Home Left

ଅକ୍ଟୋବର ୧୬ରେ ହେବ ଓଏଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ପ୍ରିଲିମ୍‌ ପରୀକ୍ଷା ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୧୬ ତାରିଖରେ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି)ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏ ସମ୍ପର୍କିତ ସବିଶେଷ…

ରାଜ୍ୟରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ରାହୁଲଙ୍କ ସହ ଫଟୋ ଶେୟାର କରି ଏଭଳି ଲେଖିଲେ ଆଥିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ କ’ଣ କହିଲେ ମମତା

କୋଲକାତା,୨୮ ।୭: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ସବ୍ରୁଆଡୁ ଦାବି ହେବା ପରେ ମମତା ପାର୍ଥଙ୍କୁ ତାଙ୍କ କ୍ୟାବିନେଟରୁ ବାହାର କରି ଦେଇଛନ୍ତି…

ନେଗେଟିଭ୍‌ ଆସିବା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ‘ମଙ୍କିପକ୍ସ’ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲ୍‌ଏନ୍‌ଜେପି) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ରିର୍ପୋଟ ଗୁରୁବାର ନେଗେଟିଭ୍‌ ଆସିଛି। ନେଗେଟିଭ୍‌ ରିପୋର୍ଟ ଆସିବା ପରେ ଯୁବକଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏନେଇ ଏଲ୍‌ଏନ୍‌ଜେପି ହସ୍ପିଟାଲ ନିର୍ଦ୍ଦେଶକ ଡା.ସୁରେଶ କୁମାର ଏହି ସୂଚନା ଦେଇଛନ୍ତି।…

ନାବାଳିକା ବଳାତ୍କାରୀଙ୍କୁ ସଶ୍ରମ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ୍‌,୨୮।୭: ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଝାରସୁଗୁଡ଼ା ଅତିରିକ୍ତ ଜିଲା ସେସନ୍‌ ଜର୍ଜ ମଦନଲାଲ ଖେଡିଆ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ ହେଲେ ଝାରସୁଗୁଡ଼ା ସରବାହାଲ ହରିଜନପଡ଼ାର ରିଙ୍କୁ ମଗର(୨୭)। କୋର୍ଟ ରାୟରେ…

ପୁଣି ଫ୍ୟାଶନ୍‌ର ଜଲଓ୍ବା ଦେଖାଇଲେ ସଚିନଙ୍କ ଝିଅ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ପୁଣି ନିଜ ଫ୍ୟାଶନର ଜଲଓ୍ବା ଦେଖାଇଛନ୍ତି। ସବୁବେଳେ ନିଜର ନିଆରା ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହୁଥିବା ସାରା ସାରା ପ୍ରସିଦ୍ଧ ଫ୍ୟାଶନ ଡିଜାଇନର୍‌ ଅନୀତା ଡୋଙ୍ଗ୍ରେଙ୍କ ପାଇଁ ଏକ ବ୍ରାଇଡାଲ୍‌ ଫଟୋଶୁଟ କରିଥିଲେ।…

‘ମୁଁ ଚୋରଙ୍କ ସହ କଥା ହେବାକୁ ଚାହେଁ ନାହିଁ’

ଇସଲାମାବାଦ,୨୮ା୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବର୍ତ୍ତମାନର ସରକାରଙ୍କ ସହ କଥାବାର୍ତ୍ତାର ସମସ୍ତ ସମ୍ଭାବନାକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦେଇଛନ୍ତି। ଏକ ବିବୃତ୍ତିରେ ଇମ୍ରାନ୍‌ ପାକିସ୍ତାନ ମୁସଲିମ୍‌ ଲିଗ୍‌-ନଓ୍ବାଜ (ପିଏମଏଲ-ଏନ୍‌)ର ସମସ୍ତ ନେତାଙ୍କୁ ଚୋର ବୋଲି କହିଛନ୍ତି। ସେ କହିଛନ୍ତି,…

ମାଙ୍କଡ ଭଳି ସବୁଦିନ ଡିଆଁ କୁଦା କରୁଛନ୍ତି ରାଜଭର: ସ୍ୱାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ,୨୮ ।୭: ସୁହେଲଦେବ ଭାରତୀୟ ସମାଜ ପାର୍ଟି(ସୁଭାସପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓମ ପ୍ରକାଶ ରାଜଭର ଓ ସମାଜବାଦୀ ପାର୍ଟି(ସପା) ମଧ୍ୟରେ ତଲାକ ହୋଇଯାଇଛି । ଏହାପରେ ରାଜଭର ଏବେ ସପା ନେତାଙ୍କ ଟାର୍ଗେଟକୁ ଚାଲି ଆସିଛନ୍ତି । ସମାଜବାଦୀ ପାର୍ଟି ନେତା…

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଢେଙ୍କାନାଳ ଅଫିସ,୨୮ା୭: ଢେଙ୍କାନାଳ ସହର ରାଧାକୃଷ୍ଣ ବଜାର ଅଞ୍ଚଳରୁ ଗୁରୁବାର ସମ୍ବଲପୁର ଅବକାରୀ ଗୋଇନ୍ଦା ବିଭାଗ, ଢେଙ୍କାନାଳ ଅବକାରୀ ବିଭାଗ ସହାୟତାରେ ଚଢ଼ାଉ କରାଯାଇ ୪୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଘଟଣାରେ ସଂପୃକ୍ତ ଉକ୍ତ ଅଞ୍ଚଳର ରାହୁଲ ସାହୁ ଗିରଫ…

ମାଓବାଦୀଙ୍କ ଶହୀଦ ସପ୍ତାହ: ବ୍ରହ୍ମପୁରରୁ ୪ ରୁଟ୍‌ରେ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୨୮।୭: ଗୁରୁବାରଠାରୁ ଅଗଷ୍ଟ ୩ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସମୟରେ ମାଓବାଦୀମାନେ ସରକାରୀ ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ପୋଡି ଦେଉଥିବା ନଜିର ରହିଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ…

‘ନୋ ଏଣ୍ଟ୍ରି-୨’କୁ ନେଇ ସଲମାନଙ୍କ ବଡ଼ ସୂଚନା

ମୁମ୍ବାଇ: ଭାଇଜାନ ସଲମାନ ଖାନ୍‌ ଦୀର୍ଘ ୧୭ ବର୍ଷ ପରେ ଅଭିନେତା ଅନୀଲ କପୁର ଏବଂ ଫର୍‌ଦ୍ଦିନ ଖାନ୍‌ଙ୍କ ସହ ସ୍କ୍ରିନ୍‌ ସ୍ପେସ୍‌ ଶେୟାର କରିବାକୁ ଯାଉଛନ୍ତି। ଏହି ସମସ୍ତ ଷ୍ଟାର୍‌ଙ୍କୁ ପୁଣି ଥରେ ‘ନୋ ଏଣ୍ଟ୍ରି’ର ସିକ୍ୱେଲରେ ଦେଖିବାକୁ ମିଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?