Home Left

ସୁଧୁରୁଛି ଲାଲୁଙ୍କ ସ୍ବାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ,୭।୭: ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ବର୍ତ୍ତମାନ ଭଲ ଅଛି। ହେଲେ ଏବେ ବି ଡାକ୍ତରମାନେ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି। ଅନ୍ୟପଟେ ଲାଲୁ ଯାଦବ ଲୋକଙ୍କୁ…

ହୋଟେଲରେ ଡିଲ୍‌ ଚାଲିଥିବା ବେଳେ ଜବତ ହେଲା ହାତୀ ଦାନ୍ତ

ସମ୍ବଲପୁର,୭ା୭(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ବାସନ୍ତି ଲଜ୍‌ରେ ହାତୀଦାନ୍ତ ଡିଲ୍‌ ବେଳେ ବନ ବିଭାଗ ଚଢାଉ କରି ୩ଜଣଙ୍କୁ ଅଟକ ରଖିଛି। ତଦନ୍ତରେ ବାଧା ସୃଷ୍ଟିହେବା ଆଶଙ୍କା କରି ବିଭାଗ ପକ୍ଷରୁ ସେମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ। ସମ୍ବଲପୁର…

ମୋଦିଙ୍କ ମନ ଜିଣିଲେ ସ୍କୁଲ ଛାତ୍ରୀଛାତ୍ର

ବାରାଣସୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବାରାଣସୀ ଗସ୍ତ କରିଛନ୍ତି। ଏହି ଅବସରରେ ମୋଦି ପୂର୍ବାଞ୍ଚଳର ସବୁଠାରୁ ଅକ୍ଷୟ ପାତ୍ର ‘ମିଡ ଡେ ମିଲ୍‌’ ରୋଷେଇ ଘର ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମୟରେ ସ୍କୁଲ ପିଲାମାନଙ୍କ ସହ…

ଶୁକ୍ରବାର ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୭।୭(ବ୍ୟୁରୋ): ରାଷ୍ଟ୍ରପତି ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଓଡ଼ିଶା ଆସିବେ। ତେବେ ଓଡ଼ିଶାରେ ପହଞ୍ଚିବା ପରେ ବିଭିନ୍ନ ଦଳର ବିଧାୟକ ଏବଂ ଏମ୍‌ପିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ସେହିପରି ରାଷ୍ଟ୍ରପତି ନିର୍ବାଚନରେ ତାଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିବେ ବୋଲି…

ଅପରାହ୍ନ ୩ଟାରୁ ସୁନାବେଶରେ ଦର୍ଶନ ଦେବେ ବଳଦେବଜୀଉ

କେନ୍ଦୁଝର,୭ା୭(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରା ଅବସରରେ ଆସନ୍ତା ଶନିବାର ବାହୁଡା ଯାତ୍ରା ଏବଂ ୧୦ ତାରିଖ ରବିବାର ଶ୍ରୀଜୀଉଙ୍କ ସୁନାବେଶ ପରିଚାଳନା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଆଶିଷ ଠାକରେଙ୍କ ଅଧ୍ୟକ୍ଷତାରେ…

ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ ଅଫିସ,୭।୭: ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ। ହେଲେ ସନ୍ଧ୍ୟା ଦର୍ଶନ ସନ୍ଧ୍ୟାରେ ନ ହୋଇ ଅପରାହ୍ନ ୪ଟା ସୁଦ୍ଧା ଶେଷ ହେବ ବୋଲି ପ୍ରଶାସନ ଘୋଷଣା ପକ୍ଷରୁ କରାଯାଇଛି। ତେଣୁ ଅପରାହ୍ନ ୪ଟାରୁ ଭକ୍ତ ଆଉ ମହାପ୍ରଭୁଙ୍କ ଦର୍ଶନ କରିପାରିବେ…

ଶ୍ରୀଲଙ୍କାକୁ ବଡ଼ ଝଟ୍‌କା: ୪ ଖେଳାଳିଙ୍କୁ କରୋନା

ଗାଲେ,୭ା୭: ଅଷ୍ଟ୍ରେଲିଆ ବିପକ୍ଷରେ ଶୁକ୍ରବାର ଖେଳାଯିବାକୁ ଥିବା ଗାଲେ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଶ୍ରୀଲଙ୍କା ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ୪ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ବୁଧବାର ହୋଇଥିବା ଖେଳାଳିଙ୍କ କୋଭିଡ୍‌ ପରୀକ୍ଷାରେ ୩ ଜଣଙ୍କ…

ଶିବସେନାରୁ ଇସ୍ତଫା ଦେଲେ ପୂର୍ବତନ ଏମ୍‌ପି

ମୁମ୍ବାଇ,୭।୭: ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ଆଉ ଏକ ଝଟକା ଲାଗିଛି। ପୂର୍ବତନ ଏମ୍‌ପି ଆନନ୍ଦରାଓ ଅଡସୁଲ ଶିବସେନା ନେତା ପଦରୁ ଗୁରୁବାର ଇସ୍ତଫା ଦେଇଥିବା ନେଇ ତାଙ୍କ ପୁଅ ଅଭଜିତ ଅଡସୁଲ ସୂଚନା ଦେଇଛନ୍ତି। ଅଭଜିତ କହିଛନ୍ତି, ତାଙ୍କ…

ବିନା ବ୍ୟାଗରେ ଶନିବାର ସ୍କୁଲ ଯିବେ ଛାତ୍ରୀଛାତ୍ର

ରାୟପୁର,୭।୭: ଛତିଶଗଡରେ ବର୍ତ୍ତମାନ ପିଲାମାନେ ଖେଳି ଖେଳି ଅଧ୍ୟୟନ କରିବେ। ବିଦ୍ୟାଳୟ ଶିକ୍ଷାକୁ ଆକର୍ଷଣୀୟ ତଥା ଆଖପାଖର ପରିବେଶ ସହିତ ଯୋଡିବା ପାଇଁ ଭୁପେଶ ବଘେଲା ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଦିନ ରାଜ୍ୟ ବିଦ୍ୟାଳୟରେ ପିଲାମାନଙ୍କୁ ବ୍ୟାଗଲେସ୍‌…

ରୋମାଣ୍ଟିକ ହେଲେ ରଣବୀର-ବାଣୀ

ମୁମ୍ବାଇ: ବଲିଉଡ ନାୟକ ରଣବୀର କପୁର ଓ ନାୟିକା ବାଣୀ କପୁରଙ୍କୁ ଖୂବଶୀଘ୍ର ମୁଭି ‘ଶମଶେରା’ରେ ଦେଖିବାକୁ ମିଳବ । ଗୁରୁବାର ଏହାର ଦ୍ୱିତୀୟ ଗୀତ ରିଲିଜ ହୋଇଛି । ଏହି ଗୀତର ବୋଲ ରହିଛି ‘ଫିତୁର’ । ଏହି ଗୀତଟି…

ଓଲଟିଲା ବସ୍‌: ୩ ଯାତ୍ରୀ ମୃତ

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀରର ଉଧାମପୁର ଜିଲାରେ ଗୁରୁବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଫେରୁଛନ୍ତି ନୀଳନୟନା, ଫଟୋ ଶେୟାର କରି ଅଭିଷେକ ଲେଖିଲେ ଏମିତି

ମୁମ୍ବାଇ: ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କୁ ବଲିଉଡ୍‌ର ସବୁଠୁ ସୁଖୀ ଦମ୍ପତି କୁହାଯାଏ। ସେମାନେ ୨୦୦୭ରେ ବିବାହ କରିଥିଲେ। ବିବାହର ଏତେ ଦିନ ପରେ ବି ଦୁହେଁ ପରସ୍ପରକୁ ପ୍ରଶଂସା କରିବାର ସୁଯୋଗ ହାତଛଡ଼ା କରନ୍ତି ନାହିଁ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?