Home Left

ଯୁବତୀଙ୍କୁ ଏମିତି ଗୋଡ଼ାଇଲା କୁକୁଡ଼ା, ଦେଖିଲେ…

କୁକୁଡ଼ା ସମ୍ପର୍କରେ ଅନେକ କଥା ଶୁଣିଥିବେ। ଏମାନେ ଅତ୍ୟନ୍ତ ନିରୀହ ପ୍ରାଣୀ। ବିଶେଷକରି ଲୋକମାନଙ୍କର ଆହାରରେ ଲାଗିଥାନ୍ତି। ମାତ୍ର ବେଳେବେଳେ କୁକୁଡ଼ା ଯେ, କେତେ ଆକ୍ରମଣାତ୍ମକ ହୋଇପାରେ ତାହା ହୁଏ ତ ଦେଖି ନ ଥିବେ। ନିକଟରେ ସୋସିଆଲ ମିଡିଆରେ ଏମିତି…

ପୁଟିନ୍‌ଙ୍କ ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲେ ରୁଷିଆ ବ୍ୟବସାୟୀ…

ମସ୍କୋ,୩।୩ : ୟୁକ୍ରେନ ଉପରେ ଆକ୍ରମଣ ନେଇ ଜଣେ ରୁଷିଆ ବ୍ୟବସାୟୀ ଏତେ ରାଗିଛନ୍ତି ଯେ ସେ ନିଜ ଦେଶର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଗିରଫ କିମ୍ବା ହତ୍ୟା କରିବା ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା…

୨୪ ଘଣ୍ଟାରେ ୧୩୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୩।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୩୮ କରୋନା ଆକ୍ରାନ୍ତ। ସେମାନଙ୍କ ମଧ୍ୟରେ କ୍ୱାରାଣ୍ଟାଇନ୍‌ରୁ ୭୮ଜଣ ଥିବା ବେଳେ ୬୦ ଲୋକାଲ କେସ୍‌ ରହିଛି। ସେହିଭଳି ୩୩ଜଣ ଶିଶୁ ଆକ୍ରାନ୍ତ ହୋଇଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ…

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆରମ୍ଭ ହେଲା ‘କ୍ୟାଟ ୱାର’

ମସ୍କୋ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷିଆର ଆକ୍ରମଣକୁ ଦେଖି ବିଶ୍ୱର ଅଧିକାଂଶ ଦେଶ ରୁଷିଆ ଉପରେ କିଛି ନା କିଛି ପ୍ରତିବନ୍ଧକ ଲଗାଇଛନ୍ତି । ଆର୍ଥିକ, କ୍ରିଡା, ବ୍ୟବସାୟ ସମ୍ବନ୍ଧୀୟ ଅନେକ ପ୍ରତିବନ୍ଧକ…

ଶୁଆ ଶାବକଙ୍କ ପ୍ରତି ବଢ଼ୁଛି ନିଷ୍ଠୁରତା, ଗଛ କୋରଡ଼ରୁ ଉଠାଇ ଆଣୁଛନ୍ତି ଶିକାରୀ

ଭୁବନେଶ୍ୱର,୩।୩(ବ୍ୟୁରୋ): ଆଖି ଠିକ୍‌ ଭାବେ ଫିଟି ନାହିଁ। ଦେହରେ ପର ବି ସମ୍ପୂର୍ଣ୍ଣ ଲାଗି ନାହିଁ। ଗୁରୁଣ୍ଡି ଗୁରୁଣ୍ଡି ମା’ ମୁହଁରୁ ଖାଦ୍ୟ, ଆଉ ସ୍ନେହକୁ ଅପେକ୍ଷା କରି ରହୁଥିବା ଶୁଆ ଶାବକଙ୍କୁ ଅତି ନିଷ୍ଠୁର ଭାବେ ଗଛ କୋରଡ଼ରୁ ଉଠାଇ…

ବେଲାରୁସର ଦାବି, ୧୦୦ ଭାରତୀୟ ଛାତ୍ରଙ୍କୁ ପିଟିଛନ୍ତି ପୋଲାଣ୍ଡ ସୀମା ସୁରକ୍ଷାବଳ

ମିନ୍‌ସ୍କ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧରେ ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରମାନେ ଜୀବନ ବଞ୍ଚାଇବାକୁ ଏହାର ପଡୋଶୀ ଦେଶ ଅଭିମୁଖେ ଚାଲି ଆସୁଛନ୍ତି । ଏବେ ଏହାକୁ ନେଇ ବେଲାରୁସ ଏକ ଚମକାଇବା ଭଳି ଖବର ଦେଇଛି । ବୁଧବାର ବେଲାରୁସ…

ଆଜି ଏଇଠି ତ କାଲି ସେଇଠି

ଯାଜପୁର ଅଫିସ,୩।୩: ଯାଜପୁର ଜିଲା ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଏକାଧିକ ସ୍ଥାନରେ ଫର୍ନେସ ଅଏଲ, ପେଟ୍ରୋଲ, ଡିଜେଲ ଆଦି ତୈଳ ସାମଗ୍ରୀର ଅପମିଶ୍ରଣ ଡିପୋ ହୋଇଛି। ଏହି ରାଜପଥ ସହ ସମ୍ପୃକ୍ତ ଥିବା ଯାଜପୁର, କେନ୍ଦ୍ରାପଡ଼ା ଓ…

ଗାଁର ମଉଡ଼ମଣି ରୁପାଲି

ମହାକାଳପଡ଼ା,୩ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ଅଧୀନ ଜଙ୍ଗଲଘେରି ଗାଁ ଆଦିବାସୀ ଶବରପଡ଼ା। ଏହି ଗାଁରେ ୪୦ରୁ ଊର୍ଦ୍ଧ୍ୱ ପରିବାରର ପ୍ରାୟ ୧୫୦ ସଦସ୍ୟ ବସବାସ କରୁଛନ୍ତି । ଗାଁକୁ ରାସ୍ତା ନାହିଁ । ଲୋକମାନଙ୍କୁ ରାଶନ କାର୍ଡ…

ବିରୋଧୀଙ୍କ ଅପପ୍ରଚାର ପାଇଁ ସତର୍କ ରୁହ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩ା୩(ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ବିରୋଧୀ ଦଳ କେତେ ଅପପ୍ରଚାର କରିଛନ୍ତି। ସରକାରକୁ ବଦନାମ କରିବା ପାଇଁ ମିଛ କାହାଣୀ କହିଛନ୍ତି ଓ ନକାରାତ୍ମକ ରାଜନୀତି କରିଛନ୍ତି। ଓଡ଼ିଶାବାସୀ ସେମାନଙ୍କ କଥାକୁ ଗୁରୁତ୍ୱ ଦେଇନାହାନ୍ତି। ଆଗାମୀ ପୌର ନିର୍ବାଚନରେ ମଧ୍ୟ ସେମାନେ ପୁଣିଥରେ…

ବନ୍ୟପ୍ରାଣୀ ସୁରକ୍ଷା ହିଁ ପରିବେଶ ସୁରକ୍ଷା

ପରିବେଶ ସୁରକ୍ଷା ସବୁଜ ପୃଥିବୀର ସୁରକ୍ଷା ଲାଗି ଅପରିହାର୍ଯ୍ୟ। ତେବେ ଏକ୍ଷେତ୍ରରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଉପଲବ୍ଧି କରି ପ୍ର୍ରତିବର୍ଷ ମାର୍ଚ୍ଚ ୩ରେ ବିଶ୍ୱ ବନ୍ୟପ୍ରାଣୀ ଦିବସ ପାଳନ କରାଯାଇଥାଏ। ୨୦ ଡିସେମ୍ବର…

ବାକ୍‌ଶକ୍ତିକୁ ପ୍ରଭାବିତ କରେ ଶ୍ରବଣ ସମସ୍ୟା

ଜନ୍ମ ସମୟରେ ଶିଶୁ ଶବ୍ଦର ଅନୁକରଣ ମାଧ୍ୟମରେ କଥା କହିବାକୁ ପ୍ରୟାସ କରିଥାଏ। ମାତାପିତା, ପରିବାର ସଦସ୍ୟଙ୍କର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ତେବେ ଯଦି ଶିଶୁଟିର ଶ୍ରବଣରେ ସମସ୍ୟା ରହିଥାଏ, ତେବେ ସେ କିଛି ବି ଶୁଣିପାରେ ନାହିଁ। ଫଳରେ…

ଉତ୍ତାପ ପାଇଁ ପୋଷାକ ଜାଳୁଛନ୍ତି

ମସ୍କୋ, ୩ା୩: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣର ଯନ୍ତ୍ରଣା କେବଳ ୟୁକ୍ରେନବାସୀ ନୁହଁନ୍ତି, ସେଠାରୁ ଜୀବନ ରକ୍ଷା ପାଇଁ ପଳାୟନ କରୁଥିବା ଅନ୍ୟ ଦେଶର ଲୋକେ ମଧ୍ୟ ଭୋଗୁଛନ୍ତି। ଆଫ୍ରିକା, ମଧ୍ୟପ୍ରାଚ୍ୟ, ଭାରତ ସମେତ ବିଭିନ୍ନ ଦେଶର ଲୋକେ ୟୁକ୍ରେନ୍‌ ସୀମାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri