Home Left

୨୨ ସେକେଣ୍ଡରେ ଭାଷଣ ବନ୍ଦ କରି ଚାଲିଗଲେ ରାଜ୍ୟପାଳ

ପୁଣେ,୩।୨: ମହାରାଷ୍ଟ୍ର ବିଧାନସଭାର ବଜେଟ ଅଧିବେଶନର ପ୍ରଥମ ଦିନରେ ବହୁତ ହୋହାଲ୍ଲା ଦେଖିବାକୁ ମିଳିଛି। ହୋହାଲ୍ଲା ଏତେ ହୋଇଥିଲା ଯେ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଭାଗବତ ସିଂ କୋଶୟାରି ମଧ୍ୟଭାଗରେ ତାଙ୍କ ଭାଷଣ ବନ୍ଦ କରି ଗୃହରୁ ପଳାଇଥିଲେ। ଛତ୍ରପତି…

ଫେରୁଛନ୍ତି ଐଶ୍ୱର୍ଯ୍ୟା

ବମ୍ବେ: ଦୀର୍ଘଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ନୀଳ ନୟନା ଐଶ୍ୱର୍ଯ୍ୟା ରାୟ। ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟିନ ସେଲବନ’ରେ ସେ ନଜର ଆସିବେ। ବୁଧବାର ଏହାର ପ୍ରଥମ ପୋଷ୍ଟର ରିଲିଜ ହୋଇଛି। ଏଥିରେ ଐଶ୍ୱର୍ଯ୍ୟାଙ୍କୁ ଲାଲ୍‌ ଏବଂ…

ଆମେରିକାରେ ଭାରତୀୟ ଖାଦ୍ୟ ଖାଇଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କର ଦୈନନ୍ଦିନ ରୁଟିନଠାରୁ ଆରମ୍ଭ କରି ନୂତନ ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଶେୟାର କରିବାକୁ ଭୁଲନ୍ତି ନାହିଁ। ପ୍ରିୟଙ୍କା ଆଜିକାଲି ସ୍ବାମୀ ନିକ୍‌ ଜୋନାସ୍‌ଙ୍କ ସହ…

ଖାଦ୍ୟ ପାଇଁ ଲାଗିଛି ଧାଡ଼ି, ମହାକାଶରୁ ଦେଖି ହେଉଛି

ନୂଆଦିଲ୍ଲୀ,୩।୩: ଯୁଦ୍ଧ ଦ୍ୱାରା ପ୍ରଭାବିତ ୟୁକ୍ରେନର କିଛି ନୂଆ ସାଟେଲାଇଟ୍‌ ଫଟୋ ସାମ୍ନାକୁ ଆସିଛି। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଆଗରେ ଲୋକଙ୍କ ଲମ୍ବା ଧାଡ଼ି ଓ ଜଳୁଥିବା ବିଲ୍ଡିଂ ଦେଖିବାକୁ ମିଳୁଛି। ରାଜଧାନୀ କ୍ୱିଭ ଏବଂ ଚେରନିହିବର ସୁପରମାର୍କେଟ୍ସରେ ଖାଦ୍ୟ ପାଇଁ…

ପାର୍ଲାମେଣ୍ଟ ଭିତରେ ବସି ଶପିଂ କରୁଥିଲେ ମହିଳା ଏମ୍‌ପି

କ୍ୱାଲାଲମପୁର୍‌,୩।୩: ଗଣତାନ୍ତ୍ରିକ ଦେଶଗୁଡିକରେ ସରକାର ନିର୍ବାଚିତ ଏମ୍‌ପି ଏବଂ ବିଧାୟକଙ୍କ ଦ୍ୱାରା ପରିଚାଳିତ ହୁଏ। ସଂସଦରେ ଲୋକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରିବା ତାଙ୍କର ଦାୟିତ୍ୱ ଅଟେ। ଲୋକଙ୍କ ସମସ୍ୟା ସଂସଦରେ ଉପସ୍ଥାପନ କରିବା ଏମ୍‌ପିଙ୍କ କାର୍ଯ୍ୟ। କିନ୍ତୁ ଅନେକ ନେତାଙ୍କ…

‘ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦେଖି ଚାଇନା ଖୁସ୍‌’

ଓ୍ବାଶିଂଟନ୍‌,୩।୨: ୟୁକ୍ରେନ ଉପରେ ରୁଷିଆର ସେନାର ଆକ୍ରମଣର ଆଜି ହେଉଛି ଅଷ୍ଟମ ଦିନ। ଏହି ସମୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ବିରୋଧରେ ବଡ ଅଭିଯୋଗ କରିଛନ୍ତି। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ସି ଜିନପିଙ୍ଗ…

ଦିବଙ୍ଗତ ଖବରଦାତା ଅରିନ୍ଦମଙ୍କ ଘରୁ ଲୁଟ୍‌; ଗ୍ରୀଲ ତାଡ଼ି ସୁନାଗହଣା ନେଇଗଲେ

ପାଟଣା,୩।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଇକଳା ଗ୍ରାମର ଦିବଙ୍ଗତ ଖବରଦାତା ଅରିନ୍ଦମ ଦାସଙ୍କ ପୈତୃକ ଘରୁ ବୁଧବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଘରର ଗ୍ରୀଲ ତାଡି ଲକ୍ଷାଧିକ ଟଙ୍କା ସହ ସୁନା ଗହଣା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ଏନେଇ…

ବେଲପାହାଡ଼ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ୍‌ ପ୍ଲାଣ୍ଟରେ ଅଗ୍ନିକାଣ୍ଡ, ବ୍ୟାପକ କ୍ଷୟକ୍ଷତି

ଝାରସୁଗୁଡ଼ା ଅଫିସ,୩।୩: ଝାରସୁଗୁଡ଼ା ଜିଲା ବେଲପାହାଡ ଟିଆର୍‌ଏଲ୍‌ କ୍ରୋସାକୀ ଡୋଲୋମାଇଟ ପ୍ଲାଣ୍ଟରେ ଗୁରୁବାର ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି। ସକାଳ ୭ଟାରେ ପ୍ଲାଣ୍ଟରେ ନିଆଁ ଲାଗିଥିବା ବେଳେ ସାଢେ ୯ଟାରେ ଆୟତ୍ତ ହୋଇଥିଲା। ଟିଆରଏଲ୍‌ କ୍ରୋସାକୀ, ଓପିଜିସି, ବେଦାନ୍ତ,…

କ୍ରିକେଟ୍‌ ଇତିହାସରେ ସବୁଠୁ ଲମ୍ବା ମ୍ୟାଚ୍‌

୮୩ ବର୍ଷ ପୂର୍ବେ କ୍ରିକେଟ ଇତିହାସରେ ଖେଳାଯାଇଥିଲା ଦୀର୍ଘତମ କ୍ରିକେଟ ମ୍ୟାଚ। ମ୍ୟାଚର ଫଳାଫଳ ଘୋଷଣା ନ ହେବା ପର୍ଯ୍ୟନ୍ତ ଏହି ମ୍ୟାଚ ଖେଳାଯାଇଥିଲା। ୧୧ ଦିନ ଧରି, ଦୁଇଟି ଦଳ ବିଜେତା ହେବା ପାଇଁ ସଂଘର୍ଷ କରିଥିଲେ। ଯେତେବେଳେ ଗୋଟିଏ…

ଆଇଟି ଚଢ଼ାଉ ନାମରେ ଟମାଟର ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫୫ ଲକ୍ଷ…

ବେଙ୍ଗାଲୁରୁ,୩।୩ : ମିଛ ଆୟକର (ଆଇଟି) ଚଢ଼ାଉ କରି କର୍ନାଟକର ଜଣେ ଟମାଟର ବ୍ୟବସାୟୀଙ୍କୁ କିଛି ଅଜଣା ଲୋକ ଠକିଛନ୍ତି। ସେମାନେ ବ୍ୟବସାୟୀଙ୍କ ଘରୁ ୩୫ ଲକ୍ଷ ଟଙ୍କା ଏବଂ ୨୦ ଲକ୍ଷ ଟଙ୍କା ମୂଲ୍ୟର ଅଳଙ୍କାର ଲୁଟି ନେଇଛନ୍ତି। ନକଲି…

ଯୁବତୀଙ୍କୁ ଏମିତି ଗୋଡ଼ାଇଲା କୁକୁଡ଼ା, ଦେଖିଲେ…

କୁକୁଡ଼ା ସମ୍ପର୍କରେ ଅନେକ କଥା ଶୁଣିଥିବେ। ଏମାନେ ଅତ୍ୟନ୍ତ ନିରୀହ ପ୍ରାଣୀ। ବିଶେଷକରି ଲୋକମାନଙ୍କର ଆହାରରେ ଲାଗିଥାନ୍ତି। ମାତ୍ର ବେଳେବେଳେ କୁକୁଡ଼ା ଯେ, କେତେ ଆକ୍ରମଣାତ୍ମକ ହୋଇପାରେ ତାହା ହୁଏ ତ ଦେଖି ନ ଥିବେ। ନିକଟରେ ସୋସିଆଲ ମିଡିଆରେ ଏମିତି…

ପୁଟିନ୍‌ଙ୍କ ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ଘୋଷଣା କଲେ ରୁଷିଆ ବ୍ୟବସାୟୀ…

ମସ୍କୋ,୩।୩ : ୟୁକ୍ରେନ ଉପରେ ଆକ୍ରମଣ ନେଇ ଜଣେ ରୁଷିଆ ବ୍ୟବସାୟୀ ଏତେ ରାଗିଛନ୍ତି ଯେ ସେ ନିଜ ଦେଶର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଗିରଫ କିମ୍ବା ହତ୍ୟା କରିବା ପାଇଁ ୧୦ ଲକ୍ଷ ଡଲାର ପୁରସ୍କାର ପ୍ରଦାନ କରିବାକୁ ଘୋଷଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri