ନିଶା ମାଫିଆ ଦୁଇ ଭାଇଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି
ବୁଗୁଡା,୨୮।୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡା ସହରର ରଘୁନାଥ ସାହିରେ ଥିବା ଦୁଇ ନିଶା ମାଫିଆ ଭାଇଙ୍କ ୩ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତିକୁ ବାଜ୍ୟାପ୍ତ କରାଯାଇଛି। ଏନ୍ଡିପିଏସ୍ ଆଇନ ଅନୁଯାୟୀ କୋଲକାତାର ଏକ ପ୍ରାଧିକୃତ ସଂସ୍ଥା ଅଧିକାରୀମାନେ ଏହି ସମ୍ପତ୍ତି…
ଖବରକାଗଜ ବିକ୍ରେତାଙ୍କ ପୁଅର ସଫଳତା
ଛତ୍ରପୁର,୨୮ା୭(ଡି.ଏନ୍.ଏ.): ଯୁକ୍ତ ଦୁଇ ବିଜ୍ଞାନ/ବାଣିଜ୍ୟ ଫଳାଫଳ ବୁଧବାର ପ୍ରକାଶ ପାଇଛି। ଛତ୍ରପୁର ଅଞ୍ଚଳର ସୂର୍ଯ୍ୟ ନାରାୟଣ ଶତପଥୀ ନାମକ ଜଣେ ଖବରକାଗଜ ବିକ୍ରେତାଙ୍କ ପୁଅ ଶୁଭ୍ରାଂଶୁ ଶତପଥୀ ଯୁକ୍ତ ଦୁଇ ବିଜ୍ଞାନ ବିଭାଗରେ ୬୦୦ରୁ ୫୫୩ ମାର୍କ ରଖି ପ୍ରଥମ ସ୍ଥାନ…
ଏହି ଦିନ ଓଟିଟିରେ ରିଲିଜ୍ ହେବ ‘ଲାଲ ସିଂ ଚଡ୍ଡା’
ମୁମ୍ବାଇ: ବହୁ ପ୍ରତିକ୍ଷୀତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟରେ ମୁକ୍ତଲାଭ କରିବାକୁ ଯାଉଛି। ବଲିଉଡ୍ ଅଭିନେତା ଆମିର ଖାନ୍ ଏବଂ କରୀନା କପୁରଙ୍କୁ ବହୁଦିନ ପରେ ପରଦାରେ ଦେଖିବାକୁ ମିଳିବ । ତେବେ ଫିଲ୍ମକୁ ଦେଖିବାକୁ ଦର୍ଶକ…
ଘୋଡ଼ା ଜିତିଲା ମେୟର ପଦ, ମିଳିଲା ସ୍ବତନ୍ତ୍ର ଆସନ
ଯେକୌଣସି ଦେଶ ପାଇଁ ଗଣତନ୍ତ୍ର ଅତ୍ୟନ୍ତ ସୁସ୍ଥ ବୋଲି ବିବେଚନା କରାଯାଏ। ଲୋକମାନେ ନିଜର ନେତା ବାଛନ୍ତି। ଏହି ମନୋନୀତ ବ୍ୟକ୍ତି ଆଗକୁ ଲୋକଙ୍କ ହିତ ପାଇଁ କାମ କରନ୍ତି। କିନ୍ତୁ ଯଦି ଲୋକମାନେ ନିଜ ନେତା ଭାବରେ ନିଜ ପାଇଁ…
ସିରିଜ ପୋଛିନେବା ପରେ ଏମିତି କହିଲେ ଅଧିନାୟକ ଧାଓ୍ବନ
ପୋର୍ଟ ଅଫ୍ ସ୍ପେନ୍,୨୮।୭: ଶିଖର ଧାଓ୍ବନ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ବୁଧବାର ଖେଲାଯାଇଥିବା ତୃତୀୟ ତଥା ଅନ୍ତିମ ମୁକାବିଲାକୁ ୧୧୯ ରନ୍ରେ ଜିତି ସିରିଜକୁ ୩-୦ରେ ଜିତି ନେଇଥିଲା। ଏହି ବିଜୟ…
ପାର୍ଥ ଚାଟାର୍ଜୀଙ୍କ ଘରେ ଚୋର
କୋଲକାତା,୨୮ ।୭: ପଶ୍ଚିମବଙ୍ଗର ମନ୍ତ୍ରୀ ତଥା ଏସଏସସି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ ୨୪ ପ୍ରଗଣା ସ୍ଥିତ ଘରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମିିଳିଥିବା ସୂଚନା ଅନୁଯାୟୀ, ବୁଧବାର ରାତିରେ କେତେଜଣ ତାଲା ଭାଙ୍ଗି ତାଙ୍କ…
ଠିକ୍ ସମୟରେ ଠିକ୍ କଥା କହିବି: ବାବୁସାନ୍
ଭୁବନେଶ୍ୱର,୨୮ା୭(ବ୍ୟୁରୋ): ବିବାଦରେ ଫସିଥିବା ଓଲିଉଡ୍ ଅଭିନେତା ବାବୁସାନ୍ ମହାନ୍ତି ଗୁରୁବାର ଘରର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି, ଠିକ୍ ସମୟରେ ଠିକ୍ କଥା କହିବି। ଏବେ ମୁଁ ମୋ’ ପରିବାର ସହ ଖୁସିରେ ଅଛି। ଅପରପକ୍ଷରେ ବାବୁସାନ୍ଙ୍କ ମା’ ଅପରାଜିତା…
ମାତ୍ର ଆଉ ଗୋଟିଏ ଓଭର୍ ମିଳିଯାଇଥିଲେ ମୁଁ…
ତ୍ରିନିଦାଦ,୨୮।୭: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜକୁ କ୍ଲିନ ସୁଇପ କରିଛି ଭାରତ। ତୃତୀୟ ଦିନିକିଆ ମ୍ୟାଚକୁ ୧୧୯ ରନ୍ରେ ଜିତି ତିନି ଟିକିଆ ସିରିଜକୁ ୩-୦ରେ କବଜା କରିଛି ଶିଖର ସେନା। ଏହି ମ୍ୟାଚରେ ଶୁବମନ ଗିଲ ୯୮ ରନ୍ର ଇନିଂସ…
ରାଜଧାନୀରେ ଗଡ଼ିବ ଇ-ବସ୍, ଇ-ରିକ୍ସା: ଆସନ୍ତା ୨୯ରେ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୭(ବ୍ୟୁରୋ): ଆସନ୍ତା ୨୯ ତାରିଖରୁ ରାଜଧାନୀରେ ଗଡିବ ଇ-ବସ ଏବଂ ଇ-ରିକ୍ସା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଇ-ବସ୍ର ସଫଳ ପରୀକ୍ଷଣ ପରେ କ୍ରୁଟ ପକ୍ଷରୁ ଏହାକୁ ସାମିଲ କରାଯାଇଛି । ପ୍ରାଥମିକ…
ଦ୍ୱାଦଶ ଫେଲ୍ ପରେ ରୋଷେୟା ହେବାକୁ ଚାହୁଁଥିଲେ, ଆଜି ସୁପରଷ୍ଟାର୍ ଅଭିନେତା
ସାଉଥ୍ ସୁପରଷ୍ଟାର ଧନୁଷ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଜଣେ ଅଭିନେତା, ଲେଖକ, ନିର୍ମାତା, ନିର୍ଦ୍ଦେଶକ ଏବଂ ପ୍ଲେବ୍ୟାକ୍ ସିଙ୍ଗର ଭାବେ ଧନୁଷ ଫିଲ୍ମ ଇଣ୍ଡଷ୍ଟ୍ରୀ ନାଁ କମାଇଛନ୍ତି। ଧନୁଷଙ୍କ ପ୍ରକୃତ ନାମ ହେଉଛି ଭେଙ୍କଟେଶ ପ୍ରଭୁ କସ୍ତୁରୀ ରାଜା।…
ଅଗଷ୍ଟ ୧ରେ ସମ୍ବଲପୁରୀ ଦିବସ, ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ
ବରଗଡ଼ ଅଫିସ,୨୮ା୭: ଆସନ୍ତା ଅଗଷ୍ଟ ୧ରେ ପାଳନ ହେବ ସମ୍ବଲପୁରୀ ଦିବସ। ଗୁରୁ ସ୍ବର୍ଗତଃ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମବାର୍ଷିକୀରେ ଏହା ପାଳନ କରାଯିବ। ତେବେ ଏହି ଦିବସରେ ଗୁରୁ ସ୍ବର୍ଗତଃ ବହିଦାରଙ୍କୁ ସମ୍ମାନ ଜଣାଇବା ସହିତ ଅଞ୍ଚଳର ସଂସ୍କୃତିର ପରିଚୟ…
ବୟଫ୍ରେଣ୍ଡ୍ଙ୍କ ସହ ରୋମାଣ୍ଟିକ ହେଲେ ଆଥିଆ
ବଲିଉଡ ସହ କ୍ରିକେଟର ସମ୍ପର୍କ ବେଶ ପୁରୁଣା। ଏଭଳି ଅନେକ କ୍ରିକେଟର୍ ଅଛନ୍ତି, ଯିଏ ବଲିଉଡ ଅଭିନେତ୍ରୀକୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି। ଏବେ ଏହି ତାଲିକାରେ ଆଉ ଜଣଙ୍କ ନାଁ ଯୋଡି ହୋଇଛି। ଗତ ୩ ବର୍ଷ ହେବ ବଲିଉଡ…

