ବୋମା ପକାଇ ସୁନା ଦୋକାନରୁ ଲୁଟ୍‌

ନୟାଗଡ଼ ଅଫିସ,୧୯।୭: ନୟାଗଡ଼ ଜିଲା ଗୋଡ଼ିପଡ଼ା ବଜାରର ନୂଆ ଜଗନ୍ନାଥ ସଡ଼କର ରଣପୁର ରାସ୍ତାରେ ଥିବା ହରିହର ସାହୁଙ୍କ ସୁନା ଦୋକାନରୁ ମଙ୍ଗଳବାର ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ ହୋଇଛି॥ଲୁଟେରା ମାନେ ବୋମା ପକାଇ ଗୁଳି ଫୁଟାଇ ଦୋକାନୀ ଓ ସ୍ଥାନୀୟ ଲୋକଙ୍କୁ ଭୟଭିତ କରାଇଥିଲେ। ପରେ ଲୁଟ କରି ରଣପୁର ରାସ୍ତାରେ ପଳାଇ ଯାଇଥିଲେ। ଗୋଟିଏ ବାଇକରେ ୩ ଜଣ ଆସିଥିଲେ।
ପୁଣି ଗୋଡିପଡା ବାଗଦେବୀ ମନ୍ଦିର ନିକଟସ୍ଥ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରି ଅନୁରୂପ ଭାବେ ୨୦ ହଜାରରୁ ଊର୍ଦ୍ଧ୍ୱଟଙ୍କା ଲୁଟିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପୂର୍ବରୁ ନିଜ ଶ୍ରାଦ୍ଧ କରାଇଲେ ୮୦ ବର୍ଷୀୟ ବୃଦ୍ଧ; ୯୦୦ ଲୋକଙ୍କୁ ଦେଲେ ଭୋଜି, ଅଞ୍ଚଳରେ ଚର୍ଚ୍ଚା

ଲକ୍ଷ୍ନୌ,୧୬।୧୧: ସାଧାରଣତଃ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରାଦ୍ଧ ଭୋଜିର ଆୟୋଜନ କରାଯାଏ । କିନ୍ତୁ ଉତ୍ତରପ୍ରଦେଶର ବାଗପତ ଜିଲା ଜୋହଡ଼ି ଗାଁରେ ଏକ ନିଆରା ଘଟଣା…

ବିବାହ ପାଇଁ କୋର୍ଟ କିମ୍ବା ପୁରୋହିତଙ୍କ ନିକଟକୁ ଯିବାର ଆବଶ୍ୟକତା ନାହିଁ! Self-Respect Wedding)କ’ଣ? ଯାହା ଏବେ ଟ୍ରେଣ୍ଡ କରୁଛି?

ନୂଆଦିଲ୍ଲୀ,୧୬।୧୧: ଆଜିକାଲିର ଆଧୁନିକ ଯୁଗରେ, ବିବାହ କେବଳ ପାରମ୍ପରିକ ‘ସାତ ଫେରା’ କିମ୍ବା ରୀତିନୀତି ମଧ୍ୟରେ ସୀମିତ ହୋଇ ରହିନାହିଁ; ବିବାହ କରିବାର ଧାରାରେ ପରିବର୍ତ୍ତନ ଆସୁଛି।…

ଶୋଇଥିବା ବେଳେ ଘର ଉପରକୁ ମାଡ଼ିଗଲା କାର୍, ଡ୍ରାଇଭର ଫେରାର

ମୋହନା,୧୬।୧୧(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ପିଣ୍ଡିକି ଗାଁର ୩୨୬ ଏ ଜାତୀୟ ରାଜପଥର ରାସ୍ତା କଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।…

ଗୋଟିଏ ମ୍ୟାଚରେ ବିହାରର ଅଧିନାୟକତ୍ୱ କରିବା ପରେ, କୁଆଡ଼େ ଗଲେ ବୈଭବ ସୂର୍ଯ୍ୟବଂଶୀ? ସେ ନିଜ ଦଳକୁ କାହିଁକି ଛାଡ଼ିଦେଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୧୧: ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଦେଶ ତଥା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ପ୍ରଶଂସକମାନେ ତାଙ୍କ କ୍ରିକେଟ ଯାତ୍ରା ଉପରେ ତୀକ୍ଷ୍ଣ ନଜର…

ଓଡ଼ିଶାରେ ୧୮,୪୫୧ ଦିବ୍ୟାଙ୍ଗ ଶିଶୁ: କୋରାପୁଟ ଜିଲାରେ ସର୍ବାଧିକ

ଭୁବନେଶ୍ୱର,୧୬ା୧୧(ସୁଚିସ୍ମିତା ସାହୁ): ରାଜ୍ୟରେ ଶୂନରୁ ୬ ବର୍ଷ ବୟସ ମଧ୍ୟରେ ୧୮ ହଜାର ୪୫୧ ଜଣ ଦିବ୍ୟାଙ୍ଗ ଶିଶୁ ରହିଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ…

ଡିସେମ୍ବର ପ୍ରଥମ ସପ୍ତାହରୁ ପାର୍ଲାମେଣ୍ଟ ଶୀତ ଅଧିବେଶନ

ନୂଆଦିଲ୍ଲୀ,୧୬ା୧୧(ପି.ଟି.): ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବୃଦ୍ଧି ପାଉଥିବା ଏକ ସଂଘର୍ଷପୂର୍ଣ୍ଣ…

ସମ୍ପର୍କ ଭାଙ୍ଗିବାରୁ ପ୍ରେମିକାଙ୍କ ୨ କୁକୁରଙ୍କୁ ହତ୍ୟା

କୋଲକାତା, ୧୬ା୧୧: ଦକ୍ଷିଣ କୋଲକାତାର ବିକ୍ରମଗଡ଼ ଅଞ୍ଚଳରେ ଏକ ଲୋମହର୍ଷକ କାଣ୍ଡ ଘଟିଛି। ଜଣେ ଯୁବତୀ ସମ୍ପର୍କ ଭାଙ୍ଗି ଅଲଗା ହୋଇଯିବାରୁ ତାଙ୍କର ପ୍ରେମିକ (ଲିଭ୍‌-ଇନ୍‌ ପାର୍ଟନର)…

କାର୍‌ ଭିତରେ ଜିଅନ୍ତା ଜଳିଗଲେ ଯୁବକ, ବେକରେ ଗୁଡ଼ା ହୋଇଛି ତାର, ବଢୁଛି ନାନା ସନ୍ଦେହ

ରାଇକିଆ,୧୬ା୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନା କରଡା ପଞ୍ଚାୟତର ସିନାପାଲି ନିକଟରେ ଏକ କାର୍‌ ସମ୍ପୂର୍ଣ୍ଣ ଜଳି ଯାଇଥିବା ଏବଂ ସେଥିରେ ଜଣେ ଯୁବକ ଜିଅନ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?