ସମୁଦ୍ର କୂଳରେ ରୋମାଣ୍ଟିକ୍ ହେଲେ ଦୀପ୍ବୀର
ବଲିଉଡ୍ର ସୁନ୍ଦର ଯୋଡିଙ୍କ ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ଅନ୍ୟତମ। ଦୁହେଁ ଅନସ୍କ୍ରିନରେ ଅନେକ ଥର ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି। ପ୍ରଶଂସକମାନେ ସେମାନଙ୍କ କେମେଷ୍ଟ୍ରିକୁ ଖୁବ୍ ପସନ୍ଦ କରନ୍ତି। ରଣବୀର ରିଅଲ ଲାଇଫରେ ସ୍ତ୍ରୀ ଦୀପିକାଙ୍କ ପ୍ରତି…
ନ୍ୟାଶନାଲ ଟେଲିଭିଜନରେ ପ୍ରଥମ ଥର ହେଲା ଗୋଦ ଭରାଇ ରସମ
ମୁମ୍ବାଇ: କମେଡି କୁଇନ୍ ଭାରତି ସିଂ ଏବେ ଗର୍ଭବତୀ । କିଛିଦିନ ତଳେ ଏମିତି ଏକ ଖବରକୁ ବେଶ ଖୁସିର ସହ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଶେୟାର କରିଥିଲେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆ । ଏମାନଙ୍କୁ ସରପ୍ରାଇଜ ଦେବାକୁ…
ଥରିଲା ଉତ୍ତରାଖଣ୍ଡ
ଡେରାଡୁନ,୧୨।୨: ଉତ୍ତରାଖଣ୍ଡର ଉତ୍ତରକାଶୀରେ ଶନିବାର ସକାଳେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରେକର୍ଡ କରାଯାଇଛି। ଏହାର କେନ୍ଦ୍ରସ୍ଥଳ ଉତ୍ତରକାଶୀରୁ ୩୯ କିଲୋମିଟର ଦୂରରେ ରହିଥିବା ନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା…
୧୬ ଯାଏ କଲେଜ ବନ୍ଦ
ଉଡ଼ୁପି,୧୨।୨: କର୍ନାଟକରେ ହିଜାବକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ କଲେଜ ଛୁଟିକୁ ୧୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ୧୪ ତାରିଖରେ ସ୍କୁଲ୍ ଖୋଲିବାକୁ ଥିବାରୁ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ପୋଲିସ ପକ୍ଷରୁ ସତର୍କତା ପଦକ୍ଷେପ ସ୍ବରୂପ…
ରାଜ୍ୟରେ ସୋମବାରରୁ ଖୋଲିବ ସମସ୍ତ ସ୍କୁଲ
ଲକ୍ଷ୍ନୌ,୧୨।୨: ଉତ୍ତରପ୍ରଦେଶରେ କରୋନା ପ୍ରକୋପ କମିବାରେ ଲାଗିିଛି। ତେଣୁ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣି ଥରେ ରାଜ୍ୟରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଫେବୃଆରୀ ୧୪ ତଥା ସୋମବାରରୁ ରାଜ୍ୟରେ ନର୍ସରୀ କ୍ଲାସଠାରୁ ଆରମ୍ଭ କରି ସମସ୍ତ…
ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ
ନୂଆଦିଲ୍ଲୀ,୧୨ା୨ପି.ଟି.): ସାଧାରଣ ବଜେଟ ଓ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି। ଜାନୁୟାରୀ ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ସହ ଅଧିବେଶନ ଆରମ୍ଭ ହୋଇଥିଲା ଏବଂ…
ବିଚାରପତି ଗଣେଦିଓ୍ବାଲାଙ୍କ ଇସ୍ତଫା
ମୁମ୍ବାଇ,୧୨ା୨: ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ପ୍ରସଙ୍ଗରେ ଲଗାତର ବିବାଦୀୟ ରାୟ ଦେବା ଜଣେ ମହିଳା ବିଚାରପତିଙ୍କୁ ମହଙ୍ଗା ପଡ଼ିଛି। ‘ସ୍କିନ୍-ଟୁ-ସ୍କିନ୍ କଣ୍ଟାକ୍ଟ’ ରାୟକୁ ନେଇ ଚର୍ଚ୍ଚିତ ଓ ସମାଲୋଚିତ ଜଷ୍ଟିସ୍ ପୁଷ୍ପା ବୀରେନ୍ଦ୍ର…
ଚନ୍ଦ୍ରଶେଖରନ୍ ଟାଟା ସନ୍ସ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପୁନଃ ନିଯୁକ୍ତ
ନୂଆଦିଲ୍ଲୀ,୧୨ା୨(ପି.ଟି.): ଏନ୍. ଚନ୍ଦ୍ରଶେଖରନ୍ଙ୍କୁ ଟାଟା ସନ୍ସ ଏହାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଆଉ ୫ ବର୍ଷ ଲାଗି ପୁନଃ ନିଯୁକ୍ତ କରିଛି। ବୋର୍ଡ ସଦସ୍ୟମାନେ ଚନ୍ଦ୍ରଶେଖରନ୍ଙ୍କ ପ୍ରଦର୍ଶନକୁ ଉଚ୍ଚ ପ୍ରଶଂସା କରିବା ସହ ପରବର୍ତ୍ତୀ ୫ ବର୍ଷ ଲାଗି ତାଙ୍କର ପୁନଃ…
ଶେଷ ଦୋକାନ
ଡେରାଡୁନ୍: ଚାଇନା ସୀମାକୁ ଲାଗିଥିବା ଏକ ଦୋକାନର ନାଁ ହେଉଛି ଭାରତର ଶେଷ ଦୋକାନ। ଉତ୍ତରାଖଣ୍ଡର ଚାମେଲି ଜିଲାରେ ରହିଛି ଏହି ଦୋକାନ। ଏହିଠାରେ ଭାରତର ଶେଷ ଗାଁ ରହିଛି, ଯାହାର ନାଁ ମାଣା। ଏହିଠାରୁ ହିଁ ଭାରତର ସୀମା ଶେଷ…
ମୁକ୍ତ ଇଣ୍ଡୋ-ପାସିଫିକ୍ ପାଇଁ ସଂକଳ୍ପ
ମେଲବୋର୍ନ,୧୨ା୨: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ମିଳିତ ଲକ୍ଷ୍ୟ ହାସଲ ଦିଗରେ ଏକତ୍ର କାର୍ଯ୍ୟ କରିବା ଏବଂ ଆତଙ୍କବାଦ…
ଜନଜାତି ଅଞ୍ଚଳରେ ଛାତ୍ରୀଛାତ୍ରଙ୍କ ବିକାଶ ଉପରେ ଗୁରୁତ୍ୱ
ଭୁବନେଶ୍ୱର, ୧୨ା୨(ବ୍ୟୁରୋ): ‘ମୋ ସ୍କୁଲ୍’ ଅଭିଯାନର ୯ମ ପରିଚାଳନା ପରିଷଦ ବୈଠକ ଶୁକ୍ରବାର ଭର୍ଚୁଆଲରେ ଅନୁଷ୍ଠିତ ହୋଇଯାଇଛି। ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଯୋଗଦେଇ କହିଥିଲେ, ‘ମୋ ସ୍କୁଲ୍’ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ବ୍ୟାପକତା, ନିରପେକ୍ଷତା ଓ ସ୍ବଚ୍ଛତାକୁ…
ୟଶ୍ଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର କଲା ରାମରାଜ୍ କଟନ
ନୂଆଦିଲ୍ଲୀ,୧୨।୨: ରାମରାଜ୍ କଟନ ପକ୍ଷରୁ ଅଭିନେତା ୟଶ୍ଙ୍କୁ କମ୍ପାନୀ ବ୍ରାଣ୍ଡ ଆମ୍ବାସାଡର ଭାବେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ରାମରାଜ୍ କଟନର ପ୍ରତିଷ୍ଠାତା କେ. ଆର୍. ନାଗରାଜନଙ୍କ ମତରେ ୟଶ୍ ଯେ କେବଳ ଜଣେ ସୁପରଷ୍ଟାର ତା’ ନୁହେଁ ବରଂ ସେ…
Archives


