ଷ୍ଟାଫ(ସିଡିଏସ) ଜେନେରାଲ ବିପିନ ରାୱତଙ୍କ ପରଲୋକ ପରେ ଏବେ ଏହି ପଦବି ଖାଲି ପଡିଛି । ତେବେ ଖୁବଶୀଘ୍ର ଏହି ପଦବୀ ପୂରଣ କରାଯିବ ବୋଲି ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…

ଆସିଛି ରଜ

କୁଆଁରୀ ଝିଅଙ୍କ ପର୍ବ ରଜ । ହେଲେ ଭିନ୍ନ ଭିନ୍ନ ଢଙ୍ଗରେ ସମସ୍ତେ ଉପଭୋଗ କରିଥାନ୍ତି ଏହି ପର୍ବକୁ। ପିଠାପଣା ସହ ରଜର ସବୁ ବିଧି ପାଳିବାକୁ ଭୁଲନ୍ତି ନାହିଁ ଗୃହିଣୀମାନେ। ଯେଉଁଠି ଥିଲେ ବି ପୂରା ଓଡ଼ିଆଣୀ ଢଙ୍ଗରେ ପର୍ବ…

ଭୋ’ ଭୋ’ ହୋଇ କାନ୍ଦିଲେ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୪।୬: କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ ଏକ ଫିଲ୍ମ ଦେଖି ଭାବପ୍ରବଣ ହୋଇପଡିଛନ୍ତି। ସେ ଏତେ ଭାବପ୍ରବଣ ହୋଇପଡିଛନ୍ତି ଯେ, ତାଙ୍କ ଆଖିରୁ ଲୁହ ଧାର ଧାର ବୋହିପଡୁଛି। ସେ ନିଜ ହାତରେ ଲୁହ ପୋଛି ଦେଉଛନ୍ତି। ଏହାର ଏକ ଫଟୋ…

ପୂର୍ବତନ କ୍ରିକେଟରଙ୍କ ବଢ଼ିଲା ପେନ୍‌ସନ

ନୂଆଦିଲ୍ଲୀ,୧୪।୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପୂର୍ବତନ କ୍ରିକେଟର (ମହିଳା ଓ ପୁରୁଷ) ଏବଂ ଅମ୍ପାୟରଙ୍କ ପେନ୍‌ସନ ବୃଦ୍ଧି କରିଛି। ଯେଉଁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ ମାସକୁ ୧୫,୦୦୦ ଟଙ୍କା ପାଉଥିଲେ ସେମାନେ ଏବେ ୩୦,୦୦୦ ପାଇବେ। ସେହିପରି ୩୭,୫୦୦ ଟଙ୍କା…

କଳାପାଟ ଜଙ୍ଗଲରୁ ଗିରଫ ହେଲେ ୪ ଶିକାରୀ

କେନ୍ଦୁଝର,୧୪।୬(ସ୍ବ.ପ୍ର): କେନ୍ଦୁଝର ଜିଲା ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା କଳାପାଟ ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ୍‌ ତାର ହୁକିଂ କରି ଶିକାର କରିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଧରିବାରେ ସଫଳ ହୋଇଛି। ସେମାନେ ହେଲେ ଶିବନାରାୟଣପୁର ଗୋଡ଼ା ଗାଁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?