Posted inଜାତୀୟ

ତୁକାରାମ ମହାରାଜ ମନ୍ଦିରର ଉଦ୍‌ଘାଟନ କଲେ ମୋଦି

ପୁଣେ,୧୪ ।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେରେ ଜଗଦଗୁରୁ ଶ୍ରୀସନ୍ଥ ତୁକାରାମ ମହାରାଜଙ୍କ ମନ୍ଦିରର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ଦେହୁର ଶିଳା ମନ୍ଦିର କେବଳ ଭକ୍ତିର ଶକ୍ତିର ଏକ କେନ୍ଦ୍ର ନୁହେଁ ବରଂ ଭାରତର ସାଂସ୍କୃତିକ ଭବିଷ୍ୟତକୁ ପ୍ରସସ୍ତ କରୁଛି । ଏହି ପବିତ୍ର ସ୍ଥାନର ପୁନର୍ନିମାଣ ହୋଇଥିବାରୁ ମନ୍ଦିର ପ୍ରଶାସନ ଓ ସମସ୍ତ ଭକ୍ତଙ୍କୁ ଶୁଭେଚ୍ଛ ଜଣାଇଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଆମର ଶାସ୍ତ୍ରରେ ରହିଛି ମନୁଷ୍ୟ ଜନ୍ମରେ ସବୁଠାରୁ ଦୁର୍ଲଭ ହେଉଛି ସନ୍ଥଙ୍କ ସହ ସତସଙ୍ଗ । ସନ୍ଥଙ୍କ ଅନୁଭୁତି ହୋଇଗଲେ ଈଶ୍ୱରଙ୍କ ଅନୁଭୁତି ଆପଣାଛାଏଁ ଚାଲି ଆସିଥାଏ । ତେଣୁ ଆଜି ଦେହୁର ଏହି ପବିତ୍ର ତୀର୍ଥଭୂମିକୁ ଆସି ମୋତେ ସେହିପରି ଅନୁଭୁତି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ୟାକଲିନଙ୍କୁ ଜାମିନ

ମୁମ୍ବାଇ,୧୫ ।୧୧: ମନି ଲଣ୍ଡରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜଙ୍କୁ ପଟିଆଲା ହାଉସ କୋର୍ଟ ପକ୍ଷରୁ ମିଳିଛି ଆଶ୍ୱସ୍ତି । କୋର୍ଟ ପକ୍ଷରୁ ତାଙ୍କୁ...

ମିଳିଲା ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ: ଶିବନ

ନୂଆଦିଲ୍ଲୀ,୮।୯: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋର) ମୁଖ୍ୟ କେ. ଶିବନ ଭାରତ ପାଇଁ ଏକ ଖୁସି ଖବର ଦେଇଛନ୍ତି। ରବିବାର ଲ୍ୟାଣ୍ଡର ‘ବିକ୍ରମ’ର ସନ୍ଧାନ...

ପଣ୍ଡ ହେଲା ଆତଙ୍କବାଦୀଙ୍କ ଆକ୍ରମଣ ଯୋଜନା: ମୋଦି

ନୂଆଦିଲ୍ଲୀ,୨୦ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ-କଶ୍ମୀରର ନଗରୋଟାରେ ଗୁରୁବାର ଭାରତୀୟ ସେନାଙ୍କ ଦ୍ୱାରା ୪ ଆତଙ୍କବାଦୀ ନିହତ ହେବା ଘଟଣାକୁ ପ୍ରଶଂସା କରିଛନ୍ତି ।...

ଜୁଲାଇ ୧୮ରୁ ୨୩ ଜେଇଇ ମେନ୍‌: ୨୬ ଜୁଲାଇରେ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ,୫।୫: ଜେଇଇ ମେନ୍‌ ଏବଂ ଏନ୍‌ଇଇଟି ପ୍ରବେଶିକା ପରୀକ୍ଷା ପାଇଁ ନୂତନ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୧୮ରୁ ୨୩ ମଧ୍ୟରେ ଜେଇଇ ମେନ୍‌ ପରୀକ୍ଷା...

ଭାଜପା ଫୋକସରେ ସୀମାନ୍ତବର୍ତ୍ତୀ ୪୬ ଆସନ

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ...

୨ ସାଧୁଙ୍କ ସମେତ ୩ ଜଣଙ୍କୁ ପିଟି ହତ୍ୟା

ମୁମ୍ବାଇ,୨୧ା୪: ମହାରାଷ୍ଟ୍ରର ପାଲ୍‌ଘର ଅଞ୍ଚଳରେ ଦୁଇଜଣ ସାଧୁ ଓ ସେମାନଙ୍କ ଡ୍ରାଇଭରକୁ କେତେକ ଲୋକ ପିଟି ମାରିଦେବା ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ...

ଭୁଲିହେବ ନାହିଁ ଶହୀଦଙ୍କ ବଳିଦାନକୁ: ମୋଦି

ନୂଆଦିଲ୍ଲୀ,୩।୫: ଜମ୍ମୁ-କଶ୍ମୀରରେ ରବିବାର ହୋଇଥିବା ଏନ୍‌କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ କର୍ନେଲ ଓ ଜଣେ ମେଜର ରହିଛନ୍ତି। ପ୍ରଧାନମନ୍ତ୍ରୀ...

ଇଣ୍ଡଷ୍ଟ୍ରି ସମସ୍ତଙ୍କର: ମୁକେଶ ଖାନ୍ନା

ମୁମ୍ବାଇ,୧୯।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର...

Advertisement
Archives

Model This Week