ସରପ୍ରାଇଜ୍ ଗିଫ୍ଟ
ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ବିକ୍। କେଉଁ ଦିନ ଗୋଲାପ ତ ଆଉ କେଉଁ ଦିନ ଟେଡି ଏବଂ ଚକୋଲେଟ୍ ଦେଇ ନିଜ ପାର୍ଟନରଙ୍କୁ ଖୁସି କରିବାରେ ଲାଗି ପଡ଼ିଛନ୍ତି ଅନେକେ । ତେବେ ଦିବସ ଅନୁଯାୟୀ ଏହିସବୁ…
ପ୍ରେମରେ ପ୍ରେମରେ ବର୍ଷେ…
ଆସନ୍ତାକାଲି ପ୍ରେମର ଦିବସ ଭାଲେଣ୍ଟାଇନ୍ସ ଡେ’। ପ୍ରତିଟି ପ୍ରେମୀଯୁଗଳଙ୍କ ପାଇଁ ବେଶ୍ ପ୍ରତୀକ୍ଷିତ ଦିନଟିଏ। ହେଲେ, ଦୁଇ ଅଚିହ୍ନା ମଣିଷ ଯଦି ଏହିଦିନ ବିବାହ ବନ୍ଧନରେ ବାନ୍ଧି ହୋଇ ପରବର୍ତ୍ତୀ ସମୟରେ ଏହି ଦିନରେ ବିବାହ ବାର୍ଷିକୀ ପାଳନ କରନ୍ତି, ତେବେ…
କଂଗ୍ରେସ କରିଛି ଦେଶକୁ ବିଭାଜିତ: ଭାଜପା ନେତା
ବେଙ୍ଗାଲୁରୁ,୧୩ ।୨: ହରିୟାଣାର ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ସବୁବେଳେ ବିରୋଧୀଙ୍କୁ ଟାର୍ଗେଟ କରି ଆସିଥଆନ୍ତି ଚର୍ଚ୍ଚାକୁ । ଏବେ ସେ ପୁଣିଥରେ ହିଜାବ ବିବାଦକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ବିଜ କର୍ନାଟକରେ ଚାଲିଥିବା ହିଜାବ ବିବାଦକୁ…
ସିଗାରେଟ୍ରେ ଗଞ୍ଜେଇ ଭର୍ତ୍ତିକରି ବିକୁଥିଲେ
କଟକ ଅଫିସ, ୧୩।୨: ଗଞ୍ଜେଇ ବିକ୍ରି ଅଭିଯୋଗରେ ବାଦାମବାଡି ପୋଲିସ ୨ ଜଣଙ୍କୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଟକ ଜିଲା ୪୨ ମୌଜା ଥାନା ଅନ୍ତର୍ଗତ ଝିଙ୍କିରିଆ ଗ୍ରାମର ବୁବା ଓରଫ ନାରାୟଣ ପତି ଓ…
ମାଲାବାରର ‘ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍’ ଜୁଏଲାରୀ ପ୍ରଦର୍ଶନ
ଭୁବନେଶ୍ୱର,୧୩।୨: ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଳଙ୍କାର ପ୍ରତିଷ୍ଠାନ ‘ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍ସ’ ପକ୍ଷରୁ ‘ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍’ ଜୁଏଲାରୀ ପ୍ରଦର୍ଶନର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରଦର୍ଶନରେ ସୁନା, ହୀରା ଏବଂ ମୂଲ୍ୟବାନ ରତ୍ନ ଅଳଙ୍କାରର ଏକ ସ୍ବତନ୍ତ୍ର ଶୋ’…
ଚନ୍ଦନ ଶ୍ରେଷ୍ଠ ଅଭିନେତା, ଦିବ୍ୟାଦିଶା ଶ୍ରେଷ୍ଠ ଅଭିନେତ୍ରୀ
ଭୁବନେଶ୍ୱର, ୧୩।୨ (ବ୍ୟୁରୋ): ମାସ୍ ଇଭେଣ୍ଟ୍ସ ପକ୍ଷରୁ ଓଡ଼ିଶା ମୋଶନ ପିକ୍ଚର୍ ଆୱାର୍ଡ ପ୍ରଦାନ ଉତ୍ସବ ଶନିବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ଚନ୍ଦନ କର ଓ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଦିଶା ମହାନ୍ତି ପୁରସ୍କୃତ ହୋଇଛନ୍ତି।…
ଅସନ୍ତୋଷ ଜାହିର କଲେ ବିରୋଧୀଦଳ
ଭୁବନେଶ୍ୱର,୧୩।୨(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜଧାନୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଜୋର୍ଦାର ପ୍ରକ୍ରିୟା ଜାରି ରହିଥିବାବେଳେ ଇତିମଧ୍ୟରେ ସ୍ଥାନ ସଂରକ୍ଷଣ, ଓ୍ବାର୍ଡ ପୁନର୍ଗଠନ କାର୍ଯ୍ୟ ଶେଷ ହୋଇଛି। ସେହିଭଳି ଗୁରୁବାର ପ୍ରାଥମିକ…
ସୁରକ୍ଷାରେ ୪୦ ପ୍ଲାଟୁନ୍ ଫୋର୍ସ
ପୁରୀ ଅଫିସ,୧୩।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସନ୍ତା ୧୯ ତାରିଖରେ ଦୁଇଦିନିଆ ପୁରୀ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ଓ ଶରଧାବାଲି କାର୍ଯ୍ୟକ୍ରମରେ ଯୋଗଦେବେ। ରାଷ୍ଟ୍ରପତିଙ୍କ ଗସ୍ତ…
ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବିୟୋଗ
ଧର୍ମଶାଳା,୧୩।୨ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ଜନମାନସର ନେତା କାଙ୍ଗାଳି ଚରଣ ପଣ୍ଡାଙ୍କ ଶନିବାର ଭୋର୍ ସମୟରେ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ହୃଦ୍ଘାତରେ ପରଲୋକ ହୋଇଛି। ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା। ମରଶରୀର ଧର୍ମଶାଳାରେ ପହଞ୍ଚତ୍ବା…
କୋଭିଡ ସେଣ୍ଟର ଘୋଟାଲା: ମୁମ୍ବାଇର ଚା’ ବାଲାଙ୍କୁ ଦିଆଯାଇଛି ୧୦୦ କୋଟି ଟଙ୍କାର ଠିକା
ମୁମ୍ବାଇ,୧୩ ।୨: କରୋନା ମହାମାରୀକୁ ମୁକାବିଲା କରିବାକୁ ସରକାରଙ୍କ ତରଫରୁ ଗଢିଉଠିଥିଲା କୋଭିଡ ସେଣ୍ଟର । ଏହି କ୍ରମରେ ପୁଣେରେ ୧୦୦ କୋଟି ଟଙ୍କା ବ୍ୟୟରେ ଏକ କୋଭିଡ ସେଣ୍ଟର ନିର୍ମାଣ ଲାଗି ମୁମ୍ବାଇର ଜଣେ ଚା’ବାଲାଙ୍କୁ ଠିକା ଦିଆଯାଇଥିବା ଜଣାପଡିଛି…
ଆଜି ବିଶ୍ୱ ରେଡିଓ ଦିବସ
ଶବ୍ଦ, ସ୍ବର, ସଙ୍ଗୀତ, ସୃଜନଶୀଳତାର ସାବଲୀଳ ସଙ୍ଗମ ହେଉଛି ରେଡିଓ। ଶ୍ରୋତାଙ୍କ ହୃଦୟରେ ଶତାବ୍ଦୀରୁ ଅଧିକ ସମୟ ଧରି ଘର କରି ରହିଥିବା ଏହି ଲୋକପ୍ରିୟ ଶ୍ରାବ୍ୟ ଉପକରଣର କଳେବର ସମୟକ୍ରମେ ବଦଳିଛି। ତା’ ସାଙ୍ଗକୁ ବଢ଼ିଛି ଏହାର କ୍ରେଜ୍। ରୁପେଲି…
ଭୁବନେଶ୍ୱର ସମେତ ୨୬ ସ୍ଥାନରେ ଏନ୍ଆଇଏ ଚଢ଼ାଉ
ଭୁବନେଶ୍ୱର,୧୩।୨(ବ୍ୟୁରୋ): ମାଓବାଦୀ ଗୋଷ୍ଠୀ ଦ୍ୱାରା ଆତଙ୍କବାଦୀ ପାଣ୍ଠି ବ୍ୟବହାର ସମ୍ପର୍କିତ ଏକ ମାମଲାରେ ନ୍ୟାଶନାଲ ଇନଭେଷ୍ଟିଗେଶନ୍ ଏଜେନ୍ସି (ଏନ୍ଆଇଏ)ର ଟିମ୍ ଓଡ଼ିଶାର ଭୁବନେଶ୍ୱର ସମେତ ବିହାର, ଝାଡ଼ଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶର ମୋଟ ୨୬ଟି ସ୍ଥାନରେ ଶନିବାର ଚଢ଼ାଉ କରିଛି। ଚଢ଼ାଉ ସମୟରେ…
Archives


