ମା’ ହେଲେ ପୂଜା ବାନାର୍ଜୀ, ଘରକୁ ଆସିଲେ ନୂଆ ଅତିଥି
‘କସୋଟିି ଜିନ୍ଦେଗୀ କି ୨’ ଏବଂ ‘କୁମ୍ କୁମ ଭାଗ୍ୟ’ ଭଳି ଟିଭି ଶୋ’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ପୂଜାଙ୍କ ଭାଇ ନୀଲ ବାନାର୍ଜୀ ଏକ ଇଣ୍ଟରଭ୍ୟୁରେ ଏହି…
ହାଟ୍ରିକ୍ କଲେ ନମିତା
କୋରାପୁଟ,୧୨ା୩(ସ୍ବ.ପ୍ର.): କୋରାପୁଟ ବ୍ଲକ ଅଧ୍ୟକ୍ଷା ଭାବେ ନମିତା ମାଝି ହାଟ୍ରିକ କରିଛନ୍ତି। ନମିତା ୪ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାଯାଇଛି। ଶନିବାର ମଧ୍ୟାହ୍ନରେ କୋରାପୁଟ ବ୍ଲକ ଅଧ୍ୟକ୍ଷା ପଦବୀ ନିମନ୍ତେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ମସ୍ତିପୁଟ ସମିତିସଭ୍ୟା ନମିତା…
ହୃଦୟ ଜିତିଲେ ସ୍ମୃତି ମନ୍ଧାନା
ହାମିଲଟନ,୧୨।୩: ଦ୍ୱିତୀୟ ମହିଳା ବିଶ୍ୱକପ୍ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି ଭାରତୀୟ ମହିଳା କ୍ରିକେଟ ଟିମ୍। ମ୍ୟାଚ୍ ପରେ ୧୨୩ ରନ୍ କରିଥିବା ସ୍ମୃତି ମନ୍ଧାନାଙ୍କୁ ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ ଭାବେ ବିବେଚିତ କରାଯାଇଥିଲା। ହେଲେ ସେ ଏହି ପୁରସ୍କାରକୁ ହରମନପ୍ରିତଙ୍କ…
ପରଦାରେ ଟକ୍କର ଦେଉଛି ‘ଦ କଶ୍ମୀର ଫାଇଲ୍ସ’: ବ୍ୟବସାୟରେ ରଚିଲା କୀର୍ତ୍ତିମାନ
ବମ୍ବେ: ସୁପରଷ୍ଟାର ପ୍ରଭାସଙ୍କ ‘ରାଧେ ଶ୍ୟାମ’କୁ ପରଦାରେ ଟକ୍କର ଦେଉଛି ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’। ମାତ୍ର ୬୩୦ ସିନେମାହଲ୍ରେ ରିଲିଜ ହୋଇଥିଲେ ହେଁ କୀର୍ତ୍ତିମାନ ରଚିଛି ଫିଲ୍ମ। ପ୍ରଥମ ଦିନରେ ଏହା ୩.୫୫ କୋଟି…
ସ୍ବାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ବ୍ଲକ ଅଧ୍ୟକ୍ଷା ପଦବୀ
କୁତ୍ରା,୧୨ା୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ କାର୍ଯ୍ୟାଳୟ ପରିସରରେ ଶନିବାର ପଞ୍ଚାୟତ ସମିତି ଅଧ୍ୟକ୍ଷା ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଅଧ୍ୟକ୍ଷା ପଦ ପାଇଁ ଅଙ୍କକଷା ଚାଲିଥିଲା।…
ପାଟଣା, ସାହାରପଡ଼ା ବ୍ଲକ ଅଧ୍ୟକ୍ଷା ପଦ ଦଖଲ କଲା ବିଜେଡି
ପାଟଣା,୧୨ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକରେ ସୁକାନ୍ତି ନାଏକ ଓ ସାହାରପଡ଼ା ବ୍ଲକରେ ରୀନା ନାଏକ ବ୍ଲକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି। ଶନିବାର କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବ୍ଲକ ଅଧ୍ୟକ୍ଷା ପଦବୀ ନିର୍ବାଚନ ଆରମ୍ଭ ହୋଇଥିଲା। ଉଭୟ ବ୍ଲକ…
ନିର୍ଦ୍ୱନ୍ଦ୍ୱରେ କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ହେଲେ ଜିନା
କଣ୍ଟାପଡ଼ା,୧୨ା୩(ଡି.ଏନ୍.ଏ.): କଟକ ଜିଲା କଣ୍ଟାପଡ଼ା ବ୍ଲକର ଅଧ୍ୟକ୍ଷା ଭାବେ ବାଗଲପୁର ପଞ୍ଚାୟତର ସମିତିସଭ୍ୟା ଜିନା ଭୋଇ ନିର୍ବାଚିତ ହୋଇଛନ୍ତି। ଜିନା ଅଧ୍ୟକ୍ଷା ପଦବୀ ପାଇଁ ଏକମାତ୍ର ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ନିର୍ଦ୍ଧାରିତ ସମୟ ଭିତରେ କେହି ପ୍ରାର୍ଥିପତ୍ର ଦାଖଲ…
ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ହେଲେ ସୁଶାନ୍ତ
ଦାରିଙ୍ଗବାଡ଼ି,୧୨ା୩(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡି ହାତେଇଛି। ଏହି ପଦରେ ବିଜେଡିର ସୁଶାନ୍ତ କୁମାର ପ୍ରଧାନ ବିଜୟୀ ହୋଇଛନ୍ତି। ସେ ୨୫ ସମିତିସଭ୍ୟଙ୍କ ମଧ୍ୟରୁ ୧୭ଟି ଭୋଟ୍ ପାଇ ବିଜୟ ହୋଇଛନ୍ତି। ତାଙ୍କ ବିପକ୍ଷରେ ତତ୍କାଳୀନ ବ୍ଲକ…
ଟସ୍ ଜିତି ବ୍ୟାଟିଂ କରୁଛି ଭାରତ, ଦଳକୁ ଫେରିଛନ୍ତି ଅକ୍ଷର ପଟେଲ
ବେଙ୍ଗାଲୁରୁ,୧୨।୩: ଶ୍ରୀଲଙ୍କା ବିପକ୍ଷରେ ଶନିବାର ଖେଳାଯାଉଥିବା ଦିବାରାତ୍ର ଟେଷ୍ଟରେ ଟସ୍ ଜିତିଛି ଭାରତ। ଏହାପରେ ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଭାରତ ୧୮.୨ ଓଭରରେ ୨ ଉଇକେଟ ହରାଇ ୬୩ ରନ୍…
ଇନଷ୍ଟାଗ୍ରାମରେ ୪୬ ମିଲିୟନ ଟପିଲା ଉର୍ବଶୀଙ୍କ ପ୍ରଶଂସକଙ୍କ ସଂଖ୍ୟା
ମୁମ୍ବାଇ: ବଲିଉଡ ନାୟିକା ଉର୍ବଶୀ ରୌତେଲାଙ୍କର ଫ୍ୟାନ୍ ଫଲୋଇଙ୍ଗ ସଂଖ୍ୟା ବହୁତ ଅଧିକ । ନିକଟରେ ଇନଷ୍ଟାଗ୍ରାମରେ ତାଙ୍କ ପଲୋୟର୍ସଙ୍କ ସଂଖ୍ୟା ୪୬ ମିଲିୟନ ଅତିକ୍ରମ କରିଛି । ଏହାକୁ ନେଇ ଉର୍ବଶୀ ଖୁସି ପ୍ରକାଶ କରିଛନ୍ତି । ନିକଟରେ ଅନ୍ତର୍ଜାତୀୟ…
ବୀରମହାରାଜପୁରରେ ପ୍ରଥମ ମହିଳା ବ୍ଲକ ଅଧ୍ୟକ୍ଷା
ଅମରପାଲି,୧୨।୩(ଡି.ଏନ୍.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷ ପାଇଁ ଶନିବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଲୁହା ବ୍ଲକ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଥମ ବ୍ଲକ ମହିଳା ଅଧ୍ୟକ୍ଷା ଭାବେ ସେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ ବ୍ଲକ ସଭାଗୃହରେ…
ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ
ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି ’ନେଇ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ…
Archives


