ପ୍ରତିଷେଧକ ହିଁ ପ୍ରକୃତ ନିଦାନ

ଶରୀରରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ପ୍ରତିଷେଧକ ବ୍ୟବସ୍ଥା ହିଁ ପ୍ରକୃତ ନିଦାନ । ପ୍ରତିବର୍ଷ ଜୁଲାଇ ୨୮ରେ ପାଳନ କରାଯାଉଥିବା ବିଶ୍ୱ ହେପାଟାଇଟିସ୍‌ ଦିବସରେ ଏନେଇ ସଚେତନତା ସୃଷ୍ଟି କରାଯାଇଥାଏ।
ହେପାଟାଇଟିସ୍‌ ଏ, ବି, ସି, ଡି, ଏବଂ ଇ ନାମକ ଏକ ସଂକ୍ରାମକ ରୋଗ। ପ୍ରତିରୋଧ, ନିରାକରଣ ଏବଂ ଚିକିତ୍ସାକୁ ଉତ୍ସାହିତ କରିବା ପାଇଁ ଏହି ଦିବସ ପାଳନ ମାଧ୍ୟମରେ ଲକ୍ଷ୍ୟ ରଖାଯାଇଛି। ହେପାଟାଇଟିସ୍‌ ବିଶ୍ୱର ବହୁ ଲୋକଙ୍କୁ ପ୍ରଭାବିତ କରିଥାଏ। ପ୍ରତିବର୍ଷ ପ୍ରାୟ ୧.୩୪ ନିୟୁତ ଲୋକଙ୍କର ମୃତ୍ୟୁ ଏହା ଯୋଗୁ ଘଟିଥାଏ। ହେପାଟାଇଟିସ୍‌ ଉଭୟ ତୀବ୍ର ଏବଂ କ୍ରମାଗତ ଭାବରେ ଯକୃତର ପ୍ରଦାହ ସୃଷ୍ଟି କରିପାରେ ଏବଂ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏହା ଯୋଗୁ ଘଟିଥାଏ। କେତେକ ଦେଶରେ ହେପାଟାଇଟିସ ବି ସିରୋସିସର ସବୁଠାରୁ ସାଧାରଣ କାରଣ ଏବଂ ଏହା ଯୋଗୁ ଯକୃତ କର୍କଟ ମଧ୍ୟ ହେବାର ଆଶଙ୍କା ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି ମନୁଷ୍ୟ ଶରୀରର ଆଣ୍ଟିବଡ଼ି !

ଓ୍ବାଶିଂଟନ,୨୩।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁ ଶୀଘ୍ର ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟ ଭୂତାଣୁର ବ୍ୟାପିବା ବେଗ...

ଏହି ସବୁ ସମସ୍ୟାରୁ ମୁକ୍ତି ଦିଏ ଜାଇଫଳ

ସ୍ବାସ୍ଥ୍ୟ ହିଁ ସମ୍ପଦ। ନିଜକୁ ସୁସ୍ଥ ରଖିବା ଲାଗି ମଣିଷ ସର୍ବଦା ତତ୍ପର। ତେବେ ଏପରି କିଛି ଜିନିଷ ଅଛି, ଯାହାକୁ ଖାଇବା ଫଳରେ ଅନେକ...

କୋଲେଷ୍ଟରଲକୁ ସନ୍ତୁଳିତ ରଖେ ଭିଟାମିନ୍‌ ‘ଇ’

ଆବଶ୍ୟକ ମୁତାବକ ଭିଟାମିନ୍‌ ‘ଇ’ଯୁକ୍ତ ଖାଦ୍ୟ ଖାଇଲେ ତାହା ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଖାସ୍‌ କଥା ହେଲା, ଏହି ଭିଟାମିନ୍‌ ଆମ...

ଡାଇବେଟିସ୍‌ରୁ ଦୂରେଇ ରଖେ ଏହି ସହଜ ଉପାୟ…

ଇନସୁଲିନ୍‌ସ୍ତରକୁ ସନ୍ତୁଳିତ କରିବା ପାଇଁ ପ୍ରତିଦିନ ସକାଳେ ମେଥି ପାଣି ପିଇବା ଭଲ। ଇନସୁଲିନ୍‌ସ୍ତର ନିୟନ୍ତ୍ରିତ ହେଲେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ...

ପକ୍ଷାଘାତ

ଆମ ଶରୀର ସମସ୍ତ କାର୍ଯ୍ୟ ମସ୍ତିଷ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଜଣେ ବୟସ୍କ ବ୍ୟକ୍ତିର ମସ୍ତିଷ୍କର ଓଜନ ପ୍ରାୟ ଦେଢ଼ କିଗ୍ରା ଅଟେ ଏବଂ ଏଥିରେ...

ଓ୍ବାଟର୍‌ ଫାଉଣ୍ଟେନ୍‌ ରଖିବେ କେଉଁଠି…

ସୁଖ ଶାନ୍ତିରେ ରହିବାକୁ କିଏ ବା ନ ଚାହେଁ। ସେଥିପାଇଁ କିଏ କେତେ ପ୍ରକାରର ପ୍ରୟାସ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଓ୍ବାଟର୍‌ ଫାଉଣ୍ଟେନ୍‌...

ଓଜନ କମାଇବାର ସହଜ ଉପାୟ

ଓଜନ କମାଇବାର ଏକ ସହଜ ତଥା ସରଳ ଉପାୟ ରହିଛି। ପୁଣି ଏଥିପାଇଁ ଅଧିକ ପରିଶ୍ରମ ମଧ୍ୟ କରିବାକୁ ପଡ଼ିବ ନାହିଁ। ବାସ୍‌, ପ୍ରତିଦିନ ଗୋଟିଏ...

ବିବାହ ପରେ ସ୍ବାମୀଙ୍କ ଭାଗ୍ୟ ଚମକାନ୍ତି ଏହି ୩ ରାଶିର ଯୁବତୀ

ଯେତେବେଳେ ବିବାହ କଥା ଉଠେ, ସମସ୍ତେ ଉତ୍ତମ ବୁଝାବଣା ଥିବା ଜୀବନସାଥୀଟିଏ ଖୋଜିଥାନ୍ତି। କୁହାଯାଏ ବିବାହ ପରେ ସ୍ବାମୀ ସହ ସ୍ତ୍ରୀର ଭାଗ୍ୟ ଯୋଡ଼ି ହୋଇଯାଏ।...

Advertisement
Archives

Model This Week