ଏହି ବିଜୟ ଆମ ପାଇଁ ଦାୟିତ୍ୱ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୨ା୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ସହ ଆଲୋଚନାକରି ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ଦଳମତରୁ ଊଦ୍ଧର୍ବରେ ରହି ଲୋକଙ୍କ ସେବା କରିବା ପାଇଁ…
ବିଗୁଡୁଛି ସ୍ଥିତି, ସଡ଼କ ଉପରେ ଏଣେତେଣେ ପଡିଛି ମୃତଦେହ
ମୈରିୟୁପୋଲ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣକୁ ୧୬ ଦିନ ପୂରଣ ହୋଇଥିବା ବେଳେ ସ୍ଥିତି କିନ୍ତୁ ସୁଧୁରିବା ପରିବର୍ତ୍ତେ ବିଗିଡିବାରେ ଲାଗିଛି । ରୁଷିଆ ସେନା ଲଗାତାର ବୋମା ମାଡ କରିବା ସହ ମିଶାଇଲ ମାଡ ବି କରି ଚାଲିଛନ୍ତି…
ୟୁପି ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ
ଲକ୍ଷ୍ନୌ,୧୨ା୩(ଆଇଏଏନ୍ଏସ୍): ଚଳିତ ନିର୍ବାଚନରେ ଅଷ୍ଟାଦଶ ଉତ୍ତରପ୍ରଦେଶ ବିଧାନସଭାକୁ ୩୬ ମୁସଲମାନ ପ୍ରାର୍ଥୀ ନିର୍ବାଚିତ ହୋଇଛନ୍ତି। ଏହା ପୂର୍ବ ବିଧାନସଭା ତୁଳନାରେ ୨ ଅଧିକ। ଉତ୍ତରପ୍ରଦେଶ ଜନସଂଖ୍ୟାର ୨୦ ପ୍ରତିଶତ ମୁସଲମାନ ହୋଇଥିବାବେଳେ ନବନିର୍ବାଚିତ ବିଧାନସଭାରେ ସେମାନଙ୍କ ପ୍ରତିନିଧିତ୍ୱ ହାର ୮.୯୩ ପ୍ରତିଶତ…
୨୦୨୪ ନିର୍ବାଚନ ଏକାଠି ଲଢ଼ିବାକୁ ମମତାଙ୍କ ଆହ୍ବାନ
କୋଲକାତା,୧୨ା୩(ପି.ଟି.): ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନକୁ ଭାଜପା ୪:୧ରେ ଜିତିଯିବା ପରେ ଫଳାଫଳ ୨୦୨୪ ଲୋକ ସଭାର ସଙ୍କେତ ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଭାଜପା ମୁଖ୍ୟାଳୟଠାରେ ଦଳୀୟ କର୍ମୀମାନଙ୍କୁ ସମ୍ବୋଧିତ କରି କହିଥିଲେ। ଏହାର ଦିନକ ପରେ…
ୟୁପିରେ ଭାଜପା, ପଞ୍ଜାବରେ ଏଏପିର ରେକର୍ଡ
ନୂଆଦିଲ୍ଲୀ,୧୨ା୩: ଉତ୍ତରପ୍ରଦେଶରେ ଭାଜପା ଏବଂ ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି (ଏଏପି) ବିଧାନସଭା ନିର୍ବାଚନରେ କେବଳ ଜବରଦସ୍ତ ବିଜୟ ହାସଲ କରିନାହାନ୍ତି, ବରଂ କିଛି ଦଶନ୍ଧିର ରେକର୍ଡ ଭାଙ୍ଗିଛନ୍ତି। ଉତ୍ତରପ୍ରଦେଶରେ ୧୯୭୭ ପରେ ଭାଜପା ଏକମାତ୍ର ଦଳ ଭାବେ ୪୦% ଭୋଟହାର…
ଫିନାଇଲ୍ ମିଶା ଡାଲି ଖାଇ ୧୭ ଛାତ୍ରୀ ଅସୁସ୍ଥ
ରୂପସା,୧୧।୩(ଡି.ଏନ.ଏ.): ବାଲେଶ୍ୱର ସଦର ବ୍ଲକ ଅଧୀନ ରୂପ୍ସା ସ୍ଥିତ ଯୋଗେନ୍ଦ୍ର ଆଞ୍ଚଳିକ ମହାବିଦ୍ୟାଳୟର ୧୭ ଛାତ୍ରୀ ଶୁକ୍ରବାର ଫିନାଇଲ୍ ମିଶା ଡାଲି ଖାଇ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ରୂପ୍ସା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା…
ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଛନ୍ତି ଜୁବିନ !
ବମ୍ବେ: ପ୍ରେମରେ ପଡ଼ିଛନ୍ତି ବଲିଉଡ୍ର ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ। ଟେଲିଭିଜନ ତଥା ବଲିଉଡ୍ର ଜଣାଶୁଣା ଅଭିନେତ୍ରୀ ନିକିତା ଦତ୍ତାଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଏବେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ନିକଟରେ ନିକିତା ତାଙ୍କ ଇନଷ୍ଟାଗ୍ରାମରେ ଏକ ଫଟୋ…
ଏପ୍ରିଲ ୨୬ରୁ ସିବିଏସ୍ଇ ଦଶମ,ଦ୍ୱାଦଶ ପରୀକ୍ଷା
ଭୁବନେଶ୍ୱର, ୧୧।୩(ବ୍ୟୁରୋ) – କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ଦଶମ ଓ ଦ୍ୱାଦଶ ଟର୍ମ-୨ ପରୀକ୍ଷା ଏପ୍ରିଲ ୨୬ରୁ ଆରମ୍ଭ ହେବ। ଦଶମ ବୋର୍ଡ ପରୀକ୍ଷା ମେ’ ୨୪ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ଜୁନ୍ ୧୫ରେ ଶେଷ ହେବ।…
ଇସ୍ତଫା ଦେବେ ଚାଇନା ପ୍ରଧାନମନ୍ତ୍ରୀ
ବେଜିଂ,୧୧।୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ ଚଳିତ ବର୍ଷ ଇସ୍ତଫା ଦେବେ ବୋଲି କହିଛନ୍ତି। ସେ ଦଶବର୍ଷ ହେଲା ଦେଶର ଅର୍ଥନୀତି ପରିଚାଳନା କରିଆସୁଥିଲେ। ତେବେ ୧୦ ବର୍ଷରେ ଥରେ ଚାଇନାରେ ନେତୃତ୍ୱ ପରିବର୍ତ୍ତନ ଲାଗି କମ୍ୟୁନିଷ୍ଟ ସରକାର ପ୍ରସ୍ତାବ ଆଣିବାକୁ…
ବିରୋଧି ଦଳଗୁଡ଼ିକୁ ମମତାଙ୍କ ଆହ୍ବାନ
କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ବିରୋଧୀ ମେଣ୍ଟକୁ ସୁଦୃଢ଼ କରିବାକୁ ପୁଣିଥରେ ଅଣ୍ଟା ଭିଡ଼ିଛନ୍ତି। ବିରୋଧୀ ମେଣ୍ଟରେ କଂଗ୍ରେସକୁ ସାମିଲ କରିବା ଲାଗି ସେ ଆମନ୍ତ୍ରଣ କରିଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ବିରୋଧୀ ଦଳଗୁଡ଼ିକ…
ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ-ମୁଲାୟମ!
ଆମ୍ବେଡ୍କର ନଗର,୧୧।୩: ଭାଜପାକୁ ଭୋଟ ଦେଇଛନ୍ତି ମନମୋହନ ସିଂ ଏବଂ ମୁଲାୟମ ସିଂ। କଥାଟା ଅଡ଼ୁଆ ଲାଗୁଥିଲେ ହେଁ ସତ। ତେବେ ଆମେ ଏଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କଂଗ୍ରେସ ନେତା ମନମୋହନ ସିଂ କିମ୍ବା ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ…
ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର; ପ୍ରତିରକ୍ଷା ମନ୍ତ୍ରଣାଳୟ କହିଲା…
ନୂଆଦିଲ୍ଲୀ,୧୧।୩: ପାକିସ୍ତାନରେ ପଡ଼ିଲା ଭାରତୀୟ କ୍ଷେପଣାସ୍ତ୍ର। ଭାରତପଟୁ ଏକ ମିସାଇଲ୍ ଦୁର୍ଘଟଣାବଶତଃ ପାକିସ୍ତାନ ପଟକୁ ଫାୟାରିଂ ହୋଇଯାଇଥିଲା। ହେଲେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ତେବେ ଏଥିରେ ଦୁଃଖପ୍ରକାଶ କରିବା ସହ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏଭଳି…
Archives


