Home Left

ସିନ୍ଧୁ ନଦୀରେ ଡଙ୍ଗାବୁଡ଼ି, ୨୩ ମୃତ, ୨୬ ନିଖୋଜ …

ଇସଲାମାବାଦ, ୧୯।୭ : ପାକିସ୍ତାନରେ ଏକ ଦୁଃଖଦ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ ଜଣ ନିଖୋଜ ଅଛନ୍ତି। ପାକିସ୍ତାନର ପଞ୍ଜାବ ଏବଂ ସିନ୍ଧ ସୀମା ଅଞ୍ଚଳ ନିକଟସ୍ଥ ସିନ୍ଧୁ ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଯୋଗୁ…

ଏବେ ନୁହେଁ ୨୦୨୩ରେ ବିବାହ କରିବେ ଏହି ଯୋଡ଼ି!

ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟି ଏବଂ କେ.ଏଲ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଦୁହେଁ ଏବେ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ଚାଲିଛି। ପ୍ରଶଂସକମାନେ ମଧ୍ୟ ଖୁବଶୀଘ୍ର ସେମାନଙ୍କ ବିବାହ ଦେଖିବାକୁ ଅପେକ୍ଷା କରି…

ବୋମା ପକାଇ ସୁନା ଦୋକାନରୁ ଲୁଟ୍‌

ନୟାଗଡ଼ ଅଫିସ,୧୯।୭: ନୟାଗଡ଼ ଜିଲା ଗୋଡ଼ିପଡ଼ା ବଜାରର ନୂଆ ଜଗନ୍ନାଥ ସଡ଼କର ରଣପୁର ରାସ୍ତାରେ ଥିବା ହରିହର ସାହୁଙ୍କ ସୁନା ଦୋକାନରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି॥ଲୁଟେରା ମାନେ ବୋମା ପକାଇ ଗୁଳି ଫୁଟାଇ ଦୋକାନୀ ଓ…

ନବନିର୍ମାଣ କୃଷକ ସଙ୍ଗଠନର ରାସ୍ତାରୋକୋ: ସାମିଲ ହେଲେ ଛାତ୍ରୀଛାତ୍ର

ପାଟଣା,୧୯।୭(ସ୍ବ.ପ୍ର.): ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଓ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର କେନ୍ଦୁଝରରେ ବନ୍ଦ ପାଳନ କରାଯାଇଛି। ଏହିକ୍ରମରେ ଜିଲାର ୪୯ ନମ୍ବର ଜାତୀୟ ରାଜପଥ…

ଅପରେଶନ ବେଳେ ଛତ୍ରଭଙ୍ଗ ଦେଲେ ମାଓବାଦୀ: ବିପୁଳ ପରିମାଣର ସାମଗ୍ରୀ ଜବତ

ଫୁଲବାଣୀ ଅଫିସ, ୧୯।: କିଛି ଦିନର ନୀରବତା ପରେ କନ୍ଧମାଳ ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି। କୋମ୍ବିଂ ଅପରେଶନ୍‌ ବେଳେ ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ ଅଞ୍ଚଳ ଜଙ୍ଗଲରେ ଏକ ମାଓବାଦୀ କ୍ୟାମ୍ପକୁ ଯବାନମାନେ ଠାବ କରିଛନ୍ତି। ହେଲେ ଯବାନ…

ଶିଶୁ ବିକ୍ରି ରାକେଟ ଠାବ: ୭ ଗିରଫ

ନୂଆଦିଲ୍ଲୀ, ୧୯ା୭: ଦିଲ୍ଲୀରେ ନବଜାତକଙ୍କୁ ଚୋରି କରି ବିକୁଥିବା ଏକ ଗ୍ୟାଙ୍ଗ୍‌କୁ ଧରିବାରେ ସକ୍ଷମ ହୋଇଛି କ୍ରାଇମ୍‌ ବ୍ରାଞ୍ଚ ପୋଲିସ। ସୋମବାର କ୍ରାଇମ୍‌ ବ୍ରାଞ୍ଚ ଉତ୍ତମନଗରରୁ ୭ଜଣଙ୍କୁ ଗିରଫ କରିଛି। ଏଥିରେ ୫ଜଣ ମହିଳା ଓ ୨ଜଣ ପୁରୁଷ ସାମିଲ ଥିବା…

ତ୍ୱଚାର ଗ୍ଲୋ ବଢ଼ାଏ ଅଲିଭ୍‌ ଅଏଲ୍‌

ଲୋ ଫ୍ୟାଟ୍‌ ଡାଏଟ୍‌ରେ ବ୍ୟବହାର ହେଉଥିବାରୁ ଅଲିଭ୍‌ ଅଏଲ୍‌ର ଡିମାଣ୍ଡ ବେଶି। ହେଲେ ଆପଣ ଜାଣନ୍ତିକି ଏଥିରେ ଭରି ରହିଛି ଏଭଳି ଅନେକ ଉପାଦାନ, ଯାହାକି ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବରଦାନ ସଦୃଶ… ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ଅଲିଭ୍‌…

୭ ଲଶ୍କର ଆତଙ୍କବାଦୀ ଗିରଫ

ଜମ୍ମୁ, ୧୯ା୭: ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ସୋମବାର ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଏ-ତୋଇବା(ଏଲ୍‌ଇଟି)ର ୭ସଦସ୍ୟ ଗିରଫ ହୋଇଛନ୍ତି। ଏହି ଆତଙ୍କବାଦୀମାନେ ସୀମା ସେପଟରୁ ଆସୁଥିବା ନିର୍ଦ୍ଦେଶକୁ ପାଳନ କରି ବିଭିନ୍ନ ସ୍ଥାନରେ ଆକ୍ରମଣ କରିଥିବା ପୋଲିସ ଜାଣିବାକୁ ପାଇଛି। ପାକିସ୍ତାନରେ ଥିବା…

ଡ୍ରଇଂରୁମ୍‌ ଡେକୋରେଶନ୍‌

ଡ୍ରଇଂରୁମ୍‌ ହେଉଛି ଗୋଟିଏ ଘରର ମୁଖ୍ୟ ଆକର୍ଷଣ। ତେଣୁ ଏହାକୁ ସଜାଇବା ବେଳେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ତାହା ଅଧିକ ସୁନ୍ଦର ତଥା ଆଇକ୍ୟାଚି ଲାଗିବ। ଜାଣନ୍ତୁ କିପରି ସଜାଇବେ ଡ୍ରଇଂରୁମ୍‌… -ପ୍ରଥମ କଥା ହେଉଛି ଡ୍ରଇଂରୁମକୁ ଫାଙ୍କା…

ପଞ୍ଜାବରେ ସରକାର ଗଢ଼ିପାରେ ପିଟିଆଇ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ତେହରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ପାର୍ଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶରେ ସରକାର ଗଠନ କରିବା ନେଇ ସମ୍ଭାବନା ଦେଖାଦେଇଛି। ଇତିମଧ୍ୟରେ ପଞ୍ଜାବ ବିଧାନସଭା ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ୨୦ରୁ…

ଏମ୍‌ଜିଏନ୍‌ଆରଜିଏସରେ ୧୦୦ ଦିନ କାମ ଯୋଗାଇ ଦେଶରେ ଏହି ଜିଲା ପ୍ରଥମ

ଛତ୍ରପୁର,୧୯।୭(ଡି.ଏନ୍‌.ଏ.): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏ୍‌ନଆରଜିଏସ୍‌)ରେଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଜବକାର୍ଡଧାରୀ ପରିବାରକୁ ଶହେ ଦିନ କାମ ଯୋଗାଇବାରେ ଦେଶରେ ଗଞ୍ଜାମ ଜିଲା ପ୍ରଥମ ସ୍ଥାନରେ ରହିଛି। ବିଗତ ବର୍ଷ ମାନଙ୍କରେ ମଧ୍ୟ ଏହି ଯୋଜନାରେ…

ବର୍ଷାଦିନେ ଗର୍ଭବତୀଙ୍କ ଯତ୍ନ

କିଛିଦିନ ହେବ ଲାଗିରହୁଛି ପ୍ରବଳ ବର୍ଷା, ଯାହାକି ସଭିଙ୍କଠାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ବିଶେଷକରି ରୋଗ ପ୍ରତିରୋଧକ ଶକ୍ତି କମ୍‌ଥିବାରୁ ଏହା ଅଧିକ ପ୍ରଭାବିତ କରୁଛି ଭାବୀ ମା’ମାନଙ୍କୁ। ତେଣୁ ଏ ସମୟରେ ଗର୍ଭବତୀ ନାରୀମାନଙ୍କୁ ଉଭୟ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?